ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ: ଟାଗେର୍ଟରେ ବିଏସ୍‌ଏଫ୍‌ ଛାଉଣୀ

ଜମ୍ମୁ: ଜମ୍ମୁର ଅରନିଆ ସେକ୍ଟରରେ ପାକିସ୍ତାନ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ବିଏସ୍‌ଏଫ୍‌ର ଛଅରୁ ଅଧିକ ଛାଉଣିକୁ ପାକିସ୍ତାନୀ ଯବାନ ଟାର୍ଗେଟ କରିଥିଲେ। ଭାରତୀୟ ଯବାନମାନେ ବି ଏହାର କଡ଼ା ଜବାବ ଦେଇଥିଲେ। ଫଳରେ ଦୁଇ ପକ୍ଷ ମଧ୍ୟରେ ପ୍ରବଳ ଗୁଳିବିନିମୟ ହୋଇଥିଲା। ଗତକାଲି ବିଳମ୍ୱିତ ରାତିରୁ ଆରମ୍ଭ ହୋଇଥିବା ଏହି ଗୁଳିବିନିମୟ ଆଜି ସକାଳ ସାଢ଼େ ଛଅଟା ପର୍ଯ୍ୟନ୍ତ ଚାଲିଥିଲା। ପ୍ରାୟ ୬ ଘଣ୍ଟା ଧରି ଚାଲିଥିବା ଏହି ଗୁଳିବିନିମୟରେ କେହି ମୃତାହତ ହୋଇନାହାନ୍ତି […]

Rakesh Mallick
  • Published: Saturday, 16 September 2017
  • Updated: 16 September 2017, 11:04 AM IST

Sports

Latest News

ଜମ୍ମୁ: ଜମ୍ମୁର ଅରନିଆ ସେକ୍ଟରରେ ପାକିସ୍ତାନ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ବିଏସ୍‌ଏଫ୍‌ର ଛଅରୁ ଅଧିକ ଛାଉଣିକୁ ପାକିସ୍ତାନୀ ଯବାନ ଟାର୍ଗେଟ କରିଥିଲେ। ଭାରତୀୟ ଯବାନମାନେ ବି ଏହାର କଡ଼ା ଜବାବ ଦେଇଥିଲେ। ଫଳରେ ଦୁଇ ପକ୍ଷ ମଧ୍ୟରେ ପ୍ରବଳ ଗୁଳିବିନିମୟ ହୋଇଥିଲା। ଗତକାଲି ବିଳମ୍ୱିତ ରାତିରୁ ଆରମ୍ଭ ହୋଇଥିବା ଏହି ଗୁଳିବିନିମୟ ଆଜି ସକାଳ ସାଢ଼େ ଛଅଟା ପର୍ଯ୍ୟନ୍ତ ଚାଲିଥିଲା। ପ୍ରାୟ ୬ ଘଣ୍ଟା ଧରି ଚାଲିଥିବା ଏହି ଗୁଳିବିନିମୟରେ କେହି ମୃତାହତ ହୋଇନାହାନ୍ତି ବୋଲି ବିଏସ୍‌ଏଫ୍‌ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ, ଗତ ଗୁରୁବାର ଜମ୍ମୁ-କାଶ୍ମୀର ସୀମାରେ  ହୋଇଥିବା ଗୁଳି ବିନିମୟରେ ୨ ଜଣ ପାକିସ୍ତାନୀ ଯବାନଙ୍କ ମୃତ୍ୟୁ ଘଟିଥିଲା।  ଏହା ପୂର୍ବରୁ ବୁଧବାର ଅନ୍ତର୍ଜାତୀୟ ସୀମା ଓ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ପକ୍ଷରୁ ଅକାରଣରେ ଗୁଳିମାଡ଼ କରାଯାଇଥିଲା। ଏଥିରେ ତିନି ଜଣ ଭାରତୀୟ ଯବାନ ଆହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story