ସୁଧୁରୁନି ପାକିସ୍ତାନ, ପୁଣି କଲା ଅସ୍ତ୍ରବିରତି ଉଲ୍ଲଙ୍ଘନ, ଦୁଇ ଯବାନ ସହିଦ

ଶ୍ରୀନଗର: ଡିଜିଏମଓସ୍ତରୀୟ ଆଲୋଚନ ପରେ ବି ସୀମାରେ ପୁଣି ପାକ୍ ରେଞ୍ଜର୍ସମାନେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛନ୍ତି। ଅଖନୁର ସେକ୍ଟରରେ ବିଏସଏଫ ପୋଷ୍ଟକୁ ଟାର୍ଗେଟ କରି ଆକ୍ରମଣ କରିଛନ୍ତି ପାକ୍‌ ରେଞ୍ଜର୍ସ। ଏଥିରେ ୨ଯବାନ ସହିଦ ହୋଇଛନ୍ତି। ସେମାନେ ହେଲେ ଏଏସଆଇ ଏସ. ଯାଦବ ଓ କନେଷ୍ଟବଳ ବିକି ଯାଦବ। ପାକିସ୍ତାନର ଏଭଳି ଆକ୍ରମଣରେ ଭାରତୀୟ ସେନା ମଧ୍ୟ ପଛକୁ ହଟି ନାହିଁ। ସବୁଥର ପରି ଏଥର ବି କଡ଼ା ଜବାବ ଦେଇଛି ଭାରତ। ପବିତ୍ର ରମଜାନ ମାସରେ […]

bsf-jammu-759

bsf-jammu-759

Rakesh Mallick
  • Published: Sunday, 03 June 2018
  • Updated: 03 June 2018, 08:50 PM IST

Sports

Latest News

ଶ୍ରୀନଗର: ଡିଜିଏମଓସ୍ତରୀୟ ଆଲୋଚନ ପରେ ବି ସୀମାରେ ପୁଣି ପାକ୍ ରେଞ୍ଜର୍ସମାନେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛନ୍ତି। ଅଖନୁର ସେକ୍ଟରରେ ବିଏସଏଫ ପୋଷ୍ଟକୁ ଟାର୍ଗେଟ କରି ଆକ୍ରମଣ କରିଛନ୍ତି ପାକ୍‌ ରେଞ୍ଜର୍ସ। ଏଥିରେ ୨ଯବାନ ସହିଦ ହୋଇଛନ୍ତି। ସେମାନେ ହେଲେ ଏଏସଆଇ ଏସ. ଯାଦବ ଓ କନେଷ୍ଟବଳ ବିକି ଯାଦବ। ପାକିସ୍ତାନର ଏଭଳି ଆକ୍ରମଣରେ ଭାରତୀୟ ସେନା ମଧ୍ୟ ପଛକୁ ହଟି ନାହିଁ। ସବୁଥର ପରି ଏଥର ବି କଡ଼ା ଜବାବ ଦେଇଛି ଭାରତ।

ପବିତ୍ର ରମଜାନ ମାସରେ ଭାରତର ନିରବତାର ଫାଇଦା ଉଠାଇ ଧୋକା ଦେଇ ଚାଲିଛି ପାକିସ୍ତାନ। ସୀମାରେ ଅନବରତ ଅସ୍ତ୍ରବିରତି ଉଲଙ୍ଘନ କରୁଛି। ଗତକାଲି ବିଏସ୍ଏଫ୍ ପୋଷ୍ଟକୁ ଟାର୍ଗେଟ କରିବା ପରେ ରକ୍ତମୁଖା ହୋଇପଡ଼ିଥିବା ପାକିସ୍ତାନ। ସେତିକିରେ ସନ୍ତୁଷ୍ଟ ହୋଇ ନାହିଁ। ସୀମାବର୍ତ୍ତୀ ଗାଁଗୁଡିକୁ ଟାର୍ଗେଟ କରି ମୋର୍ଟାର ମାଡ଼ କରିଛି। ଏଥିରେ ଛିନ୍‌ଭିନ୍ ହୋଇଯାଇଛି ଅଖନୁର ସେକ୍ଟର କିଛି ଗାଁ। ଫଳରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଗ୍ରାମବାସୀ। ପାକିସ୍ତାନର ଏଭଳି ଆକ୍ରମଣର କଡ଼ା ଜବାବ ଦେଉଛି ଭାରତ। ଭାରତୀୟ ସେନା ପକ୍ଷରୁ ମଧ୍ୟ ଧୁଆଁଧାର ଗୁଳିଚାଳନା କରାଯାଇଛି।

ସେପଟେ ଜାମ୍ମୁ କାଶ୍ମୀର ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ହେଉଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି  । ଦୁଇ ଦେଶ ମଧ୍ୟରେ ୭୦ବର୍ଷ ଧରି ଚାଲିଥିବା ବିବାଦ ଯୋଗୁ ସମ୍ପତ୍ତି ନଷ୍ଟ ହେବା ସହ ଅନେକ ଜୀବନ ଯାଉଛି । ସୀମାରେ ଦୁଇ ପାର୍ଶ୍ୱରେ ବ୍ୟାପକ କ୍ଷୟକ୍ଷତି ହେଉଛି। ତେଣୁ ଲୋକମାନଙ୍କ ସ୍ୱାର୍ଥକୁ ନଜରରେ ରଖି ଦୁଇଦେଶ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ସେ ପ୍ରସ୍ତାବ  ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story