ଅମାନିଆ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ଜାରି: ଜଣେ ବିଏସ୍‌ଏଫ୍ ଯବାନ ସହିଦ

ଶ୍ରୀନଗର: ଅମାନିଆ ପାକିସ୍ତାନ। ସୀମାରେ ପୁଣି କରିଛି ଅସ୍ତ୍ରବିରତି ଉଲ୍ଲଂଘନ। ଜମ୍ମୁ-କାଶ୍ମୀରର ଅରନିଆ ସେକ୍ଟରରେ ଆଜି ପାକିସ୍ତାନୀ ସେନା ପକ୍ଷରୁ ଗୁଳିମାଡ଼ କରାଯାଇଛି। ଏଥିରେ ବିଏସ୍‌ଏଫ୍‌ର ଜଣେ ଯବାନ ସହିଦ ହୋଇଛନ୍ତି। ତାଙ୍କ ନାଁ ବୃଜେନ୍ଦ୍ର ବହାଦୂର ସିଂହ। ପାକ୍ ସେନାର ଗୁଳି ମାଡ଼ରେ ଜଣେ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଲଗାତାର ଦ୍ୱିତୀୟ ଦିନ ପାଇଁ ପାକିସ୍ତାନ ଆଜି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ବିଏସ୍‌ଏଫ୍‌ର ଯବାନମାନେ ବି ଏହାର ମୁହଁତୋଡ଼ ଜବାବ ଦେଇଛନ୍ତି। ଗତକାଲି ପାକିସ୍ତାନୀ […]

army-1

army-1

Rakesh Mallick
  • Published: Friday, 15 September 2017
  • Updated: 15 September 2017, 09:00 AM IST

ଶ୍ରୀନଗର: ଅମାନିଆ ପାକିସ୍ତାନ। ସୀମାରେ ପୁଣି କରିଛି ଅସ୍ତ୍ରବିରତି ଉଲ୍ଲଂଘନ। ଜମ୍ମୁ-କାଶ୍ମୀରର ଅରନିଆ ସେକ୍ଟରରେ ଆଜି ପାକିସ୍ତାନୀ ସେନା ପକ୍ଷରୁ ଗୁଳିମାଡ଼ କରାଯାଇଛି। ଏଥିରେ ବିଏସ୍‌ଏଫ୍‌ର ଜଣେ ଯବାନ ସହିଦ ହୋଇଛନ୍ତି। ତାଙ୍କ ନାଁ ବୃଜେନ୍ଦ୍ର ବହାଦୂର ସିଂହ। ପାକ୍ ସେନାର ଗୁଳି ମାଡ଼ରେ ଜଣେ ସାଧାରଣ ନାଗରିକ ଆହତ ହୋଇଛନ୍ତି।

ଲଗାତାର ଦ୍ୱିତୀୟ ଦିନ ପାଇଁ ପାକିସ୍ତାନ ଆଜି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ବିଏସ୍‌ଏଫ୍‌ର ଯବାନମାନେ ବି ଏହାର ମୁହଁତୋଡ଼ ଜବାବ ଦେଇଛନ୍ତି। ଗତକାଲି ପାକିସ୍ତାନୀ ସେନା ପକ୍ଷରୁ ଅଖନୁର ଓ ପୁଂଛ ସେକ୍ଟରରେ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା। ଏଥିରେ ବିଏସ୍‌ଏଫ୍‌ର ଦୁଇ ଜଣ ଯବାନଙ୍କ ସମେତ ପାଞ୍ଚ ଜଣ ଆହତ ହୋଇଥିଲେ। ବିଏସ୍‌ଏଫ୍‌ର ପାଲଟା ଗୁଳି ମାଡ଼ରେ ଅଖନୁର ସେକ୍ଟରରେ ଦୁଇ ଜଣ ପାକିସ୍ତାନୀ ଯବାନ ପ୍ରାଣ ହରାଇଥିଲେ।

ଲସ୍କର-ଇ-ତୋଇବା କମାଣ୍ଡର ଆବୁ ଇସମାଇଲ  ଓ ତା’ର ସହଯୋଗୀ ଆବୁ ଦୁଜାନା ନିହତ ହେବା ପରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ଅମରନାଥ ଯାତ୍ରୀଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ୍ ଥିଲା ଆବୁ ଇସମାଇଲ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story