ଜଣେ ଡାକ୍ତର ହେବେ ପାକିସ୍ତାନର ରାଷ୍ଟ୍ରପତି!

ନୂଆଦିଲ୍ଲୀ: ଆସନ୍ତାକାଲି ପାକିସ୍ତାନରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ବର୍ତ୍ତମାନ ପାକିସ୍ତାନର ରାଷ୍ଟ୍ରପତି ଥିବା ମାମନୁନ ହୁସେନଙ୍କ କାର୍ଯ୍ୟକାଳ ସେପ୍ଟେମ୍ୱର ୯ ତାରିଖରେ ଶେଷ ହେବାକୁ ଯାଉଛି। ତେଣୁ ଏବେ ନଜର ନୂଆ ରାଷ୍ଟ୍ରପତିଙ୍କ ନିର୍ବାଚନ ଉପରେ ରହିଛି। ରାଷ୍ଟ୍ରପତି ନିର୍ବାଚନ ପାଇଁ ତ୍ରିକୋଣୀୟ ଲଢ଼େଇ ହେଉଛି। ତେବେ ବିରୋଧୀ ଦଳଙ୍କ ଅପେକ୍ଷା ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଦଳ ପିଟିଆଇର ପ୍ରାର୍ଥୀ ଡାକ୍ତର ଆରିଫ୍‌ ଅଲବୀଙ୍କ ପଲ୍ଲା ଭାରି ରହିଛି। ଡାକ୍ତର ଆରିଫ୍ ଅଲବୀଙ୍କ ବ୍ୟତୀତ  ଆଉ […]

arif_alvi

arif_alvi

Jyoshna Pradhan
  • Published: Monday, 03 September 2018
  • Updated: 03 September 2018, 06:03 AM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତାକାଲି ପାକିସ୍ତାନରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ।

ବର୍ତ୍ତମାନ ପାକିସ୍ତାନର ରାଷ୍ଟ୍ରପତି ଥିବା ମାମନୁନ ହୁସେନଙ୍କ କାର୍ଯ୍ୟକାଳ ସେପ୍ଟେମ୍ୱର ୯ ତାରିଖରେ ଶେଷ ହେବାକୁ ଯାଉଛି। ତେଣୁ ଏବେ ନଜର ନୂଆ ରାଷ୍ଟ୍ରପତିଙ୍କ ନିର୍ବାଚନ ଉପରେ ରହିଛି।

ରାଷ୍ଟ୍ରପତି ନିର୍ବାଚନ ପାଇଁ ତ୍ରିକୋଣୀୟ ଲଢ଼େଇ ହେଉଛି। ତେବେ ବିରୋଧୀ ଦଳଙ୍କ ଅପେକ୍ଷା ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଦଳ ପିଟିଆଇର ପ୍ରାର୍ଥୀ ଡାକ୍ତର ଆରିଫ୍‌ ଅଲବୀଙ୍କ ପଲ୍ଲା ଭାରି ରହିଛି।

ଡାକ୍ତର ଆରିଫ୍ ଅଲବୀଙ୍କ ବ୍ୟତୀତ  ଆଉ ୨ ଜଣ ଏହି ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଛନ୍ତି।

ପାକିସ୍ତାନରେ ଏକ ଆଲୋଚନା ହେଉଛି ଯେ ଜଣେ କ୍ରିକେଟର୍‌ ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଉଥିବା ବେଳେ ଜଣେ ଡାକ୍ତର ରାଷ୍ଟ୍ରପତି ହେବେ।  ଇମ୍ରାନ୍‌ଙ୍କ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଆରିଫ୍ ଅଲବୀ ପେସାରେ ଜଣେ ଦାନ୍ତ ଡାକ୍ତର।

ଡାକ୍ତର ଆରିଫ୍ ୨୦୦୧ରେ ଦଳର ଉପାଧ୍ୟକ୍ଷ ମଧ୍ୟ ହୋଇଥିଲେ। ୨୦୧୩ରେ ସେ ସିନ୍ଧ ପ୍ରଦେଶରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story