ପାକିସ୍ତାନୀ ନୌସେନା ଗୁଳିମାଡରେ ଜଣେ ଭାରତୀୟ ମତ୍ସଜୀବୀ ମୃତ

ଅହମ୍ମଦାବାଦ: ପାକିସ୍ତାନ ପୁଣି ଥରେ ଯୁଦ୍ଧ ବିରତି ଉଲ୍ଲଂଘନ କରିଛି। ପାକିସ୍ତାନୀ ନୌସେନା ଗୁଳିରେ ଶୁକ୍ରବାର ଜଣେ ଭାରତୀୟ ମତ୍ସଜୀବୀଙ୍କ ମୃତ୍ୟୁ ଘଟିଛି।  ପାକିସ୍ତାନୀ ନୌସେନା ଗୁଜରାଟ ଉପକୂଳରେ ମତ୍ସଜୀବୀକୁ ଗୁଳି କରିଥିବା ଜଣାପଡିଛି। ମୃତ ମତ୍ସଜୀବୀର ନାଁ ଇକବାଲ୍ ନମ୍ମା। ସୂଚନା ଅନୁସାରେ, ପାକିସ୍ତାନୀ ନୌସେନା ପ୍ରେମସାଗରରେ ଥିବା ଭାରତର ଡଙ୍ଗା ଉପରକୁ ଗୁଳି କରିଥିଲା।  ଏହି ଡଙ୍ଗାରେ ୫ ମତ୍ସଜୀବୀ ଥିଲେ।  ବର୍ତ୍ତମାନ ଯାଏଁ ଗୁଳିମାଡର ପ୍ରକୃତ ସ୍ଥାନ ଚିହ୍ନଟ କରାଯାଇ ପାରିନାହିଁ। ଏହି […]

fishing-boat

fishing-boat

Rakesh Mallick
  • Published: Friday, 18 September 2015
  • Updated: 18 September 2015, 02:20 PM IST

Sports

Latest News

ଅହମ୍ମଦାବାଦ: ପାକିସ୍ତାନ ପୁଣି ଥରେ ଯୁଦ୍ଧ ବିରତି ଉଲ୍ଲଂଘନ କରିଛି। ପାକିସ୍ତାନୀ ନୌସେନା ଗୁଳିରେ ଶୁକ୍ରବାର ଜଣେ ଭାରତୀୟ ମତ୍ସଜୀବୀଙ୍କ ମୃତ୍ୟୁ ଘଟିଛି।  ପାକିସ୍ତାନୀ ନୌସେନା ଗୁଜରାଟ ଉପକୂଳରେ ମତ୍ସଜୀବୀକୁ ଗୁଳି କରିଥିବା ଜଣାପଡିଛି। ମୃତ ମତ୍ସଜୀବୀର ନାଁ ଇକବାଲ୍ ନମ୍ମା।

ସୂଚନା ଅନୁସାରେ, ପାକିସ୍ତାନୀ ନୌସେନା ପ୍ରେମସାଗରରେ ଥିବା ଭାରତର ଡଙ୍ଗା ଉପରକୁ ଗୁଳି କରିଥିଲା।  ଏହି ଡଙ୍ଗାରେ ୫ ମତ୍ସଜୀବୀ ଥିଲେ।  ବର୍ତ୍ତମାନ ଯାଏଁ ଗୁଳିମାଡର ପ୍ରକୃତ ସ୍ଥାନ ଚିହ୍ନଟ କରାଯାଇ ପାରିନାହିଁ।

ଏହି ଘଟଣାର ତଦନ୍ତ ଚାଲିଥିବା ଗୃହ ବିଭାଗ ପକ୍ଷରୁ କହାଯାଇଛି । କୋଷ୍ଟ ଗାର୍ଡ ସମ୍ପର୍କରେ ସୂଚନା ମଗାଯିବା ସହ ଏକ ଟିମ୍ ସେଠାକୁ ଯାଇଥିବା ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story