ପାକିସ୍ତାନୀ ପତାକା ଉଡାଇବା ଅଭିଯୋଗରେ ବିଛିନ୍ନତାବାଦୀ ନେତା ଆସିୟା ଗିରଫ

ଜମ୍ମୁ: ଜମ୍ମୁ-କାଶ୍ମୀର ପୋଲିସ ଶୁକ୍ରବାର ବିଚ୍ଛିନ୍ନତାବାଦୀ ନେତା ଆସିୟା ଅନ୍ଦ୍ରାବିଙ୍କୁ ଗିରଫ କରିଛି। ପାକିସ୍ତାନୀ ପତାକା ଉଡାଇବା ଓ ଫୋନ୍ ଦ୍ୱାରା ପାକିସ୍ତାନର ଏକ ଜନସଭାକୁ ସମ୍ବୋଧିତ କରିବା ଅଭିଯୋଗରେ ଆସିୟାଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ଅଗଷ୍ଟ ୧୪ରେ ଲାହୋରରେ ଆୟୋଜିତ ଏକ ଜନସଭାକୁ  ଆସିୟା ଫୋନ୍ ଯୋଗେ ସମ୍ବୋଧିତ କରିଥିଲେ। ଉକ୍ତ ରାଲିରେ ଆତଙ୍କବାଦୀ ହାଫିଜ୍ ସୟିଦ୍ ମଧ୍ୟ ଉପସ୍ଥିତ ଥିଲା।

asia

asia

Rakesh Mallick
  • Published: Friday, 18 September 2015
  • Updated: 18 September 2015, 08:36 AM IST

Sports

Latest News

ଜମ୍ମୁ: ଜମ୍ମୁ-କାଶ୍ମୀର ପୋଲିସ ଶୁକ୍ରବାର ବିଚ୍ଛିନ୍ନତାବାଦୀ ନେତା ଆସିୟା ଅନ୍ଦ୍ରାବିଙ୍କୁ ଗିରଫ କରିଛି। ପାକିସ୍ତାନୀ ପତାକା ଉଡାଇବା ଓ ଫୋନ୍ ଦ୍ୱାରା ପାକିସ୍ତାନର ଏକ ଜନସଭାକୁ ସମ୍ବୋଧିତ କରିବା ଅଭିଯୋଗରେ ଆସିୟାଙ୍କୁ ଗିରଫ କରାଯାଇଛି।

ସୂଚନାଯୋଗ୍ୟ, ଅଗଷ୍ଟ ୧୪ରେ ଲାହୋରରେ ଆୟୋଜିତ ଏକ ଜନସଭାକୁ  ଆସିୟା ଫୋନ୍ ଯୋଗେ ସମ୍ବୋଧିତ କରିଥିଲେ। ଉକ୍ତ ରାଲିରେ ଆତଙ୍କବାଦୀ ହାଫିଜ୍ ସୟିଦ୍ ମଧ୍ୟ ଉପସ୍ଥିତ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story