ପାକିସ୍ତାନରେ ନୱାଜ ସରିଫ ଶାସନର ପରିସମାପ୍ତି: ପ୍ରଧାନମନ୍ତ୍ରୀଙ୍କୁ ଅଯୋଗ୍ୟ ଘୋଷଣା କଲେ ସୁପ୍ରିମକୋର୍ଟ

ଲାହୋର: ପାକିସ୍ତାନରେ ନୱାଜ ଶାସନର ଅନ୍ତ ଘଟିଲା। ପାନାମା ପେପର୍ସ ଲିକ୍ ମାମଲାରେ ନଓ୍ୱାଜଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଅଯୋଗ୍ୟ ଘୋଷଣା କରିଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ । ଏହାସହ ତାଙ୍କୁ ତୁରନ୍ତ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବାକୁ ମଧ୍ୟ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପାନାମା ପେପର୍ସ ଲିକ୍ ମାମଲାର ତଦନ୍ତ କରୁଥିବା ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଆଜି ଏହି ରାୟ ଦେଇଛନ୍ତି । ଏହାସହ ଦୁର୍ନୀତିରେ ସଂପୃକ୍ତ ଥିବା ନଓ୍ୱାଜ ସରିଫ ଓ ତାଙ୍କ  ପରିବାର […]

PM-Nawaz-Sharif

PM-Nawaz-Sharif

Rakesh Mallick
  • Published: Friday, 28 July 2017
  • Updated: 28 July 2017, 02:05 PM IST

Sports

Latest News

ଲାହୋର: ପାକିସ୍ତାନରେ ନୱାଜ ଶାସନର ଅନ୍ତ ଘଟିଲା। ପାନାମା ପେପର୍ସ ଲିକ୍ ମାମଲାରେ ନଓ୍ୱାଜଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଅଯୋଗ୍ୟ ଘୋଷଣା କରିଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ । ଏହାସହ ତାଙ୍କୁ ତୁରନ୍ତ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବାକୁ ମଧ୍ୟ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପାନାମା ପେପର୍ସ ଲିକ୍ ମାମଲାର ତଦନ୍ତ କରୁଥିବା ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଆଜି ଏହି ରାୟ ଦେଇଛନ୍ତି । ଏହାସହ ଦୁର୍ନୀତିରେ ସଂପୃକ୍ତ ଥିବା ନଓ୍ୱାଜ ସରିଫ ଓ ତାଙ୍କ  ପରିବାର ବିରୋଧରେ ୬ ସପ୍ତାହ ମଧ୍ୟରେ ମାମଲା ରୁଜୁ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।  ସରିଫଙ୍କ ସହ ପାକିସ୍ତାନ ଅର୍ଥମନ୍ତ୍ରୀ ଇସକ୍‌ ଦରଙ୍କୁ ମଧ୍ୟ ସୁପ୍ରିମକୋର୍ଟ ଅଯୋଗ୍ୟ ଘୋଷିତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story