ପାକିସ୍ତାନ: ଉତ୍ତର ୱାଜିରିସ୍ତାନରେ ବର୍ଷକ ମଧ୍ୟରେ ମରିଛନ୍ତି ୨,୬୭୩ ଆତଙ୍କୀ

ଇସଲାମବାଦ: ପାକିସ୍ତାନର ଉତ୍ତର ୱାଜିରିସ୍ତାନରେ ଗତ ବର୍ଷକ ମଧ୍ୟରେ ୨,୬୭୩ ଜଣ ଆତଙ୍କବାଦୀ ନିହତ ହୋଇସାରିଛନ୍ତି। ପାକିସ୍ତାନ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି।ପାକିସ୍ତାନ ସେନାର ସୂଚନା ମହାନିର୍ଦ୍ଦେଶକ ମେଜର ଜେନେରାଲ ଅସୀମ ବାଜୱା ଏହି ସୂଚନା ଦେଇ କହିଛନ୍ତି ଯେ ଗତବର୍ଷ ଠାରୁ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଚାଲିଥିବା ‘ଜାରବ-ଏ-ଆଜବ’ଅପରେସନରେ ଏଯାବତ ୨,୬୭୩ ଜଣ ଆତଙ୍କୀଙ୍କ ମୃତ୍ୟୁ ହୋଇସାରିଛି। ସେହିପରି ଏହି ଅପରେସନ ବେଳେ ପାକିସ୍ତାନ ସେନାର ୩୪୭ ଜଣ ଅଧିକାରୀ ଓ ଯବାନ […]

terrorist2

terrorist2

Rakesh Mallick
  • Published: Sunday, 14 June 2015
  • Updated: 04 May 2017, 03:45 PM IST

Sports

Latest News

ଇସଲାମବାଦ: ପାକିସ୍ତାନର ଉତ୍ତର ୱାଜିରିସ୍ତାନରେ ଗତ ବର୍ଷକ ମଧ୍ୟରେ ୨,୬୭୩ ଜଣ ଆତଙ୍କବାଦୀ ନିହତ ହୋଇସାରିଛନ୍ତି। ପାକିସ୍ତାନ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି।ପାକିସ୍ତାନ ସେନାର ସୂଚନା ମହାନିର୍ଦ୍ଦେଶକ ମେଜର ଜେନେରାଲ ଅସୀମ ବାଜୱା ଏହି ସୂଚନା ଦେଇ କହିଛନ୍ତି ଯେ ଗତବର୍ଷ ଠାରୁ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଚାଲିଥିବା ‘ଜାରବ-ଏ-ଆଜବ’ଅପରେସନରେ ଏଯାବତ ୨,୬୭୩ ଜଣ ଆତଙ୍କୀଙ୍କ ମୃତ୍ୟୁ ହୋଇସାରିଛି। ସେହିପରି ଏହି ଅପରେସନ ବେଳେ ପାକିସ୍ତାନ ସେନାର ୩୪୭ ଜଣ ଅଧିକାରୀ ଓ ଯବାନ ପ୍ରାଣ ହରାଇଛନ୍ତି। ଆତଙ୍କବାଦୀ ମାନଙ୍କର ୮୩୭ ଟି ଛାଉଣୀ ନଷ୍ଟ କରାଯାଇଛି। ୨୫୩ ଟନ‌୍‍ ବିସ୍ଫୋରକ ଜବତ କରାଯାଇଛି।

ସୂଚନାଯୋଗ୍ୟ, ପାକିସ୍ତାନର ଉତ୍ତର ୱାଜିରିସ୍ତାନ ଆଫଗାନିସ୍ତାନ ସୀମାକୁ ଲାଗିଛି। ଆଉ ଏହି ତାଲିବାନୀ ଆତଙ୍କବାଦୀଙ୍କ ଭୂ-ସ୍ୱର୍ଗ ଥିଲା। ୨୦୧୪ ଜୁନ‌୍‍ ୮ ତାରିଖରେ କରାଚିର ଜିନ୍ନା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆତଙ୍କବାଦୀ ହମଲା ପରେ ଜୁନ‌୍‍ ୧୫ ତାରିଖରୁ ଉତ୍ତର ୱାଜିରିସ୍ତାନ ଅଞ୍ଚଳରେ ଅପରେସନ‌୍‍ ଆରମ୍ଭ କରିଥିଲା ପାକିସ୍ତାନୀ ସେନା। ଜିନ୍ନା ଅନ୍ତର୍ଜାତୀୟ ବିମାନ ବନ୍ଦର ଆକ୍ରମଣ ଘଟଣାରେ ୧୦ ଆତଙ୍କବାଦୀଙ୍କୁ ମିଶାଇ ୩୬ ଜଣଙ୍କ ମୃତ୍ୟୁ ହୋଇଥିଲା। ତେହରିକ-ଏ-ତାଲିବାନ (ଟିଟିପି) ଓ ଇସଲାମିକ ଉଜବେକିସ୍ତାନ (ଆଇଏମୟୁ)ର ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story