ପାକିସ୍ତାନ ଅନୁପ୍ରବେଶକାରୀଙ୍କୁ ଧରିଲା ବିଏସ୍‌ଏଫ୍‌

ଅହମଦାବାଦ: ଅନ୍ତର୍ଜାତୀୟ ସୀମାନ୍ତରୁ ଆଜି ଭାରତୀୟ ବିଏସ୍‌ଏଫ୍‌ ଯବାନମାନ ଜଣେ ପାକିସ୍ତାନ ଅନୁପ୍ରବେଶକାରୀଙ୍କୁ ଗିରଫ କରିଛନ୍ତି। ଏହି ୫୦ ବର୍ଷୀୟ ପାକିସ୍ତାନ ନାଗରିକ ଜଣଙ୍କ ଗୁଜରାଟ୍‌ ଅନ୍ତର୍ଗତ କଚ୍ଛ ଜିଲ୍ଲାର ରାନ୍ନ ସ୍ଥିତ ଅନ୍ତର୍ଜାତୀୟ ସୀମାନ୍ତ ଦେଇ ଭାରତରେ ପ୍ରବେଶ କରିଥିଲେ। ଆଜି ସକାଳ ପ୍ରାୟ ୧୦.୫୦ରେ ତାଙ୍କୁ ସୀମାନ୍ତ ନିକଟରେ ଠାବ କରାଯାଇଥିଲା। ଏବେ ବ୍ୟକ୍ତି ଜଣଙ୍କୁ ସେନା ପକ୍ଷରୁ ପଚରାଉଚରା କରାଯାଉଛି। ଏଯାଏ ସେ କ’ଣ ପାଇଁ ସେ ଭାରତରେ ପ୍ରବେଶ କରିଥିଲେ ଜଣାପଡ଼ିନାହିଁ।

1551857425-BSF_ANI

Hemant Lenka
  • Published: Wednesday, 06 March 2019
  • , Updated: 06 March 2019, 04:34 PM IST

ଅହମଦାବାଦ: ଅନ୍ତର୍ଜାତୀୟ ସୀମାନ୍ତରୁ ଆଜି ଭାରତୀୟ ବିଏସ୍‌ଏଫ୍‌ ଯବାନମାନ ଜଣେ ପାକିସ୍ତାନ ଅନୁପ୍ରବେଶକାରୀଙ୍କୁ ଗିରଫ କରିଛନ୍ତି। ଏହି ୫୦ ବର୍ଷୀୟ ପାକିସ୍ତାନ ନାଗରିକ ଜଣଙ୍କ ଗୁଜରାଟ୍‌ ଅନ୍ତର୍ଗତ କଚ୍ଛ ଜିଲ୍ଲାର ରାନ୍ନ ସ୍ଥିତ ଅନ୍ତର୍ଜାତୀୟ ସୀମାନ୍ତ ଦେଇ ଭାରତରେ ପ୍ରବେଶ କରିଥିଲେ।

ଆଜି ସକାଳ ପ୍ରାୟ ୧୦.୫୦ରେ ତାଙ୍କୁ ସୀମାନ୍ତ ନିକଟରେ ଠାବ କରାଯାଇଥିଲା। ଏବେ ବ୍ୟକ୍ତି ଜଣଙ୍କୁ ସେନା ପକ୍ଷରୁ ପଚରାଉଚରା କରାଯାଉଛି। ଏଯାଏ ସେ କ’ଣ ପାଇଁ ସେ ଭାରତରେ ପ୍ରବେଶ କରିଥିଲେ ଜଣାପଡ଼ିନାହିଁ।

Related story