ପ୍ରେମିକାକୁ ବାହା ହୋଇ ନ ପାରିବାରୁ ମରିବା ପାଇଁ ପଶି ଆସିଲେ ଭାରତୀୟ ସୀମାକୁ

ନୂଆଦିଲ୍ଲୀ: ପ୍ରେମିକାକୁ ବିବାହ କରିବାରେ ଅସମର୍ଥ ହେବାରୁ ଦୁଃଖରେ ଭାଙ୍ଗି ପଡ଼ିଥିବା ଜଣେ ପାକିସ୍ତାନୀ ଯୁବକ ଜୀବନ ହାରିବାକୁ  ସୀମାରେ ଥିବା ଏକ ଭାରତୀୟ ସେନା ଛାଉଣୀ ନିକଟକୁ ଚାଲି ଆସିଥିଲେ। ଭାବିଥିଲେ ତାଙ୍କୁ ଦେଖିଲା ମାତ୍ରେ ବିଏସ୍‌ଏସ୍‌ଏଫ୍‌ ଯବାନମାନେ ତାଙ୍କୁ ଗୁଳି କର ଦେବେ ଓ ସେ ମରି ଯିବ। ତେବେ ବିଏସ୍‌ଏସ୍‌ ଏଫ୍‌ ଯବାନମାନେ ତାଙ୍କୁ ଗୁଳି କରି ନ ଥିଲେ। ତାଙ୍କୁ ଗିରଫ କରା ଯାଇଥିଲା। ଏବେ ସେ ଜେଲରେ ଅଛନ୍ତି। ତାଙ୍କ […]

tyy

tyy

Rakesh Mallick
  • Published: Thursday, 31 May 2018
  • Updated: 31 May 2018, 01:59 PM IST

Sports

Latest News

ନୂଆଦିଲ୍ଲୀ: ପ୍ରେମିକାକୁ ବିବାହ କରିବାରେ ଅସମର୍ଥ ହେବାରୁ ଦୁଃଖରେ ଭାଙ୍ଗି ପଡ଼ିଥିବା ଜଣେ ପାକିସ୍ତାନୀ ଯୁବକ ଜୀବନ ହାରିବାକୁ  ସୀମାରେ ଥିବା ଏକ ଭାରତୀୟ ସେନା ଛାଉଣୀ ନିକଟକୁ ଚାଲି ଆସିଥିଲେ। ଭାବିଥିଲେ ତାଙ୍କୁ ଦେଖିଲା ମାତ୍ରେ ବିଏସ୍‌ଏସ୍‌ଏଫ୍‌ ଯବାନମାନେ ତାଙ୍କୁ ଗୁଳି କର ଦେବେ ଓ ସେ ମରି ଯିବ। ତେବେ ବିଏସ୍‌ଏସ୍‌ ଏଫ୍‌ ଯବାନମାନେ ତାଙ୍କୁ ଗୁଳି କରି ନ ଥିଲେ। ତାଙ୍କୁ ଗିରଫ କରା ଯାଇଥିଲା। ଏବେ ସେ ଜେଲରେ ଅଛନ୍ତି। ତାଙ୍କ ନାଁ ମହମ୍ମଦ ଆସିଫ। ତାଙ୍କ ଘର ପାକିସ୍ତାନର କସୁର ଜିଲ୍ଲାରେ।

ମିଳିଥିବା ସୂଚନା ଅନୁସାରେ, ସୋମବାର ଦିନ ଆସିଫଙ୍କୁ  ସୀମାରେ  ମାବୋକେରେ ଥିବା ସେନା ପୋଷ୍ଟ ନିକଟରୁ ଗିରଫ କରାଯାଇଥିଲା। ଆସିଫଙ୍କୁ ପଚରାଉଚରା କରିବା ପରେ ଜଣାପଡ଼ିଥିଲା ଯେ, ପ୍ରଥମ ସେ ଦଉଡି ଦେଇ ମରିବାକୁ  ସ୍ଥିର କରିଥିଲେ। କିନ୍ତୁ ପବିତ୍ର ରମଜାନ ମାସରେ ଏପରି କରିବାକୁ ଠିକ୍‌ ଭାବି ନ ଥିଲେ। ଶେଷରେ ନିଜ ଯୋଜନା ପରିବର୍ତ୍ତନ କରିଥିଲେ। ଏବଂ ଭାରତୀୟ ଯବାନଙ୍କ ଗୁଳିରେ ମରିବାକୁ ସ୍ଥିର କରିଥିଲେ। ପ୍ରେମିକାକୁ ବିବାହ  କରିବାକୁ ଅସମର୍ଥ ହେବାରୁ  ଆସିଫ୍‌ ପୂର୍ବରୁ ମଧ୍ୟ ଦୁଇ ଦୁଇ ଥର  ମରିବା ପାଇଁ ଉଦ୍ୟମ କରିଥିଲେ।

ଭାଉଜଙ୍କ ଭଉଣୀଙ୍କୁ କରୁଛନ୍ତି ପ୍ରେମ

ଆସଫି ନିଜର ଭାଉଜର ଭଉଣୀକୁ ତଥା ନିଜ ଭାଇର ଶାଳିକୁ ଭଲ ପାଉଥିଲେ। କିନ୍ତୁ ତାଙ୍କ ବିବାହ ଅନ୍ୟ କାହାସହ ହୋଇଯାଇଥିଲା।  ବିବାହର କିଛି ଦିନ ପରେ  ଭାଉଜର ଭଉଣୀଙ୍କର ଛାଡ଼ପତ୍ର ହୋଇଯାଇଥିଲା। ଆସିଫ ପୁଣି ତାଙ୍କୁ ବିବାହ କରିବାକୁ ମନ ବଳାଇ ଥିଲେ। କିନ୍ତୁ ବିବାହ କରିବାକୁ ତାଙ୍କୁ ଅନୁମତି ମିଳି ନ ଥିଲା।

ଆସିଫ୍‌ ଶିକ୍ଷିତ। ତାଙ୍କର ୨୫ ଏକର ଜମି ଅଛି। ଆସିଫଙ୍କୁ  ଇଣ୍ଡିଆନ୍‌ ପାସ୍‌ପୋର୍ଟ ଆକ୍ଟ ଆଣ୍ଡ  ଫରେନରର୍ସ ଆକ୍ଟ ବଳରେ ଗିରଫ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story