ପାକିସ୍ତାନୀଙ୍କ ଭରସା ଭାରତୀୟ ଡାକ୍ତରଙ୍କ ଉପରେ ଅଧିକ: ଜଟିଳ ଅପରେସନ୍ ପାଇଁ ଭାରତ ଆସିବେ ୫ ଶିଶୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ଉଦାରତା ଦେଖାଇଲା ଭାରତ। ପାକିସ୍ତାନରେ ଅସୁସ୍ଥ 5 ଜଣ ଶିଶୁଙ୍କ ଭିସାକୁ ମଞ୍ଜୁର କରିଛି ବୈଦେଶିକ ବିଭାଗ। ଏନେଇ ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ। ପାକିସ୍ତାନୀ ନାଗରିକ ଅଲତାଫ ହୁସେନ୍ ଓ ଆମିର ରାଜା ମେଡିକାଲ ଭିସା ପାଇଁ ଭାରତୀୟ ହାଇକମିସନଙ୍କୁ ନିବେଦନ କରିଥିଲେ। ଉଭୟଙ୍କ ଆବେଦନକୁ ଗ୍ରହଣ କରିଛନ୍ତି ସୁଷମା ସ୍ୱରାଜ। ସମସ୍ତ ଶିଶୁଙ୍କୁ ଆନୁସଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ସୁଷମା ପ୍ରତିଶୃତି […]

57b41c1c8f824

57b41c1c8f824

Rakesh Mallick
  • Published: Friday, 15 December 2017
  • Updated: 15 December 2017, 06:35 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ଉଦାରତା ଦେଖାଇଲା ଭାରତ। ପାକିସ୍ତାନରେ ଅସୁସ୍ଥ 5 ଜଣ ଶିଶୁଙ୍କ ଭିସାକୁ ମଞ୍ଜୁର କରିଛି ବୈଦେଶିକ ବିଭାଗ। ଏନେଇ ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ। ପାକିସ୍ତାନୀ ନାଗରିକ ଅଲତାଫ ହୁସେନ୍ ଓ ଆମିର ରାଜା ମେଡିକାଲ ଭିସା ପାଇଁ ଭାରତୀୟ ହାଇକମିସନଙ୍କୁ ନିବେଦନ କରିଥିଲେ। ଉଭୟଙ୍କ ଆବେଦନକୁ ଗ୍ରହଣ କରିଛନ୍ତି ସୁଷମା ସ୍ୱରାଜ। ସମସ୍ତ ଶିଶୁଙ୍କୁ ଆନୁସଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ସୁଷମା ପ୍ରତିଶୃତି ଦେଇଛନ୍ତି। ଏନେଇ ସୁଷମା ନିଜ ଟ୍ୱିଟର୍‌ ପେଜରେ ଉଲ୍ଲେଖ କରିଛନ୍ତି। ୫ ଜଣ ପାକିସ୍ତାନୀ ଶିଶୁଙ୍କ ଜଟିଳ ଅପରେସନ୍ ଭାରତରେ କରିବା ପାଇଁ ଏହି ଭିସା ଆବେଦନ କରାଯାଇଥିଲା।

କାରଣ ପାକିସ୍ତାନରେ ଭାରତ ଭଳି ଅତ୍ୟାଧୁନିକ ହସପିଟାଲ ନାହିଁ। ଏହାସହ ପାକିସ୍ତାନ ଡାକ୍ତରଙ୍କ ଅପେକ୍ଷା ଭାରତ ଡାକ୍ତରଙ୍କ ଚିକିତ୍ସା ଦକ୍ଷ୍ୟତା ଅଧିକ ଥିବାରୁ ଅନେକ ଦେଶର ଲୋକେ ଭାରତୀୟ ଚିକିତ୍ସା ପ୍ରଣାଳୀକୁ ଭରସା କରିଥାନ୍ତି। ଏହାପୂର୍ବରୁ ମଧ୍ୟ ନେକକ ଥର ପାକିସ୍ତାନରୁ ଗୁରୁତର ରୋଗୀ ଆସି ଭାରତରେ ଚିକିତ୍ସା ହୋଇଥିବା ଫେରିଛନ୍ତି। ପାକିସ୍ତାନ ଶିଶୁଙ୍କ ପାଇଁ ମେଡିକାଲ ଭିସା ବ୍ୟବସ୍ଥା କରାଇ ଚର୍ଚ୍ଚାକୁ ଆସିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱାରାଜ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story