ବିଏସ୍‌ଏଫ୍‌ ଯବାନଙ୍କ ଗୁଳିରେ ଦୁଇ ତସ୍କର ନିହତ, ୧୫ କିଲୋ ହେରୋଇନ୍ ଜବତ

ଚଣ୍ଡିଗଡ଼: ପଞ୍ଜାବର ଫଜିଲ୍କାରେ ଗତକାଲି ରାତିରେ ଦୁଇ ଜଣ ପାକିସ୍ତାନୀ ତସ୍କର ବିଏସ୍‌ଏଫ୍‌ ଯବାନଙ୍କ ଗୁଳିରେ ପ୍ରାଣ ହରାଇଥିବା ବେଳେ ଆଉ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୧୫ କେଜି ହେରୋଇନ୍, ୨ଟି ପିସ୍ତଲ ଓ ଆଉ କିଛି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ଗିରଫ ପାକିସ୍ତାନୀ ତସ୍କରକୁ ପଚରାଉଚରା କରାଯାଉଛି।

ଆହୁରି ପଢ଼ନ୍ତୁ

ବିଜୁଳି ନେଲା ପୁଣି ୨୬ ଜୀବନ

ପୁଣି ରେକର୍ଡ କଲା ରେଳବାଇ, ଟ୍ରାକରେ ଦୌଡ଼ିଲା ୨.୮ କିମି ଲମ୍ବର ଟ୍ରେନ୍‌

‘ସରକାରୀ ସ୍କୁଲରେ ପଢ଼ିଥିବା ପିଲାଙ୍କୁ କେବଳ ସରକାରୀ ଚାକିରୀ‘

ପୁଲୱାମା ହମଲା: ଆଉ ଜଣଙ୍କୁ ବାନ୍ଧିଲା ଏନଆଇଏ

ଇଟାଲୀ ନୌସେନା ବିରୋଧୀ କେସ୍‌ ଜିତିଲା ଭାରତ

ଚାଇନାକୁ ଚେକ: ଲଦାଖ ସୀମାକୁ ଗଲେ ସର୍ଜିକାଲ ଷ୍ଟ୍ରାଇକରେ ନିୟୋଜିତ ଘାତକ କମାଣ୍ଡୋ

୬ ତାରିଖରୁ ତାଜ ମହଲ ଠାରୁ ରେଡ ଫୋର୍ଟ ଯାଏ ସବୁ କୀର୍ତ୍ତିରାଜି ଖୋଲିବ

ବିହାର ନିର୍ବାଚନ ପୂର୍ବରୁ ବଡ଼ ପରିବର୍ତ୍ତନ: ପୋଷ୍ଟାଲ ବାଲଟ୍‌ରେ ଦେଇ ହେବ ଭୋଟ

ସୀମାରେ ଅତିରିକ୍ତ ସେନା ମୁତୟନ ଖବରକୁ ମାନିଲାନି ପାକିସ୍ତାନ

ଲଦାଖ ବିବାଦ: ୨୧ଟି ମିଗ୍‌ ୨୯ ଓ ୧୨ଟି ସୁଖୋଇ-୩୦ ବିମାନ କିଣିବ ଭାରତ

ଆରୋଗ୍ୟ ହାରରେ ୧୧ନଂରେ ଓଡ଼ିଶା, ୧ ନଂରେ କିଏ ଜାଣନ୍ତୁ

ରେଳବାଇର ଘରୋଇ କରଣ ପାଇଁ ପ୍ରଥମ ଗୋଟି ଚଳାଇଲେ ମୋଦି ସରକାର