ବିଏସ୍‌ଏଫ୍‌ ଯବାନଙ୍କ ଗୁଳିରେ ଦୁଇ ତସ୍କର ନିହତ, ୧୫ କିଲୋ ହେରୋଇନ୍ ଜବତ

ଚଣ୍ଡିଗଡ଼: ପଞ୍ଜାବର ଫଜିଲ୍କାରେ ଗତକାଲି ରାତିରେ ଦୁଇ ଜଣ ପାକିସ୍ତାନୀ ତସ୍କର ବିଏସ୍‌ଏଫ୍‌ ଯବାନଙ୍କ ଗୁଳିରେ ପ୍ରାଣ ହରାଇଥିବା ବେଳେ ଆଉ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୧୫ କେଜି ହେରୋଇନ୍, ୨ଟି ପିସ୍ତଲ ଓ ଆଉ କିଛି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଗିରଫ ପାକିସ୍ତାନୀ ତସ୍କରକୁ ପଚରାଉଚରା କରାଯାଉଛି।

bsf

Rakesh Mallick
  • Published: Sunday, 12 June 2016
  • , Updated: 12 June 2016, 12:07 PM IST

ଚଣ୍ଡିଗଡ଼: ପଞ୍ଜାବର ଫଜିଲ୍କାରେ ଗତକାଲି ରାତିରେ ଦୁଇ ଜଣ ପାକିସ୍ତାନୀ ତସ୍କର ବିଏସ୍‌ଏଫ୍‌ ଯବାନଙ୍କ ଗୁଳିରେ ପ୍ରାଣ ହରାଇଥିବା ବେଳେ ଆଉ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୧୫ କେଜି ହେରୋଇନ୍, ୨ଟି ପିସ୍ତଲ ଓ ଆଉ କିଛି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ଗିରଫ ପାକିସ୍ତାନୀ ତସ୍କରକୁ ପଚରାଉଚରା କରାଯାଉଛି।

Related story