ଜଳୁଛି ଇସ୍‌ଲାମାବାଦ: ଭାରତକୁ ଦାୟୀ କଲା ପାକିସ୍ତାନ 

ଇସ୍‌ଲାମାବାଦ: ଇସ୍‌ଲାମାବାଦରେ ପୋଡ଼ା ଜଳା ଆଉ ସଂଘର୍ଷ। ପାକିସ୍ତାନରେ ସୁରକ୍ଷାକର୍ମୀ ଓ ଇସ୍‌ଲାମୀୟ ସଂଗଠନ ସଦସ୍ୟଙ୍କ ମଧ୍ୟରେ ଘଟିଛି ମୁହାଁମୁହିଁ ପରିସ୍ଥିତି। ଏହି ଘଟଣାରେ ଜଣେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିବା ସହିତ ୧୫୦ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି।  ପାକିସ୍ତାନର ଆଇନ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଇସ୍‌ଲାମାବାଦ୍‌ର ମୁଖ୍ୟ ରାସ୍ତାକୁ ଦୁଇ ସପ୍ତାହ ଧରି ଅବରୋଧ କରାଯାଇଥିବା ବେଳେ ଏହାକୁ ହଟାଇବାକୁ ଯାଇ ପୋଲିସ ଆକ୍ରୋଷର ଶିକାର ହୋଇଛି । ଇସଲାମାବାଦ୍‌ ହାଇକୋର୍ଟ ଶୁକ୍ରବାର ପାକିସ୍ତାନର ଗୃହ […]

pak-1

pak-1

Rakesh Mallick
  • Published: Saturday, 25 November 2017
  • Updated: 25 November 2017, 10:02 PM IST

Sports

Latest News

ଇସ୍‌ଲାମାବାଦ: ଇସ୍‌ଲାମାବାଦରେ ପୋଡ଼ା ଜଳା ଆଉ ସଂଘର୍ଷ। ପାକିସ୍ତାନରେ ସୁରକ୍ଷାକର୍ମୀ ଓ ଇସ୍‌ଲାମୀୟ ସଂଗଠନ ସଦସ୍ୟଙ୍କ ମଧ୍ୟରେ ଘଟିଛି ମୁହାଁମୁହିଁ ପରିସ୍ଥିତି। ଏହି ଘଟଣାରେ ଜଣେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିବା ସହିତ ୧୫୦ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି।  ପାକିସ୍ତାନର ଆଇନ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଇସ୍‌ଲାମାବାଦ୍‌ର ମୁଖ୍ୟ ରାସ୍ତାକୁ ଦୁଇ ସପ୍ତାହ ଧରି ଅବରୋଧ କରାଯାଇଥିବା ବେଳେ ଏହାକୁ ହଟାଇବାକୁ ଯାଇ ପୋଲିସ ଆକ୍ରୋଷର ଶିକାର ହୋଇଛି ।

ଇସଲାମାବାଦ୍‌ ହାଇକୋର୍ଟ ଶୁକ୍ରବାର ପାକିସ୍ତାନର ଗୃହ ମନ୍ତ୍ରୀ ଅହସାନ୍‌ ଇକ୍‌ବଲ୍‌ଙ୍କ ବିରୋଧରେ ଅଦାଲତ ଅବମାନନା ନୋଟିସ୍‌ ଜାରି କରିବା ପରେ ଏହି ଘଟଣା ଘଟିଛି। ଇସଲାମାବାଦ୍‌ ହାଇକୋର୍ଟଙ୍କ ଏହି ପଦକ୍ଷେପ ପରେ ପୁଲିସ ରାଜପଥ ଅବରୋଧ ହଟାଇବାକୁ ଉଦ୍ୟମ କରିବା ବେଳେ ଆନ୍ଦୋଳନକାରୀଙ୍କ ଭୟଙ୍କର ସଂଘର୍ଷ ଘଟିଥିଲା। ବିଭିନ୍ନ ସଂଗଠନର ପ୍ରାୟ ୨୦୦୦ ସଦସ୍ୟ ପାଖାପାଖି ଦୁଇ ସପ୍ତାହ ଧରି ଇସଲାମାବାଦ୍‌ ଏକ୍ସପ୍ରେସ୍‌ ହାଇେଓ୍ଵ ଏବଂ ମୁରେ ରୋଡ଼କୁ ଅବରୋଧ କରିଥିଲେ।  ନିର୍ବାଚନୀ ଆଇନରେ ହୋଇଥିବା ଏକ ସଂଶୋଧନକକୁ ବିରୋଧ କରି ଏହି ଆନ୍ଦୋଳନ କରାଯାଇଥିଲା।  ଆନ୍ଦୋଳନକାରୀମାନେ  ସୁରକ୍ଷାକର୍ମୀଙ୍କ ଉପରକୁ ଢ଼େଲାମାଡ଼ କରିବା ସହ ପୁଲିସ୍‌ ଗାଡ଼ିକୁ ଜାଳି ଦେଇଥିଲେ। ଘଟଣାର ଗୁରୁତ୍ୱକୁ ଦେଖି ଏହି ଘଟଣାକୁ ଗଣମାଧ୍ୟମରେ ପ୍ରସାରଣ ନ କରିବାକୁ ପାକ୍ ସରକାର ନିର୍ଦ୍ଦେଶାନାମା ଜାରି କରିଛନ୍ତି। ସେପଟେ ଏହି ଘଟଣା ପାଇଁ ପାଇଁ ପାକିସ୍ତାନ ଭାରତକୁ ଦାୟୀ କରିଛି। ଭାରତ ପ୍ରରୋଚନାରେ ବିକ୍ଷୋଭକାରୀମାନେ ଦୁଇ ସପ୍ତାହ ଧରି ଆନ୍ଦୋଳନ କରୁଥିଲେ ବୋଲି ପାକିସ୍ତାନର ଗୃହ ମନ୍ତ୍ରୀ  ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story