ହାଫିଜ ଉପରେ ପାକ୍‌ର କାର୍ଯ୍ୟାନୁଷ୍ଠାନ ଲୋକଦେଖାଣିଆ ବୋଲି କହିଲା ଭାରତ

ନୂଆଦିଲ୍ଲୀ: ଟ୍ରଷ୍ଟ ନାଁରେ ପାଣ୍ଠି ଯୋଗାଡ଼ କରି ଆତଙ୍କୀ କାର୍ଯ୍ୟକଳାପ ଚଳାଇଥିବା ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦ ଓ ତା’ର ୧୨ ସହଯୋଗୀଙ୍କ ନାଁରେ ପାକିସ୍ତାନ ସରକାର ମାମଲା ରୁଜୁ କରିଥିବା କଥା କହିଛନ୍ତି। ତେବେ ପାକିସ୍ତାନ ସରକାରଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ଭାରତ ସରକାର ଲୋକ ଦେଖାଣିଆ ବା କଷମେଟିକ୍‌ ଷ୍ଟେପ୍ ବୋଲି କହିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି, “ ପାକିସ୍ତାନ ସରକାରଙ୍କ ଏହି ଲୋକଦେଖାଣିଆ କାର୍ଯ୍ୟାନୁଷ୍ଠାନ ବିଶ୍ୱାସଯୋଗ୍ୟ ନୁହେଁ। ଆତଙ୍କବାଦୀ […]

we

we

Hemant Lenka
  • Published: Thursday, 04 July 2019
  • Updated: 04 July 2019, 05:32 PM IST

Sports

Latest News

ନୂଆଦିଲ୍ଲୀ: ଟ୍ରଷ୍ଟ ନାଁରେ ପାଣ୍ଠି ଯୋଗାଡ଼ କରି ଆତଙ୍କୀ କାର୍ଯ୍ୟକଳାପ ଚଳାଇଥିବା ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦ ଓ ତା’ର ୧୨ ସହଯୋଗୀଙ୍କ ନାଁରେ ପାକିସ୍ତାନ ସରକାର ମାମଲା ରୁଜୁ କରିଥିବା କଥା କହିଛନ୍ତି। ତେବେ ପାକିସ୍ତାନ ସରକାରଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ଭାରତ ସରକାର ଲୋକ ଦେଖାଣିଆ ବା କଷମେଟିକ୍‌ ଷ୍ଟେପ୍ ବୋଲି କହିଛନ୍ତି।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି, “ ପାକିସ୍ତାନ ସରକାରଙ୍କ ଏହି ଲୋକଦେଖାଣିଆ କାର୍ଯ୍ୟାନୁଷ୍ଠାନ ବିଶ୍ୱାସଯୋଗ୍ୟ ନୁହେଁ। ଆତଙ୍କବାଦୀ ଓ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ପାକିସ୍ତାନ କିଭଳି କାର୍ଯ୍ୟାନୁଷ୍ଠାନ ନିଏ, ସେକଥା ସମସ୍ତେ ଜାଣିଛନ୍ତି। ପାକିସ୍ତାନ ଲୋକଦେଖାଣିଆ ଭାବେ ନୁହେଁ, ନିଜ ମାଟିରେ ସକ୍ରିୟ ଥିବା ଆତଙ୍କବାଦୀଙ୍କ ବିରୋଧରେ ସତରେ କାର୍ଯ୍ୟାନୁଷ୍ଠାନ ନେବା ଦରକାର।

ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ ନହେଲେ ଦୁଇ ଦେଶ ମଧ୍ୟରେ ସୁସମ୍ପର୍କ ସ୍ଥାପନ ସମ୍ଭବ ନୁହେଁ। ବିଶ୍ଵର ରାଷ୍ଟ୍ର ସମୂହଙ୍କ ଆଖିରେ ଧୂଳି ଦେଇ ଆମେ ଆତଙ୍କବାଦକୁ ବିରୋଧ କରୁଛୁ ବୋଲି ଦାବି କଲେ ସୁସମ୍ପର୍କ ସ୍ଥାପନ ହୋଇପାରିବ ନାହିଁ।

ଗୋଟିଏ ପଟେ  ୧୯୯୩ ମୁମ୍ବାଇ ସିରିଜ୍‌ ବୋମା ବିସ୍ଫୋରଣ ମୁଖ୍ୟ ଅଭିଯୁକ୍ତ ଦାଉଦ୍‌ ଇବ୍ରାହିମକୁ ସୁରକ୍ଷା ଯୋଗାଉ ଥିବା ପାକିସ୍ତା ହାଫିଜ ଉପରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହୁଛି। ଏଭଳି ଦୋମୁହାଁ ନୀତି ପାକିସ୍ତାନ ପୂର୍ବରୁ ମଧ୍ୟ ପ୍ରଦର୍ଶନ କରିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story