ପାକିସ୍ତାନ: ଅର୍ଦ୍ଧସାମରିକ ବାହିନୀର କାର୍ଯ୍ୟାନୁଷ୍ଠାନରେ ୯ ଆତଙ୍କୀ ନିହତ

କରାଚୀ: ପାକିସ୍ତାନର ବାଲୁଚିସ୍ତାନପ୍ରଦେଶର ଆୱାରନ୍ ଜିଲ୍ଲାରେ ଅର୍ଦ୍ଧ ସାମରିକ ବାହିନୀ  ଫ୍ରଣ୍ଟିୟର  କର୍ପସର କାର୍ଯ୍ୟାନୁଷ୍ଠାନରେ  ଏକ ଆତଙ୍କବାଦୀ ସଂଗଠନର ୯ ଜଣ କୋମାଣ୍ଡର ନିହତ ହୋଇଛନ୍ତି। ପାକିସ୍ତାନ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ଆତଙ୍କବାଦୀମାନେ ଫ୍ରଣ୍ଟିୟର  କର୍ପସର  ୪୪ ଜଣ ଯବାନଙ୍କୁ ହତ୍ୟାକରିବା ମାମଲାରେ ସଂପୃକ୍ତ ଥିଲେ।  ଆଜି କୌଣସି ସୂତ୍ରରୁ ସୂଚନା ପାଇ ଫ୍ରଣ୍ଟିୟର  କର୍ପସର ଯବାନ ମାନେ ଆୱାରନ୍ ଜିଲ୍ଲାରେ ସର୍ଚ୍ଚ ଅପରେସନ୍ କରିଥିଲେ। ଯବାନମାନଙ୍କୁ ଦେଖି ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ। […]

Balochistan

Balochistan

Rakesh Mallick
  • Published: Sunday, 19 July 2015
  • Updated: 04 May 2017, 03:45 PM IST

Sports

Latest News

କରାଚୀ: ପାକିସ୍ତାନର ବାଲୁଚିସ୍ତାନପ୍ରଦେଶର ଆୱାରନ୍ ଜିଲ୍ଲାରେ ଅର୍ଦ୍ଧ ସାମରିକ ବାହିନୀ  ଫ୍ରଣ୍ଟିୟର  କର୍ପସର କାର୍ଯ୍ୟାନୁଷ୍ଠାନରେ  ଏକ ଆତଙ୍କବାଦୀ ସଂଗଠନର ୯ ଜଣ କୋମାଣ୍ଡର ନିହତ ହୋଇଛନ୍ତି। ପାକିସ୍ତାନ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ଆତଙ୍କବାଦୀମାନେ ଫ୍ରଣ୍ଟିୟର  କର୍ପସର  ୪୪ ଜଣ ଯବାନଙ୍କୁ ହତ୍ୟାକରିବା ମାମଲାରେ ସଂପୃକ୍ତ ଥିଲେ।

 ଆଜି କୌଣସି ସୂତ୍ରରୁ ସୂଚନା ପାଇ ଫ୍ରଣ୍ଟିୟର  କର୍ପସର ଯବାନ ମାନେ ଆୱାରନ୍ ଜିଲ୍ଲାରେ ସର୍ଚ୍ଚ ଅପରେସନ୍ କରିଥିଲେ। ଯବାନମାନଙ୍କୁ ଦେଖି ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ। ଏହା ପରେ ଯବାନଙ୍କ ସହିତ ଗୁଳିବିନିମୟରେ ୯ ଜଣ ପ୍ରମୁଖ ଆତଙ୍କୀଙ୍କ ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରୁ ଅନେକ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରାଯାଇଛି।

ପାକିସ୍ତାନ ଗୃହ ବିଭାଗ ପକ୍ଷରୁ କୁହାଯାଇଛି ଯେ ଫ୍ରଣ୍ଟିୟର  କର୍ପସର କାର୍ଯ୍ୟ ହେଉଛି ସ୍ଥାନୀୟ ସୁରକ୍ଷାକର୍ମୀଙ୍କୁ ଆଇନଶୃଙ୍ଖଳା କାର୍ଯ୍ୟରେ ସହଯୋଗ କରିବା, ସୀମାରେ ପାଟ୍ରୋଲିଂ  କରିବା ଓ ଆଣ୍ଟି ସ୍ମଗ୍ଲିଙ୍ଗ୍ ଅଭିଯାନ ଚଳାଇବା। ଏପରିକି ଏହି ଅର୍ଦ୍ଧସାମରିକ ବାହିନୀର  ଏକ ଯୁନିଟକୁ ବାଲୁଚିସ୍ତାନ ଓ ଆଉ କିଛି ସ୍ଥାନରେ  ଆତଙ୍କବାଦୀଙ୍କ ବିରୋଧରେ  ଲଢ଼ିବାକୁ  ପାକିସ୍ତାନ ସେନା ସହିତ ସାମିଲ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story