ଭୋଟ ପଡ଼ିବା ପୂର୍ବରୁ ଗମ୍ଭୀରଙ୍କୁ କ୍ଷମା ମାଗିବାକୁ କହିଲା ଆପ୍

ନୂଆଦିଲ୍ଲୀ: ଆସନ୍ତାକାଲି ଷଷ୍ଠ ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ଦିଲ୍ଲୀର ୭ଟି ଯାକ ଆସନ ପାଇଁ ଭୋଟ ପଡ଼ିବ। ହେଲେ ଏହା ପୂର୍ବରୁ ପୂର୍ବ ଦିଲ୍ଲୀ ଲେକସଭା ଆସନର ଆମ ଆଦମି ପାର୍ଟି (ଆପ୍) ପ୍ରାର୍ଥୀ ଆତୀଶ ମାରଲେନାଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟରକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ଆପ୍। ଏହି ଆପତ୍ତିଜନକ ପୋଷ୍ଟରକୁ ନେଇ ଉଭୟ ଦଳ ପରସ୍ପରକୁ ଦାୟୀ କରିଛନ୍ତି। ତେବେ ଗତକାଲି ଏ ନେଇ ବିଜେପି ପ୍ରାର୍ଥୀ ତଥା […]

gambhir kejriwal

gambhir kejriwal

Subhransu Sekhar
  • Published: Saturday, 11 May 2019
  • Updated: 11 May 2019, 08:16 AM IST

ନୂଆଦିଲ୍ଲୀ: ଆସନ୍ତାକାଲି ଷଷ୍ଠ ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ଦିଲ୍ଲୀର ୭ଟି ଯାକ ଆସନ ପାଇଁ ଭୋଟ ପଡ଼ିବ। ହେଲେ ଏହା ପୂର୍ବରୁ ପୂର୍ବ ଦିଲ୍ଲୀ ଲେକସଭା ଆସନର ଆମ ଆଦମି ପାର୍ଟି (ଆପ୍) ପ୍ରାର୍ଥୀ ଆତୀଶ ମାରଲେନାଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟରକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ଆପ୍। ଏହି ଆପତ୍ତିଜନକ ପୋଷ୍ଟରକୁ ନେଇ ଉଭୟ ଦଳ ପରସ୍ପରକୁ ଦାୟୀ କରିଛନ୍ତି।

ତେବେ ଗତକାଲି ଏ ନେଇ ବିଜେପି ପ୍ରାର୍ଥୀ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ଏବଂ ପ୍ରତିପକ୍ଷ ପ୍ରାର୍ଥୀ ଆତୀଶଙ୍କକୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବା ପାଇଁ ଦାବି କରିବା ସହିତ ମାନହାନୀ ମକଦ୍ଦମା ରୁଜୁ କରିଥିଲେ। ଜବାବରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ ମଧ୍ୟ ବିଜେପି ଏବଂ ଗୌତମ ଗମ୍ଭୀରଙ୍କୁ ଲିଗାଲ ନୋଟିସ ପଠାଇଛନ୍ତି ଗତକାଲି। ୨୪ ଘଣ୍ଚା ମଧ୍ୟରେ ଳିଖିତ କ୍ଷମା ପ୍ରାର୍ଥନା କରିବା ପାଇଁ ଦାବି କରିବା ସହିତ ଖବରକାଗଜରେ ଏ ନେଇ ସ୍ପଷ୍ଟୀକରଣ ଦେବାକୁ ଦାବି କରିଛନ୍ତି କେଜ୍ରିଓ୍ୱାଲ।

ସୂଚନାଯୋଗ୍ୟ ଯେ, ନିର୍ବାଚନୀ ପ୍ରଚାର ବେଳେ ପୂର୍ବ ଦିଲ୍ଲୀର ଆପ୍ ପ୍ରାର୍ଥୀ ଆତୀଶଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସଂସଦୀୟ କ୍ଷେତ୍ରରେ ଅନେକ ପାମ୍ପଲେଟ ଲଗାଯାଇଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଆପ୍ ପ୍ରାର୍ଥୀ ଆତୀଶ ଆପତ୍ତି ଉଠାଇଥିଲେ ଏବଂ ଏଥିପାଇଁ ଗୌତମ ଗମ୍ଭୀରକୁ ଦାୟୀ କରିଥିଲେ।

ଏହାର ଜବାବରେ ଗୌତମ ଗମ୍ଭୀର ଏଭଳି କାର୍ଯ୍ୟକୁ ନିନ୍ଦା କରିବା ସହିତ ଆପର ମୁଖ୍ୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ୍ କରି ସମାଲୋଚନା କରିଥିଲେ। ନିର୍ବାଚନ ବେଳେ ଆପ୍ ଜାଣିଶୁଣି ଏଭଳି ପାମ୍ପଲେଟ ଲଗାଇ ତାଙ୍କୁ ନିଚା ଦେଖାଉଛି ବୋଲି ସେ କହିଥିଲେ। ନିର୍ବଚନ ଜିତିବା ପାଇଁ ଆପ୍ ଏଭଳି ପାମ୍ପଲେଟ ପ୍ରସଙ୍ଗକୁ ଆଣି ଅନୁକମ୍ପା ଭୋଟ ପାଇବାକୁ ଚେଷ୍ଟା କରୁଛି। ତାଙ୍କ ଘରେ ୫ ଜଣ ମହିଳା ରହିଛନ୍ତି। ତେଣୁ ମହିଳାଙ୍କୁ କିଭଳି ସମ୍ମାନ ଦିଆଯାଏ ସେ ଭଲ ଭାବରେ ଜାଣିଛନ୍ତି ବୋଲି କହିଥିଲେ।

ସେପଟେ ପୂର୍ବତନ କ୍ରିକେଟର ହରଭଜନ ସିଂହ ଓ ଭିଭିଏସ୍ ଲକ୍ଷ୍ମଣ ଗମ୍ଭୀରଙ୍କୁ ସମର୍ଥନ କରିଥିଲେ। ଗମ୍ଭୀର ମହିଳାଙ୍କୁ କମେଣ୍ଟ କରିବା ଆଦି ପ୍ରସଙ୍ଗରେ ବହୁ ଉପରେ ବୋଲି ହରଭଜନ ଏବଂ ଲକ୍ଷ୍ମଣ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story