ପଞ୍ଜାବ: ବନ୍ଧୁକ ଦେଖାଇ କାର୍ ଲୁଟ୍, ଆତଙ୍କବାଦୀଙ୍କ ହାତ ସନ୍ଦେହ

ଚଣ୍ଡିଗଡ଼: ପଞ୍ଜାବର ଫିରୋଜପୁରରେ ୪ ଜଣ ଦୁର୍ବୃତ୍ତ ଜଣେ ଯୁବକଙ୍କୁ ବନ୍ଧୁକ ଦେଖାଇ ତାଙ୍କ ସ୍ୱିଫ୍ଟ୍ କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ଭାରତ-ପାକିସ୍ତାନ ସୀମାରେ ଏହି ଘଟଣା ଘଟିଥିବାରୁ ଉକ୍ତ ଦୁର୍ବୃତ୍ତମାନେ ଆତଙ୍କବାଦୀ ହୋଇଥିବା ଆଶଙ୍କା କରି ଆଖପାଖ ଅଞ୍ଚଳଗୁଡ଼ିକୁ ସିଲ୍ କରି ଦିଆଯାଇଛି। ଜଣେ ପୋଲିସ୍ ଅଧିକାରୀଙ୍କ କହିବା ଅନୁଯାୟୀ, “୪ ଜଣ ଦୁର୍ବୃତ୍ତ ଏକ କାରରେ ଆସିଥିଲେ।  ଜଣେ ଯୁବକଙ୍କୁ  ବନ୍ଧୁକ ଦେଖାଇ ତାଙ୍କ କାର୍ ନେଇ ଯାଇଛନ୍ତି। ପୋଲିସକୁ ଏପର୍ଯ୍ୟନ୍ତ ଉକ୍ତ […]

ferozpur-

ferozpur-

Rakesh Mallick
  • Published: Monday, 11 April 2016
  • Updated: 11 April 2016, 05:49 AM IST

Sports

Latest News

ଚଣ୍ଡିଗଡ଼: ପଞ୍ଜାବର ଫିରୋଜପୁରରେ ୪ ଜଣ ଦୁର୍ବୃତ୍ତ ଜଣେ ଯୁବକଙ୍କୁ ବନ୍ଧୁକ ଦେଖାଇ ତାଙ୍କ ସ୍ୱିଫ୍ଟ୍ କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ଭାରତ-ପାକିସ୍ତାନ ସୀମାରେ ଏହି ଘଟଣା ଘଟିଥିବାରୁ ଉକ୍ତ ଦୁର୍ବୃତ୍ତମାନେ ଆତଙ୍କବାଦୀ ହୋଇଥିବା ଆଶଙ୍କା କରି ଆଖପାଖ ଅଞ୍ଚଳଗୁଡ଼ିକୁ ସିଲ୍ କରି ଦିଆଯାଇଛି।

ଜଣେ ପୋଲିସ୍ ଅଧିକାରୀଙ୍କ କହିବା ଅନୁଯାୟୀ, “୪ ଜଣ ଦୁର୍ବୃତ୍ତ ଏକ କାରରେ ଆସିଥିଲେ।  ଜଣେ ଯୁବକଙ୍କୁ  ବନ୍ଧୁକ ଦେଖାଇ ତାଙ୍କ କାର୍ ନେଇ ଯାଇଛନ୍ତି। ପୋଲିସକୁ ଏପର୍ଯ୍ୟନ୍ତ ଉକ୍ତ ଦୁର୍ବୃତ୍ତଙ୍କ ସଂପର୍କରେ କୌଣସି ସୂଚନା ମିଳିପାରିନାହିଁ।”

ଏହା ପୂର୍ବରୁ  ମଧ୍ୟ ପଞ୍ଜାବକୁ ତିନି ଜଣ ଆତଙ୍କୀ ସ୍ୱିଫ୍ଟ କାର୍‌ରେ ପ୍ରବେଶ କରିଥିବା ନେଇ ପୋଲିସ୍‌କୁ ସୂଚନା ମିଳିଥିଲା। ଏହା ପରେ ପୋଲିସ୍ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଥିଲା। ପଞ୍ଜାବ ଡିଜିପି କହିଥିଲେ,“ଏକ କାର୍‌ରେ ତିନି ଜଣ ଆତଙ୍କୀ ପ୍ରବେଶ କରିଥିବା ସୂଚନା ମିଳିଛି। ସେମାନଙ୍କ ପାଖରେ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ବି ରହିଛି। ସେମାନେ ଗତ ବୁଧବାର ବନିହାଲ୍ ସୁଡ଼ଙ୍ଗ ଅତିକ୍ରମ କରି ଭାରତରେ ପ୍ରବେଶ କରିଥିବା ଆଶଙ୍କା କରାଯାଉଛି। ସେମାନଙ୍କ ଟାର୍ଗେଟ୍‌ରେ ଦିଲ୍ଲୀ, ଗୋଆ ଅବା ମୁମ୍ବାଇ ରହିଥାଇପାରେ।”

ସୂଚନାଯୋଗ୍ୟ, ପଞ୍ଜାବର ପଠାନକୋଟ୍ ସ୍ଥିତ ଭାରତୀୟ ବାୟୁ ସେନାର ବିମାନଘାଟି ଆକ୍ରମଣ କରିଥିବା ଆତଙ୍କବାଦୀମାନେ ଜଣେ ଏସ୍‌ପିଙ୍କ କାର୍‌ ଲୁଟ୍ କରି  ଥିବା ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story