ପଙ୍କଜା ମୁଣ୍ଡେଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ମୁମ୍ବାଇ: ବିଜେପି ନେତା ପଙ୍କଜା ମୁଣ୍ଡେ ପୁଣି ପଡ଼ିଛନ୍ତି ବିବାଦ ଘେରରେ। ମନ୍ଦିରର ପୂଜକଙ୍କୁ ଗାଳି ଏବଂ ଧମକ ଦେଉଥିବା ଅଭିଯୋଗ ରହିଛି ପଙ୍କଜାଙ୍କ ଉପରେ। ମହାରାଷ୍ଟ୍ର କଂଗ୍ରେସ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ନିକଟରେ ଆବେଦନ କରିଛି। ସୂଚନା ମୁତାବକ ଦଶହରା ପର୍ବ ଅବସରରେ ମେଳାରେ ଭାଷଣ ଦେବା ପାଇଁ ପଙ୍କଜା ଭଗବାନଗଡ଼ର ମହନ୍ତଙ୍କୁ ଧମକ ଏବଂ ଭୟ ଦେଖାଇବାର ଏକ ଅଡିଓ କ୍ଲିପ୍ ଭାଇରଲ ହୋଇଛି। ଯାହାର ସତ୍ୟତା ଏବେ […]

pankajamunde

pankajamunde

Rakesh Mallick
  • Published: Sunday, 09 October 2016
  • Updated: 09 October 2016, 03:29 PM IST

Sports

Latest News

ମୁମ୍ବାଇ: ବିଜେପି ନେତା ପଙ୍କଜା ମୁଣ୍ଡେ ପୁଣି ପଡ଼ିଛନ୍ତି ବିବାଦ ଘେରରେ। ମନ୍ଦିରର ପୂଜକଙ୍କୁ ଗାଳି ଏବଂ ଧମକ ଦେଉଥିବା ଅଭିଯୋଗ ରହିଛି ପଙ୍କଜାଙ୍କ ଉପରେ। ମହାରାଷ୍ଟ୍ର କଂଗ୍ରେସ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ନିକଟରେ ଆବେଦନ କରିଛି।

ସୂଚନା ମୁତାବକ ଦଶହରା ପର୍ବ ଅବସରରେ ମେଳାରେ ଭାଷଣ ଦେବା ପାଇଁ ପଙ୍କଜା ଭଗବାନଗଡ଼ର ମହନ୍ତଙ୍କୁ ଧମକ ଏବଂ ଭୟ ଦେଖାଇବାର ଏକ ଅଡିଓ କ୍ଲିପ୍ ଭାଇରଲ ହୋଇଛି। ଯାହାର ସତ୍ୟତା ଏବେ ସୁଦ୍ଧା ଜଣାପଡ଼ିନାହିଁ।  ଅଡିଓ କ୍ଲିପ୍‌ ସତ୍ୟତା ଜାଣିବା ଏବଂ ଅଭିଯୋଗର ଅନୁଧ୍ୟାନ ପାଇଁ କଂଗ୍ରେସ ଦାବି କରିଛି।

ପଙ୍କଜା ନିଜ ମନ୍ତ୍ରୀପଦର ଦୁରୂପଯୋଗ କରୁଛନ୍ତି। ତାଙ୍କୁ କ୍ଲିନଚିଟ୍‌ ଦେବା ପରିବର୍ତ୍ତେ ମନ୍ତ୍ରୀପଦରୁ ବହିଷ୍କାର କରିବା ଉଚିତ୍ ବୋଲି ମହାରାଷ୍ଟ୍ର କଂଗ୍ରେସ ମୁଖପାତ୍ର ସଚ୍ଚିନ ସାୱନ୍ତ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story