ପଙ୍କଜା ମୁଣ୍ଡେଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ମୁମ୍ବାଇ: ବିଜେପି ନେତା ପଙ୍କଜା ମୁଣ୍ଡେ ପୁଣି ପଡ଼ିଛନ୍ତି ବିବାଦ ଘେରରେ। ମନ୍ଦିରର ପୂଜକଙ୍କୁ ଗାଳି ଏବଂ ଧମକ ଦେଉଥିବା ଅଭିଯୋଗ ରହିଛି ପଙ୍କଜାଙ୍କ ଉପରେ। ମହାରାଷ୍ଟ୍ର କଂଗ୍ରେସ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ନିକଟରେ ଆବେଦନ କରିଛି।

ସୂଚନା ମୁତାବକ ଦଶହରା ପର୍ବ ଅବସରରେ ମେଳାରେ ଭାଷଣ ଦେବା ପାଇଁ ପଙ୍କଜା ଭଗବାନଗଡ଼ର ମହନ୍ତଙ୍କୁ ଧମକ ଏବଂ ଭୟ ଦେଖାଇବାର ଏକ ଅଡିଓ କ୍ଲିପ୍ ଭାଇରଲ ହୋଇଛି। ଯାହାର ସତ୍ୟତା ଏବେ ସୁଦ୍ଧା ଜଣାପଡ଼ିନାହିଁ।  ଅଡିଓ କ୍ଲିପ୍‌ ସତ୍ୟତା ଜାଣିବା ଏବଂ ଅଭିଯୋଗର ଅନୁଧ୍ୟାନ ପାଇଁ କଂଗ୍ରେସ ଦାବି କରିଛି।

ପଙ୍କଜା ନିଜ ମନ୍ତ୍ରୀପଦର ଦୁରୂପଯୋଗ କରୁଛନ୍ତି। ତାଙ୍କୁ କ୍ଲିନଚିଟ୍‌ ଦେବା ପରିବର୍ତ୍ତେ ମନ୍ତ୍ରୀପଦରୁ ବହିଷ୍କାର କରିବା ଉଚିତ୍ ବୋଲି ମହାରାଷ୍ଟ୍ର କଂଗ୍ରେସ ମୁଖପାତ୍ର ସଚ୍ଚିନ ସାୱନ୍ତ କହିଛନ୍ତି।

ଆହୁରି ପଢ଼ନ୍ତୁ

ଗୋଟିଏ ପରିବାରର ୧୧ ଜଣଙ୍କ ମୃତ ଦେହ ଉଦ୍ଧାର

‘ବିହାର ନୁହେଁ, ମୁମ୍ବାଇ ସୁଶାନ୍ତଙ୍କୁ ଲୋକପ୍ରିୟ କରିଛି’

ଶ୍ୱାସରୁଦ୍ଧ ହୋଇ ପାଇଖାନା ଟାଙ୍କିରେ ଜୀବନ ହାରିଲେ ୬ ଜଣ

ଏଲଏସି ସୀମାରେ ଚୀନର ହରକତ ଜାରି, ଚିନୁକ୍ ଉଡ଼ାଇ ଜବାବ ଦେଲା ଭାରତ

ନୋଟବନ୍ଦୀ, ଜିଏସଟି ଏବଂ ଲକଡାଉନ୍ ମୋଦି ସରକାରର ଭୁଲ୍ ପଦକ୍ଷେପ: ରାହୁଲ୍

ସୁଶାନ୍ତ ସିଂହ ଓ ତାଙ୍କ ବାପାଙ୍କ ସହ ସମ୍ପର୍କ ଠିକ୍ ନଥିଲା: ଶିବସେନା

ଶାହଙ୍କ କରୋନା ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ, ସ୍ପଷ୍ଟୀ କରଣ ରଖିଲା ଗୃହ ମନ୍ତ୍ରାଳୟ

୮.୫ କୋଟିରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ୧୭ ହଜାର କୋଟିର ଉପହାର

ରିୟାଙ୍କୁ ପୁଣି ଡାକିଲା ଇଡି

ଅଯୋଧ୍ୟା ଭଳି ନେପାଳରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଓଲିଙ୍କ ନିର୍ଦ୍ଦେଶ

ଏଣିକି ରାଡାର, ଏୟାରକ୍ରାଫ୍ଟ, ରାଇଫଲ୍ ଭଳି ଯୁଦ୍ଧ ସାମଗ୍ରୀ ଆମଦାନୀ ହେବ ନାହିଁ

ଆଇଏଏସ୍ ପାଇଥିବା ଐଶ୍ୱର୍ଯ୍ୟାଙ୍କ ନାଁରେ ୧୬ଟି ଫେକ୍ ଆକାଉଣ୍ଟ, ମାମଲା ରୁଜୁ