ଗୋଟିଏ ମାସ ପାଇଁ ଗାଏବ ହୋଇଯିବ ଫେସବୁକ୍‌: ପଢନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ପପ୍ପୁଆ ନ୍ୟୁ ଗିନିଆ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଗୋଟିଏ ମାସ ପାଇଁ ଏହି ଦେଶରେ ବନ୍ଦ ହେବ ଫେସ୍‌ବୁକ୍।  ମିଥ୍ୟା ଖବରରୁ ଲୋକଙ୍କୁ ସୁରକ୍ଷିତ ପାଇଁ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଦି ପୋଷ୍ଟ କ୍ୟାରିୟରର ରିପୋର୍ଟ ଅନୁଯାୟୀ, ଉକ୍ତ ଦେଶର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ସାମ୍‌ ବାସିଲ କହିଛନ୍ତି ଯେ, ଏହି କଟକଣା ପରେ ସୋସିଆଲ ନେଟୱର୍କିଂ ଗୁଡ଼ିକ କିପରି କାର୍ଯ୍ୟ କରୁଛନ୍ତି ତାହା ଯାଞ୍ଚ କରିହେବ। ମୁଖ୍ୟତଃ Papua New […]

face-book

face-book

Rakesh Mallick
  • Published: Sunday, 03 June 2018
  • Updated: 03 June 2018, 02:08 PM IST

ନୂଆଦିଲ୍ଲୀ: ପପ୍ପୁଆ ନ୍ୟୁ ଗିନିଆ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଗୋଟିଏ ମାସ ପାଇଁ ଏହି ଦେଶରେ ବନ୍ଦ ହେବ ଫେସ୍‌ବୁକ୍।  ମିଥ୍ୟା ଖବରରୁ ଲୋକଙ୍କୁ ସୁରକ୍ଷିତ ପାଇଁ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଦି ପୋଷ୍ଟ କ୍ୟାରିୟରର ରିପୋର୍ଟ ଅନୁଯାୟୀ, ଉକ୍ତ ଦେଶର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ସାମ୍‌ ବାସିଲ କହିଛନ୍ତି ଯେ, ଏହି କଟକଣା ପରେ ସୋସିଆଲ ନେଟୱର୍କିଂ ଗୁଡ଼ିକ କିପରି କାର୍ଯ୍ୟ କରୁଛନ୍ତି ତାହା ଯାଞ୍ଚ କରିହେବ। ମୁଖ୍ୟତଃ Papua New Guinea National Research Institute  ଏବଂ ଦେଶର ସୂଚନା ପ୍ରଯୁକ୍ତି ବିଭାଗ ମିଳିତ ଭାବେ ଏ ଦିଗରେ କାର୍ଯ୍ୟ କରିବେ।

ବାସିଲଙ୍କ କହିବା ଅନୁଯାୟୀ ଏହି ସମୟସୀମା ମଧ୍ୟରେ ଫେକ୍‌ ଆକାଉଣ୍ଟଧାରୀଙ୍କୁ ଠାବ କରାଯିବ। ଯେଉଁ ୟୁଜରମାନେ ସେମାନଙ୍କ ଆକାଣ୍ଟରେ ଅଶ୍ଲୀଳ ଫଟୋ, ମେସେଜ ଏବଂ ଫେକ୍‌ ନ୍ୟୁଜ୍‌ ପୋଷ୍ଟ କରୁଥିବେ ସେମାନଙ୍କୁ ଆକାଉଣ୍ଟକୁ ଠାବ କରାଯିବ। ଯାଞ୍ଚ ସମୟରେ ଯେଉଁମାନେ ଧରାପଡ଼ିବେ ସେମାନଙ୍କ ଆକାଉଣ୍ଟକୁ ଅକାମୀ କରିଦିଦିଆଯିବ। କେମ୍ବ୍ରିଜ୍‌ ଆନାଲିକା ଡାଟା ସ୍କାଣ୍ଡାଲ ପରେ ପପ୍ପୁଆ ନ୍ୟୁ ଗିନିଆ ସରକାରଙ୍କ ପକ୍ଷରୁ ଏନେଇ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ତେବେ ପପ୍ପୁଆ ନ୍ୟୁ ଗିନିଆ ସରକାରଙ୍କ ଏଭଳି ପଦକ୍ଷେପକୁ ନେଇ ଫେସବୁକ୍‌ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

ସୂଚନା ଅନୁଯାୟୀ, କେମ୍ବ୍ରିଜ୍‌ ଆନାଲିକା ୮. ୭ ନିୟୁତ ଫେସ୍‌ବୁକ୍‌ ୟୁଜରଙ୍କ ଡାଟା ଲିକ୍‌ କରି ଅପବ୍ୟବହାର କରିଛି। ଏହାକୁ ନେଇ ଗତ ଏପ୍ରିଲ ମାସରେ ମାର୍କ ଜୁକର ବର୍ଗ ୟୁଏସ୍‌ ସିନେଟରେ ହାଜର ହୋଇ ଏ ସମ୍ପର୍କିତ ପ୍ରଶ୍ନର ଜବାବ ରଖିଥିଲେ। ସେହିପରି ଗତ ସପ୍ତାହରେ ମଧ୍ୟ ମାର୍କ ଜୁକରବର୍ଗ ୟୁରୋପିଆନ୍‌ ପାର୍ଲାମେଣ୍ଟରେ ହାଜର ହୋଇଥିଲେ। ଏହି ଅବସରରେ ବିଭିନ୍ନ ରାଷ୍ଟ୍ରରେ ହେଉଥିବା ନିର୍ବାଚନରେ ଫେସ୍‌ବୁକ୍ର କିଭଳି ପ୍ରଭାବ ପଡ଼ିବ ସେନେଇ ଆଲୋଚନା ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story