ପ୍ୟାରିସ ଆକ୍ରମଣ: ସନ୍ଦିଗ୍ଧ ଆତଙ୍କବାଦୀ ମହମ୍ମଦ ଆବ୍ରିନି ଗିରଫ

ପ୍ୟାରିସ୍: ପ୍ୟାରିସସ ଆକ୍ରମଣର ସନ୍ଦିଗ୍ଧ ଆତଙ୍କବାଦୀ ମହମ୍ମଦ ଆବ୍ରିନ୍‌ ଶୁକ୍ରବାର ସ୍ଥାନୀୟ ପୋଲିସ ଦ୍ୱାରା ଗିରଫ ହୋଇଛି। ଏନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ବେଲଜିଆନ୍‌ର ଏକ ଗଣମାଧ୍ୟମ ରିପୋର୍ଟ ମୁତାବକ ବ୍ରସେଲ୍ସ ବିମାନ ବନ୍ଦରରେ ସିସିଟିଭିରେ କଏଦ ହୋଇଥିବା “ଟୋପି ଦିଆ” ବ୍ୟକ୍ତି ଜଣଙ୍କ ହିଁ ବୋମା ବିସ୍ଫୋରଣ କରିଛି। ଏନେଇ ତାକୁ ପୋଲିସ ପକ୍ଷରୁ ପଚରା ଉଚରା କରାଯାଉଛି। ସୂଚନାଯୋଗ୍ୟ, ଗତ ନଭେମ୍ବର ୧୪ରେ ଆତଙ୍କବାଦୀମାନେ ପ୍ୟାରିସ୍‌ରେ ଆକ୍ରମଣ କରିବାରୁ ୧୨୭ ଜଣ […]

paris-attacks345

paris-attacks345

Rakesh Mallick
  • Published: Friday, 08 April 2016
  • Updated: 04 May 2017, 03:44 PM IST

Sports

Latest News

ପ୍ୟାରିସ୍: ପ୍ୟାରିସସ ଆକ୍ରମଣର ସନ୍ଦିଗ୍ଧ ଆତଙ୍କବାଦୀ ମହମ୍ମଦ ଆବ୍ରିନ୍‌ ଶୁକ୍ରବାର ସ୍ଥାନୀୟ ପୋଲିସ ଦ୍ୱାରା ଗିରଫ ହୋଇଛି। ଏନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି।

ବେଲଜିଆନ୍‌ର ଏକ ଗଣମାଧ୍ୟମ ରିପୋର୍ଟ ମୁତାବକ ବ୍ରସେଲ୍ସ ବିମାନ ବନ୍ଦରରେ ସିସିଟିଭିରେ କଏଦ ହୋଇଥିବା “ଟୋପି ଦିଆ” ବ୍ୟକ୍ତି ଜଣଙ୍କ ହିଁ ବୋମା ବିସ୍ଫୋରଣ କରିଛି।

ଏନେଇ ତାକୁ ପୋଲିସ ପକ୍ଷରୁ ପଚରା ଉଚରା କରାଯାଉଛି।

ସୂଚନାଯୋଗ୍ୟ, ଗତ ନଭେମ୍ବର ୧୪ରେ ଆତଙ୍କବାଦୀମାନେ ପ୍ୟାରିସ୍‌ରେ ଆକ୍ରମଣ କରିବାରୁ ୧୨୭ ଜଣ ସାଧାରଣ ଲୋକ ପ୍ରାଣ ହରାଇଥିବା ବେଳେ ୮ଜଣ ଆତଙ୍କୀ ନିହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story