ପ୍ୟାରିସ: ଅପାର୍ଟମେଣ୍ଟରେ ନିଆଁ ଲାଗି ୮ ମୃତ, ୧୮ ଆହତ

ପ୍ୟାରିସ: ପ୍ୟାରିସର ଏକ ଅପାର୍ଟମେଣ୍ଟରେ ବୁଧବାର ସକାଳେ ନିଆଁ  ଲାଗି ୮ ଜଣଙ୍କ ମୃତ୍ୟୁ  ଘଟିଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ରହିଛନ୍ତି। ଦମକଳ ବାହିନୀ ଆସି ଏହି ନିଆଁ ଲିଭାଇଥିଲେ। ନିଆଁ ଲାଗିବାର କାରଣ ସଂପର୍କରେ କିଛି ସ୍ପଷ୍ଟ ହୋଇନାହିଁ। ଏହାର ତଦନ୍ତ କରାଯାଉଛି। ପ୍ରଥମେ ଗ୍ରାଉଣ୍ଡ ଫ୍ଲୋରରୁ ନିଆଁ ଲାଗିଥିବା  ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

paris-5

Rakesh Mallick
  • Published: Wednesday, 02 September 2015
  • , Updated: 04 May 2017, 03:45 PM IST

Related story