ଯଦି ଆପଣଙ୍କ ପାଖରେ ଭାରତୀୟ ପାସପୋର୍ଟ ଅଛି, ତାହେଲେ ବିନା ଭିସାରେ ଆପଣ ୫୬ଟି ଦେଶକୁ ଭ୍ରମଣ ପାଇଁ ଯାଇପାରିବେ। ଏଥିପାଇଁ ଆପଣଙ୍କୁ ଅଲଗା ଅଲଗା ଦେଶ ପାଇଁ ଅଲଗା ଭିସା ତିଆରି କରିବାକୁ ପଡିବ ନାହିଁ। ଗ୍ଲୋବାଲ ଫାଇନାନ୍ସିଆଲ ଆଡଭାଇଜରି ଫାର୍ମ ଏକ ପାସପୋର୍ଟ ରାଙ୍କିଂ ତାଲିକା ପ୍ରସ୍ତୁତ କରିଛି। ଏହି ରାଙ୍କିଂ ତାଲିକାରେ ଭାରତୀୟ ପାସପୋର୍ଟ ପାୱାର ରାଙ୍କିଂ ୫୬ ନମ୍ବର ସ୍ଥାନରେ ରହିଛି। ଯେଉଁ ଦେଶ ଗୁଡିକ ଭାରତୀୟ ପାସପୋର୍ଟକୁ ଅନୁମତି ଦେଇଛନ୍ତି, ସେ ଦେଶକୁ ଆପଣ ବିନା ଭିସାରେ ଯାଇପାରିବେ।
ଗୋଟିଏ ଦେଶର ପାସପୋର୍ଟ ପାୱାର ରାଙ୍କିଂ, ଅନ୍ୟ ଦେଶର ଅନୁମତି ଉପରେ ଆଧାରିତ ହୋଇଥାଏ। ସଂପୃକ୍ତ ଦେଶ ଚାହିଁଲେ ଏଥିପାଇଁ ଅନୁମତି ଦେଇପାରିବେ। ଯାହାଦ୍ୱାରା ସେ ଦେଶରେ ବିନା ଭିସାରେ ଭ୍ରମଣ କରିହେବ। ବର୍ତ୍ତମାନ ୫୬ଟି ଦେଶ ଭାରତୀୟ ପାସପୋର୍ଟକୁ ବିନା ଭିସାରେ ତାଙ୍କ ଦେଶ ଭ୍ରମଣ ପାଇଁ ଅନୁମତି ଦେଇଛନ୍ତି। ଏହି ରାଙ୍କିଂ ଲିଷ୍ଟରେ ଆମେରିକା ଓ ଇଂଲଣ୍ଡ ଶୀର୍ଷ ସ୍ଥାନରେ ରହିଛନ୍ତି। ଏ ଦୁଇ ଦେଶର ଭିସା ଥିଲେ ଆପଣ ୧୪୭ ଦେଶରେ ଭ୍ରମଣ କରିବାର ସୁଯୋଗ ପାଇପାରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କେବଳ ଚୋରି, ନା ଅଛି ଆଉ କିଛି କାରଣ; ସୈଫଙ୍କୁ ଛୁରାମାଡ଼ ଘଟଣାରେ ସସପେନ୍ସ ଜାରି
ଅସ୍ତ୍ରୋପଚାର ବେଳେ ସୈଫଙ୍କ ମେରୁଦଣ୍ଡରୁ ବାହାରିଛି ଏକ ଛୁରୀର ଅଂଶ, ଯାହାର ଲମ୍ବ ୨.୫ ଇଞ୍ଚ।
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।