ଆପଣଙ୍କ ପାଖରେ ଭାରତୀୟ ପାସପୋର୍ଟ ଅଛି କି ? ବିନା ଭିସାରେ ଭ୍ରମଣ କରିପାରିବେ ୫୬ଟି ଦେଶ

ଯଦି ଆପଣଙ୍କ ପାଖରେ ଭାରତୀୟ ପାସପୋର୍ଟ ଅଛି, ତାହେଲେ ବିନା ଭିସାରେ ଆପଣ ୫୬ଟି ଦେଶକୁ ଭ୍ରମଣ ପାଇଁ ଯାଇପାରିବେ। ଏଥିପାଇଁ ଆପଣଙ୍କୁ ଅଲଗା ଅଲଗା ଦେଶ ପାଇଁ ଅଲଗା ଭିସା ତିଆରି କରିବାକୁ ପଡିବ ନାହିଁ। ଗ୍ଲୋବାଲ ଫାଇନାନ୍‌ସିଆଲ ଆଡଭାଇଜରି ଫାର୍ମ ଏକ ପାସପୋର୍ଟ ରାଙ୍କିଂ ତାଲିକା ପ୍ରସ୍ତୁତ କରିଛି। ଏହି ରାଙ୍କିଂ ତାଲିକାରେ ଭାରତୀୟ ପାସପୋର୍ଟ ପାୱାର ରାଙ୍କିଂ ୫୬ ନମ୍ବର ସ୍ଥାନରେ ରହିଛି। ଯେଉଁ ଦେଶ ଗୁଡିକ ଭାରତୀୟ ପାସପୋର୍ଟକୁ ଅନୁମତି ଦେଇଛନ୍ତି, […]

India-passport

India-passport

Rakesh Mallick
  • Published: Tuesday, 04 July 2017
  • Updated: 04 July 2017, 06:20 PM IST

Sports

Latest News

ଯଦି ଆପଣଙ୍କ ପାଖରେ ଭାରତୀୟ ପାସପୋର୍ଟ ଅଛି, ତାହେଲେ ବିନା ଭିସାରେ ଆପଣ ୫୬ଟି ଦେଶକୁ ଭ୍ରମଣ ପାଇଁ ଯାଇପାରିବେ। ଏଥିପାଇଁ ଆପଣଙ୍କୁ ଅଲଗା ଅଲଗା ଦେଶ ପାଇଁ ଅଲଗା ଭିସା ତିଆରି କରିବାକୁ ପଡିବ ନାହିଁ। ଗ୍ଲୋବାଲ ଫାଇନାନ୍‌ସିଆଲ ଆଡଭାଇଜରି ଫାର୍ମ ଏକ ପାସପୋର୍ଟ ରାଙ୍କିଂ ତାଲିକା ପ୍ରସ୍ତୁତ କରିଛି। ଏହି ରାଙ୍କିଂ ତାଲିକାରେ ଭାରତୀୟ ପାସପୋର୍ଟ ପାୱାର ରାଙ୍କିଂ ୫୬ ନମ୍ବର ସ୍ଥାନରେ ରହିଛି। ଯେଉଁ ଦେଶ ଗୁଡିକ ଭାରତୀୟ ପାସପୋର୍ଟକୁ ଅନୁମତି ଦେଇଛନ୍ତି, ସେ ଦେଶକୁ ଆପଣ ବିନା ଭିସାରେ ଯାଇପାରିବେ।

ଗୋଟିଏ ଦେଶର ପାସପୋର୍ଟ ପାୱାର ରାଙ୍କିଂ, ଅନ୍ୟ ଦେଶର ଅନୁମତି ଉପରେ ଆଧାରିତ ହୋଇଥାଏ। ସଂପୃକ୍ତ ଦେଶ ଚାହିଁଲେ ଏଥିପାଇଁ ଅନୁମତି ଦେଇପାରିବେ। ଯାହାଦ୍ୱାରା ସେ ଦେଶରେ ବିନା ଭିସାରେ ଭ୍ରମଣ କରିହେବ। ବର୍ତ୍ତମାନ ୫୬ଟି ଦେଶ ଭାରତୀୟ ପାସପୋର୍ଟକୁ ବିନା ଭିସାରେ ତାଙ୍କ ଦେଶ ଭ୍ରମଣ ପାଇଁ ଅନୁମତି ଦେଇଛନ୍ତି। ଏହି ରାଙ୍କିଂ ଲିଷ୍ଟରେ ଆମେରିକା ଓ ଇଂଲଣ୍ଡ ଶୀର୍ଷ ସ୍ଥାନରେ ରହିଛନ୍ତି। ଏ ଦୁଇ ଦେଶର ଭିସା ଥିଲେ ଆପଣ ୧୪୭ ଦେଶରେ ଭ୍ରମଣ କରିବାର ସୁଯୋଗ ପାଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story