ପଠାନକୋଟ ବିମାନଘାଟିରେ ସୁରକ୍ଷା ବ୍ୟବସ୍ଥାରେ ଢିଲା ଥିଲା:ମନୋହର ପାରିକର

ପଠାନକୋଟ‌: ପଠାନକୋଟ୍ ଏୟାରବେସରେ ସୁରକ୍ଷା ବ୍ୟବସ୍ଥାରେ ଢିଲା ଥିଲା। ଆଜି ଘଟଣାସ୍ଥଳରେ ସ୍ଥିତି ସମୀକ୍ଷା ପରେ ଏହା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର୍। କଠିନ ପରିସ୍ଥିତିରେ ଯବାନମାନେ ସାହସର ସହିତ ଆତଙ୍କବାଦୀଙ୍କ ମୁକାବିଲା କରିଥିବାରୁ ସେ ତାହାର ପ୍ରଶଂସା କରିଛନ୍ତି। ପଂଜାବର ପଠାନକୋଟ‌ ବିମାନଘାଟି ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ସେନାର ସର୍ଚ୍ଚ ଅପରେସନ‌୍‍ ମଙ୍ଗଳବାର ଚତୁର୍ଥ ଦିନରେ ପହଂଚିଥିଲା। ଆଜି ବିମାନଘାଟି ପରିସର ଶାନ୍ତ ଥିଲା। ତେବେ ପୂରା ଅଂଚଳରେ ଟିକିନିଖି ଭାବେ ଖାନତଲାସୀ ଜାରି ରଖିଛି […]

pathankot

pathankot

Rakesh Mallick
  • Published: Tuesday, 05 January 2016
  • Updated: 05 January 2016, 03:59 PM IST

Sports

Latest News

ପଠାନକୋଟ‌: ପଠାନକୋଟ୍ ଏୟାରବେସରେ ସୁରକ୍ଷା ବ୍ୟବସ୍ଥାରେ ଢିଲା ଥିଲା। ଆଜି ଘଟଣାସ୍ଥଳରେ ସ୍ଥିତି ସମୀକ୍ଷା ପରେ ଏହା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର୍। କଠିନ ପରିସ୍ଥିତିରେ ଯବାନମାନେ ସାହସର ସହିତ ଆତଙ୍କବାଦୀଙ୍କ ମୁକାବିଲା କରିଥିବାରୁ ସେ ତାହାର ପ୍ରଶଂସା କରିଛନ୍ତି।

ପଂଜାବର ପଠାନକୋଟ‌ ବିମାନଘାଟି ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ସେନାର ସର୍ଚ୍ଚ ଅପରେସନ‌୍‍ ମଙ୍ଗଳବାର ଚତୁର୍ଥ ଦିନରେ ପହଂଚିଥିଲା। ଆଜି ବିମାନଘାଟି ପରିସର ଶାନ୍ତ ଥିଲା। ତେବେ ପୂରା ଅଂଚଳରେ ଟିକିନିଖି ଭାବେ ଖାନତଲାସୀ ଜାରି ରଖିଛି ସେନା। ଏବେ ବିମାନଘାଟି ପରିସର ପୂରାପୂରି ସୁରକ୍ଷିତ ଅଛି ଓ କୌଣସି ଆତଙ୍କବାଦୀ ଏହା ଭିତରେ ନାହାନ୍ତି ବୋଲି ମନ୍ତ୍ରୀ ପାରିକର୍ କହିଛନ୍ତି।

ଅନ୍ୟପକ୍ଷରେ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନରେ କଥା ହୋଇଛନ୍ତି ପାକିସ୍ତାନୀର ପ୍ରଧାନମନ୍ତ୍ରୀ ନୱାଜ୍ ସରିଫ୍। ଆକ୍ରମଣରେ ସାମିଲ୍ ଆତଙ୍କବାଦୀଙ୍କ ବିରୋଧରେ ତ୍ୱରିତ ଓ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ପଠାନକୋଟ‌ ବିମାନଘାଟିରେ ଗତ ଶନିବାର ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ସେନା ପୋଷାକରେ ଆସିଥିଲେ ଆତଙ୍କୀମାନେ। ସେଦିନ ଯବାନମାନେ ୪ ଆତଙ୍କବାଦୀଙ୍କୁ ମାରି ଥିବା ବେଳେ ସୋମବାର ଆଉ ଦୁଇ ଆତଙ୍କୀ ନିହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story