“ମୋତେ ବିଜେପି କୋଟିଏ ଟଙ୍କାରେ କିଣିଛି,୧୦ଲକ୍ଷ ଦେଇଛି, ଆଉ ୯୦ଦେବ”

ନୂଆଦିଲ୍ଲୀ: ବିଜେପି ମୋତେ ଏକ କୋଟି ଟଙ୍କାରେ କିଣିବାକୁ ଚେଷ୍ଟା କରିଥିଲା। ପଟିଦାର ନେତା ତଥା ପଟିଦାର ଆନ୍ଦୋଳନର ସଂଯୋଜକ ନରେନ୍ଦ୍ର ପଟେଲ ରବିବାର ଏହି ଅଭିଯୋଗ କରିଛନ୍ତି। ବିଜେପିରେ ସାମିଲ ହେବା ପାଇଁ ତାଙ୍କୁ ନଗଦ ୧୦ ଲକ୍ଷ ଟଙ୍କା ଦିଆଯାଥିବା ଓ ବାକି ୯୦ ଲକ୍ଷ ଟଙ୍କା ସୋମବାର ଅର୍ଥାତ ଆଜି ମିଳିବାକୁ ଥିଲା ବୋଲି ଅଭିଯୋଗ କରିଛନ୍ତି। ନରେନ୍ଦ୍ର ଗତକାଲି ସନ୍ଧ୍ୟା ପ୍ରାୟ ୭ଟାରେ ବିଜେପିରେ ସାମିଲ ହୋଇଥିଲେ। ଏହାର ଠିକ୍‌ ୪ […]

Rakesh Mallick
  • Published: Monday, 23 October 2017
  • Updated: 23 October 2017, 12:29 PM IST

Sports

Latest News

ନୂଆଦିଲ୍ଲୀ: ବିଜେପି ମୋତେ ଏକ କୋଟି ଟଙ୍କାରେ କିଣିବାକୁ ଚେଷ୍ଟା କରିଥିଲା। ପଟିଦାର ନେତା ତଥା ପଟିଦାର ଆନ୍ଦୋଳନର ସଂଯୋଜକ ନରେନ୍ଦ୍ର ପଟେଲ ରବିବାର ଏହି ଅଭିଯୋଗ କରିଛନ୍ତି। ବିଜେପିରେ ସାମିଲ ହେବା ପାଇଁ ତାଙ୍କୁ ନଗଦ ୧୦ ଲକ୍ଷ ଟଙ୍କା ଦିଆଯାଥିବା ଓ ବାକି ୯୦ ଲକ୍ଷ ଟଙ୍କା ସୋମବାର ଅର୍ଥାତ ଆଜି ମିଳିବାକୁ ଥିଲା ବୋଲି ଅଭିଯୋଗ କରିଛନ୍ତି।

ନରେନ୍ଦ୍ର ଗତକାଲି ସନ୍ଧ୍ୟା ପ୍ରାୟ ୭ଟାରେ ବିଜେପିରେ ସାମିଲ ହୋଇଥିଲେ। ଏହାର ଠିକ୍‌ ୪ ଘଣ୍ଟା ପରେ ଦଳ ବିରୋଧରେ ଗୁରୁତର ଅଭିଯୋଗ ଆଣି ବୋମା ଫୁଟାଥିଲେ। ରାତି ପ୍ରାୟ ୧୧ଟାରେ ଗଣମାଧ୍ୟମକୁ କହିଥିଲେ, ବିଜେପି ମତେ କିଣିବାକୁ ଚେଷ୍ଟା କରିଛି। ଏପରିକି ସେ ସାଙ୍ଗରେ ଆଣିଥିବା ୧୦ ଲକ୍ଷ ଟଙ୍କା ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖାଇଥିଲେ। ନରେନ୍ଦ୍ରଙ୍କ ଅଭିଯୋଗ ପରେ ଏହାକୁ ନେଇ ରାଜନୀତି ଉଷ୍ମ ହୋଇଯାଇଛି।

ହାର୍ଦ୍ଦିକ ପଟେଲଙ୍କ ଗ୍ରୁପ୍‌ ପକ୍ଷରୁ କୁହାଯାଇଛି ଧିରେ ଧିରେ ସବୁ ପ୍ରମାଣ ବାହାରକୁ ଆଣିବୁ।

ସେହିପରି ଏହି ଘଟଣାରେ କଂଗ୍ରେସ୍‌ ମଧ୍ୟ ପ୍ରତିକ୍ରିୟା ରଖିଛି। ବିଜେପି ସବୁବେଳେ ଲୋକଙ୍କୁ କିଣିବାକୁ ଚେଷ୍ଟା କରୁଛୁ। ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ବିଜେପି ଲୋକମାନଙ୍କୁ କିଣିବାକୁ ଚେଷ୍ଟା କରୁଛି। ରାଜ୍ୟସଭା ନିର୍ବାଚନ ବେଳେ ମଧ୍ୟ ଦଳ ଏପରି କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story