ପାଟନା: ଲିଫ୍ଟ ଅଧଘଣ୍ଟା ଫସି ରହିଲେ ଅମିତ ଶାହା

ପାଟନା: ବିହାର ବିଧାନସଭା ନିର୍ବାଚନୀ ଲାଗି ଏକ ରାଲିରେ ଯୋଗ ଦେବାକୁ ଆସିଥିବା ବିଜେପି ଅଧ୍ୟକ୍ଷ ଅମିତ ଶାହା ଗୁରୁବାର ଅଧଘଣ୍ଟା ଧରି ଲିଫ୍ଟ ଫସି ରହିଥିଲେ। ଏପରି ଘଟଣା ପାଟନାର ଷ୍ଟେଟ୍ ଗେଷ୍ଟ ହାଉସରେ ଘଟିଛି। ଅମିତ ଶାହା ଗତକାଲି ସନ୍ଧ୍ୟାରେ ଲିଫ୍ଟ ମଧ୍ୟକୁ ଯିବା ପରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହା ଚାଲିନଥିଲା। ପ୍ରାୟ ଅଧଘଣ୍ଟା ପରେ ଲିଫ୍ଟ ଠିକ୍ ହେବା ପରେ ଶାହା ବାହାରକୁ ବାହାରିଥିଲେ। ସୂଚନାଯୋଗ୍ୟ, ଏହା ପୂର୍ବରୁ ଗୃହମନ୍ତ୍ରୀ ରାଜନାଥ […]

amit_shah

amit_shah

Rakesh Mallick
  • Published: Friday, 21 August 2015
  • Updated: 21 August 2015, 10:04 AM IST

Sports

Latest News

ପାଟନା: ବିହାର ବିଧାନସଭା ନିର୍ବାଚନୀ ଲାଗି ଏକ ରାଲିରେ ଯୋଗ ଦେବାକୁ ଆସିଥିବା ବିଜେପି ଅଧ୍ୟକ୍ଷ ଅମିତ ଶାହା ଗୁରୁବାର ଅଧଘଣ୍ଟା ଧରି ଲିଫ୍ଟ ଫସି ରହିଥିଲେ। ଏପରି ଘଟଣା ପାଟନାର ଷ୍ଟେଟ୍ ଗେଷ୍ଟ ହାଉସରେ ଘଟିଛି। ଅମିତ ଶାହା ଗତକାଲି ସନ୍ଧ୍ୟାରେ ଲିଫ୍ଟ ମଧ୍ୟକୁ ଯିବା ପରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହା ଚାଲିନଥିଲା। ପ୍ରାୟ ଅଧଘଣ୍ଟା ପରେ ଲିଫ୍ଟ ଠିକ୍ ହେବା ପରେ ଶାହା ବାହାରକୁ ବାହାରିଥିଲେ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଗୃହମନ୍ତ୍ରୀ ରାଜନାଥ ସିଂ ଏପ୍ରିଲ ୯ରେ ସିଆରପିଏଫର ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ  ଦିଲ୍ଲୀର ବସନ୍ତ କୁଞ୍ଜ ଯାଇଥିଲେ। ସେତେବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ତାଙ୍କୁ ୫ ମିନିଟ୍ ଲିଫ୍ଟରେ ଅଟକି ରହିବାକୁ ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story