ନ୍ୟାୟ ବଦଳରେ ଚାର୍ଜଶିଟ୍‌ ଦେଲେ କଂଗ୍ରେସ ସରକାର: ପେହଲୁ ଖାନ୍‌ ପରିବାର

କଂଗ୍ରେସ ସରକାରଙ୍କ ଚାର୍ଜଶିଟ୍‌ରେ ଆଶ୍ଚର୍ଯ୍ୟ ହୋଇଛନ୍ତି ଗୋ-ଚାଲାଣ ନେଇ ଲୋକଙ୍କ ଆକ୍ରମଣରେ ନିହତ ପେହଲୁ ଖାନ୍‌ଙ୍କ ପୁଅ। ଯଦିଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ନ୍ୟାୟ ପାଇଁ ଆଶ୍ୱାସନା ଦେଇଛନ୍ତି,ତଥାପି ମୃତ ପେହଲୁ ଖାନ୍‌ଙ୍କ ପରିବାରକୁ ଏହି ଚାର୍ଜଶିଟ୍‌ର ଝଟ୍‌କା ଲାଗିଥିବା ନିଶ୍ଚିତ ହୋଇଛି। ପେହଲୁ ଖାନ୍‌ଙ୍କ ପରିବାର ପକ୍ଷରୁ କୁହାଯାଇଛି, ରାଜସ୍ଥାନ ପୁଲିସ୍‌ ତାଙ୍କ ବିରୋଧରେ ଚାର୍ଜଶିଟ୍‌ ପ୍ରସ୍ତୁତ କରିବା ସେମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ପରିବାର ପକ୍ଷରୁ କୁହାଯାଇଛି, କଂଗ୍ରେସ ସରକାରଠାରୁ ସେମାନେ ନ୍ୟାୟ ଚାହୁଁଥିଲେ। ପେହଲୁଙ୍କ […]

pehlu-khan

pehlu-khan

Subrat Kumar Nayak
  • Published: Saturday, 29 June 2019
  • Updated: 29 June 2019, 06:10 PM IST

Sports

Latest News

କଂଗ୍ରେସ ସରକାରଙ୍କ ଚାର୍ଜଶିଟ୍‌ରେ ଆଶ୍ଚର୍ଯ୍ୟ ହୋଇଛନ୍ତି ଗୋ-ଚାଲାଣ ନେଇ ଲୋକଙ୍କ ଆକ୍ରମଣରେ ନିହତ ପେହଲୁ ଖାନ୍‌ଙ୍କ ପୁଅ। ଯଦିଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ନ୍ୟାୟ ପାଇଁ ଆଶ୍ୱାସନା ଦେଇଛନ୍ତି,ତଥାପି ମୃତ ପେହଲୁ ଖାନ୍‌ଙ୍କ ପରିବାରକୁ ଏହି ଚାର୍ଜଶିଟ୍‌ର ଝଟ୍‌କା ଲାଗିଥିବା ନିଶ୍ଚିତ ହୋଇଛି। ପେହଲୁ ଖାନ୍‌ଙ୍କ ପରିବାର ପକ୍ଷରୁ କୁହାଯାଇଛି, ରାଜସ୍ଥାନ ପୁଲିସ୍‌ ତାଙ୍କ ବିରୋଧରେ ଚାର୍ଜଶିଟ୍‌ ପ୍ରସ୍ତୁତ କରିବା ସେମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ପରିବାର ପକ୍ଷରୁ କୁହାଯାଇଛି, କଂଗ୍ରେସ ସରକାରଠାରୁ ସେମାନେ ନ୍ୟାୟ ଚାହୁଁଥିଲେ।

ପେହଲୁଙ୍କ ବଡ଼ ପୁଅ କହିଛନ୍ତି, "ମୋ ବାପାଙ୍କୁ କିଛି ଲୋକ ମିଶିକରି ମାରିଦେଲେ। ଆମେ ଭାବିଥିଲୁ ନୂଆ କଂଗ୍ରେସ ସରକାର ଆମ ବିରୋଧରେ ମାମଲା ଉଠାଇଦେବେ, କିନ୍ତୁ ସେମାନେ ଓଲଟା ଚାର୍ଜଶିଟ୍‌ ଦାଖଲ କରିଛନ୍ତି।"

ଆଜି ଏହି ମାମଲାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ଗେହଲଟ୍‌ କହିଛନ୍ତି, ପୂର୍ବର ବିଜେପି ସରକାର ଏହାର ତଦନ୍ତ କରିଥିଲେ ଏବଂ ତାଙ୍କ ସରକାର ଅଧୀନରେ ଚାର୍ଜଶିଟ୍‌ ପ୍ରସ୍ତୁତ ହୋଇଥିଲା। ଯଦି ଏଥିରେ କୌଣସି ତ୍ରୁଟି ରହିଥିବ ତା'ହେଲେ ଏହି ମାମଲାର ତଦନ୍ତ ପୁଣିଥରେ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story