ମାଜିଷ୍ଟ୍ରେଟଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଉତ୍ତ୍ୟକ୍ତ ଲୋକ

ପାଟଣା: ଉତ୍ତ୍ୟକ୍ତ ଲୋକଙ୍କ ଉନ୍ମତ୍ତକାଣ୍ଡ। ଜବରଦଖଲ ଉଚ୍ଛେଦ ପାଇଁ ପୁଲିସ୍‌ ଫୋର୍ସ ସହ ଆସିଥିବା ମାଜିଷ୍ଟ୍ରେଟଙ୍କୁ ଗୋଡ଼ାଇ ଗୋଡ଼ାଇ ନିର୍ଧୁମ ପିଟିଲେ। ରକ୍ଷା କର… ରକ୍ଷା କର… ବୋଲି ମାଜିଷ୍ଟ୍ରେଟ ଚିତ୍କାର କରୁଥିବା ବେଳେ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ପିଟି ଚାଲିଥିଲେ। ଏପରି ଏକ ଅଭାବନୀୟ ଘଟଣା ବିହାରର ପାଟଣା ନଗର ନିଗମ ଅଧୀନ ଖାଜେକଲା ଥାନା ଅଧୀନରେ ଘଟିଥିବା ବେଳେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁଯାୟୀ, ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ମାଜିଷ୍ଟ୍ରେଟ ରାକେଶ […]

tension

tension

Niharika Rout
  • Published: Friday, 11 February 2022
  • Updated: 11 February 2022, 02:19 PM IST

Sports

Latest News

ପାଟଣା: ଉତ୍ତ୍ୟକ୍ତ ଲୋକଙ୍କ ଉନ୍ମତ୍ତକାଣ୍ଡ। ଜବରଦଖଲ ଉଚ୍ଛେଦ ପାଇଁ ପୁଲିସ୍‌ ଫୋର୍ସ ସହ ଆସିଥିବା ମାଜିଷ୍ଟ୍ରେଟଙ୍କୁ ଗୋଡ଼ାଇ ଗୋଡ଼ାଇ ନିର୍ଧୁମ ପିଟିଲେ। ରକ୍ଷା କର... ରକ୍ଷା କର... ବୋଲି ମାଜିଷ୍ଟ୍ରେଟ ଚିତ୍କାର କରୁଥିବା ବେଳେ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ପିଟି ଚାଲିଥିଲେ। ଏପରି ଏକ ଅଭାବନୀୟ ଘଟଣା ବିହାରର ପାଟଣା ନଗର ନିଗମ ଅଧୀନ ଖାଜେକଲା ଥାନା ଅଧୀନରେ ଘଟିଥିବା ବେଳେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁଯାୟୀ, ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ମାଜିଷ୍ଟ୍ରେଟ ରାକେଶ କୁମାର ପୁଲିସ୍‌ ଫୋର୍ସ ଓ ଜେସିବି ମେଶିନ୍‌ ସହ ୱାର୍ଡ ନଂ ୬୦ରେ ଗତକାଲି ଅପରାହ୍ନରେ ପହଞ୍ଚିଥିଲେ। ସେଠାରେ ଏକ ଜଳ ଯୋଗାଣ କେନ୍ଦ୍ର ହେବା ନିମନ୍ତେ ସ୍ଥିର ହୋଇଥିବା ବେଳେ ଲୋକଙ୍କ ବିରୋଧ ଯୋଗୁ ବର୍ଷେ ହେଲା ଏହି କାମ ଅଟକି ରହିଛି। କିନ୍ତୁ ହଠାତ୍‌ ଗତକାଲି ମାଜିଷ୍ଟ୍ରେଟଙ୍କ ସମେତ ପୁଲିସ୍‌କୁ ଦେଖି ସ୍ଥାନୀୟ ଲୋକେ ଏହାକୁ ସହଜେ ଗ୍ରହଣ କରିପାରି ନ ଥିଲେ।

ଏହାପରେ ସେମାନେ ମାଜିଷ୍ଟ୍ରେଟଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଶେଷରେ ପୁଲିସ୍‌ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା।

ପୁଲିସ୍‌ ଏହି ଘଟଣାରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଖୁବ୍‌ଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story