କ୍ୟାନ୍‌ସର ପୀଡିତା ମା’ଙ୍କ ଇଚ୍ଛା ପୂରଣ କରିବାକୁ ଅନ୍‌ଲାଇନ୍‌ ବିବାହ କଲେ ଯୁବକ

କୋଲକାତା: କଥାରେ ଅଛି ମା’ ବାପାଙ୍କୁ ଖୁସି କରିପାରିଲେ ଭଗବାନଙ୍କ ଆଶୀର୍ବାଦ ଓ ଆତ୍ମସନ୍ତୋଷ ମିଳିଥାଏ। ହେଲେ ଏମିତି କରୁକରୁ ବେଳେବେଳେ ଆମେ ଦ୍ୱନ୍ଦରେ ପଡିଯାଉ। ଯେମିତି ସେଦିନ ପଡି ଯାଇଥିଲେ କଲିକତାର ଭାସ୍କର। ଶେଷରେ ପରିସ୍ଥିତି ଏମିତି ହେଲା ଯେ, ଭାବି ପତ୍ନୀଙ୍କ ବେକରେ ବରଣମାଳା ଦେବାକୁ ତାଙ୍କ ପାଖରେ ସମୟ ନ ଥିଲା। ହେଲେ ବିବାହ ହୋଇଥିଲା। ହସ୍ପିଟାଲରେ ଲାପ୍‌ଟପ୍‌ ଅନ୍‌ କରି ସ୍କାଏ-ପି ମାଧ୍ୟମରେ ୟୁଏସ୍‌ରେ ଥିବା କନ୍ୟାପାତ୍ରୀଙ୍କୁ ପତ୍ନୀ ରୂପେ ଗ୍ରହଣ […]

cancer

cancer

Rakesh Mallick
  • Published: Wednesday, 13 December 2017
  • Updated: 13 December 2017, 08:28 AM IST

Sports

Latest News

କୋଲକାତା: କଥାରେ ଅଛି ମା’ ବାପାଙ୍କୁ ଖୁସି କରିପାରିଲେ ଭଗବାନଙ୍କ ଆଶୀର୍ବାଦ ଓ ଆତ୍ମସନ୍ତୋଷ ମିଳିଥାଏ। ହେଲେ ଏମିତି କରୁକରୁ ବେଳେବେଳେ ଆମେ ଦ୍ୱନ୍ଦରେ ପଡିଯାଉ। ଯେମିତି ସେଦିନ ପଡି ଯାଇଥିଲେ କଲିକତାର ଭାସ୍କର। ଶେଷରେ ପରିସ୍ଥିତି ଏମିତି ହେଲା ଯେ, ଭାବି ପତ୍ନୀଙ୍କ ବେକରେ ବରଣମାଳା ଦେବାକୁ ତାଙ୍କ ପାଖରେ ସମୟ ନ ଥିଲା। ହେଲେ ବିବାହ ହୋଇଥିଲା। ହସ୍ପିଟାଲରେ ଲାପ୍‌ଟପ୍‌ ଅନ୍‌ କରି ସ୍କାଏ-ପି ମାଧ୍ୟମରେ ୟୁଏସ୍‌ରେ ଥିବା କନ୍ୟାପାତ୍ରୀଙ୍କୁ ପତ୍ନୀ ରୂପେ ଗ୍ରହଣ କରିଥିଲେ ସେ। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ, ହୁଏତ ଆପଣ କିଛି ବୁଝି ପାରୁ ନ ଥିବେ। ତାହେଲେ ପଢନ୍ତୁ, ପ୍ରକୃତ କଥାଟି ହେଉଛି ଏମିତି।

cancer 2କଲିକତା ବାସିନ୍ଦା ଭାସ୍କର ରାଓ ବର୍ଦ୍ଧନ(୩୩)। ଷ୍ଟେଟ୍‌ ୟୁନିଭରସିଟି ଅଫ୍‌ ନିୟୁୟର୍କରେ ଫ୍ରୋଫେସର ଭାବେ କାର୍ଯ୍ୟରତ। ଆଗାମୀ ୧୫ ତାରିଖରେ ସେହି ୟୁଏସ୍‌ରେ ରହି ପିଏଚ୍‌ଡି କରୁଥିବା ଚନ୍ଦ୍ରୀମା ଚାଟାର୍ଜିଙ୍କ ସହ ତାଙ୍କ ବିବାହ ସ୍ଥିର ହୋଇଥିଲା। ବାହାଘରକୁ ଆହୁରି ଦିନ ବାକି ଥିବାରୁ ଚନ୍ଦ୍ରୀମା କୋଲକତା ଆସିପାରି ନ ଥିଲେ। ଏଣେ କ୍ୟାନସରରେ ପୀଡିତ ଭାସ୍କରଙ୍କ ମା’ ଭାସ୍ମତୀ ଗୁରୁତର ହୋଇ ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଯାହାକୁ ନେଇ ଚିନ୍ତାରେ ପଡି ଯାଇଥିଲା ସାରା ପରିବାର। ହେଲ ଭାସ୍ମତୀଙ୍କ ଶେଷ ଇଚ୍ଛା ଥିଲା ପୁଅ ବାହାଘର ଦେଖିବେ। ଯାହାକୁ ନେଇ ଚିନ୍ତାରେ ପଡିଥିଲେ ଭାସ୍କର। ଏଣେ ଡାକ୍ତରମାନେ ଭାସ୍ମତୀଙ୍କ ସ୍ଥିତି ଦେଖି ତାଙ୍କ ବଞ୍ଚିବା ଆଉ ସମ୍ଭବ ନୁହଁ ବୋଲି କହି ସାରିଥିଲେ। ଯାହା ଶୁଣିବା ପରେ ଭାସ୍କର ଅଭିନବ ଉପାୟରେ ବିବାହ କରିବାକୁ ସ୍ଥିର କରିଥିଲେ।

“ମା’ ପାଟିରେ କଥା କହିବାକୁ ଶକ୍ତି ନାହିଁ। ହେଲେ ତା ଆଖିରେ ଖୁସିର ଲୁହ ଆମ ଦୁହିଁଙ୍କ ପାଇଁ ଆଶୀର୍ବାଦ। ନିରାଡମ୍ବର ଭାବେ ଏଭଳି ବିବାହ କରିଥିବାରୁ ଆମେ ଦୁଃଖ ନୁହେଁ ବରଂ ମା’ର ଇଚ୍ଛା ପୂରଣ କରିପାରି ଥିବାରୁ ଆମେ ଖୁସି” । ଗଣମାଧ୍ୟମର କେତେକ ପ୍ରତିନିଧି ତାଙ୍କୁ ନିଜ ବିବାହ ବାବଦରେ ପ୍ରଶ୍ନ ପଚାରିବା ପରେ ଲୁହବୁହା ଆଖିରେ ଏମିତି କିଛି ଉତ୍ତର ଦେଇଥିଲେ ଭାସ୍କର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story