ବଢ଼ିଲା ପେଟ୍ରୋଲ, ଡିଜେଲ ଓ ସୁନା ଦର

ନୂଆଦିଲ୍ଲୀ: ମୋଦି-୨ ସରକାର ତାଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ରେ ଗ୍ରାହକଙ୍କ ଉପରେ ଅତ୍ୟଧିକ ବର୍ଡନ ଲଦି ଦେଇଛନ୍ତି। ପେଟ୍ରୋଲ ଓ ଡିଜେଲ୍‌ ଭଳି ଅତ୍ୟାବଶ୍ୟକ ଜିନିଷ ଉପରେ ମୋଦି ସରକାର ଏକ୍ସାଇଜ୍‌ ଡ୍ୟୁଟି ଓ ସେସ୍‌ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ ବେଳେ କହିଛନ୍ତି, “ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ପରିମାଣର ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ସରକାର ପେଟ୍ରୋଲ ଓ ଡିଜେଲ୍‌ ଉପରେ ଲାଗୁ ହେଉଥିବା ଏକ୍ସାଇଜ୍‌ ଡ୍ୟୁଟି […]

ads

ads

Hemant Lenka
  • Published: Friday, 05 July 2019
  • Updated: 05 July 2019, 02:00 PM IST

Sports

Latest News

ନୂଆଦିଲ୍ଲୀ: ମୋଦି-୨ ସରକାର ତାଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ରେ ଗ୍ରାହକଙ୍କ ଉପରେ ଅତ୍ୟଧିକ ବର୍ଡନ ଲଦି ଦେଇଛନ୍ତି। ପେଟ୍ରୋଲ ଓ ଡିଜେଲ୍‌ ଭଳି ଅତ୍ୟାବଶ୍ୟକ ଜିନିଷ ଉପରେ ମୋଦି ସରକାର ଏକ୍ସାଇଜ୍‌ ଡ୍ୟୁଟି ଓ ସେସ୍‌ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ ବେଳେ କହିଛନ୍ତି, “ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ପରିମାଣର ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ସରକାର ପେଟ୍ରୋଲ ଓ ଡିଜେଲ୍‌ ଉପରେ ଲାଗୁ ହେଉଥିବା ଏକ୍ସାଇଜ୍‌ ଡ୍ୟୁଟି ଓ ସେସ୍‌ରେ ପରିବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ପରିବର୍ତ୍ତନ ଅନୁଯାୟୀ, ପ୍ରତି ଲିଟର ପେଟ୍ରୋଲ ଓ ଡିଜେଲ୍‌ ଉପରେ ଅତିରିକ୍ତ ୧ ଟଙ୍କାର ଏକ୍ସାଇଜ୍‌ ଡ୍ୟୁଟି ଏବଂ ସେସ୍‌ ବୃଦ୍ଧି କରାଯିବ।”

ଗତ କିଛି ମାସ ହେଲା ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଉଥିବା ବେଳେ ଏଭଳି ପରିବର୍ତ୍ତିତ ଦର ଗ୍ରାହକଙ୍କ ଚିନ୍ତା ବଢ଼ାଇ ଦେଇଛି।

ପେଟ୍ରୋଲ ଓ ଡିଜେଲ ବ୍ୟତୀତ ସରକାର ସୁନା ଓ ଅନ୍ୟ ମୂଲ୍ୟବାନ ଧାତୁ ଉପରେ ଉତ୍ପାଦ ଶୁଳ୍କ ମଧ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ସୁନା ଓ ଅନ୍ୟ ମୂଲ୍ୟବାନ ଧାତୁର ଦର ମଧ୍ୟ ବୃଦ୍ଧି ପାଇବ। ସରକାର ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ଉପରେ ଉତ୍ପାଦ ଶୁଳ୍କ ୨.୫% ବୃଦ୍ଧି କରିଛନ୍ତି। ଅର୍ଥାତ ଏହା ୧୦%ରୁ ବୃଦ୍ଧି ପାଇଁ ୧୨.୫%ରେ ପହଞ୍ଚିଛି। ସେହପରି ଆମଦାନୀ ହେଉଥିବା ବହି ଉପରେ ୫% ଉତ୍ପାଦ ଶୁଳ୍କ ଲାଗୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story