ଦୀପାବଳି ଯାଏଁ ଶସ୍ତାରେ ମିଳିବ ପେଟ୍ରୋଲ ଓ ଡିଜେଲ

ନୂଆଦିଲ୍ଲୀ: ହୁହୁ ହୋଇ ବଢ଼ି ଚାଲିଥିବା ପେଟ୍ରୋଲ ଓ ଡିଜେଲ ଦରରୁ କିଛି ମାତ୍ରା ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ମିଳିବାକୁ ଯାଉଛି। ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତ- “ପେଟ୍ରୋଲ ଓ ଡିଜେଲ ଦର ଆଗାମୀ ଦୀପାବଳି ପର୍ଯ୍ୟନ୍ତ ହ୍ରାସ ହୋଇପାରେ। ତୈଳଦର ବୃଦ୍ଧିକୁ ନେଇ ବାରମ୍ୱାର ସରକାର ରୋଷର ଶିକାର ହେଉଛନ୍ତି। ବିରୋଧୀ ଦଳ ଏହି ପ୍ରସଙ୍ଗ ଉପରେ ସରକାରଙ୍କୁ ଘେରୁଛି। ଆମରିକାରେ ବନ୍ୟା ଯୋଗୁଁ  […]

Rakesh Mallick
  • Published: Tuesday, 19 September 2017
  • Updated: 19 September 2017, 12:38 PM IST

Sports

Latest News

ନୂଆଦିଲ୍ଲୀ: ହୁହୁ ହୋଇ ବଢ଼ି ଚାଲିଥିବା ପେଟ୍ରୋଲ ଓ ଡିଜେଲ ଦରରୁ କିଛି ମାତ୍ରା ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ମିଳିବାକୁ ଯାଉଛି। ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତ- “ପେଟ୍ରୋଲ ଓ ଡିଜେଲ ଦର ଆଗାମୀ ଦୀପାବଳି ପର୍ଯ୍ୟନ୍ତ ହ୍ରାସ ହୋଇପାରେ। ତୈଳଦର ବୃଦ୍ଧିକୁ ନେଇ ବାରମ୍ୱାର ସରକାର ରୋଷର ଶିକାର ହେଉଛନ୍ତି। ବିରୋଧୀ ଦଳ ଏହି ପ୍ରସଙ୍ଗ ଉପରେ ସରକାରଙ୍କୁ ଘେରୁଛି। ଆମରିକାରେ ବନ୍ୟା ଯୋଗୁଁ  ତେଳ ଉତ୍ପାଦନରେ ୧୩ ପ୍ରତିଶତ ହ୍ରାସ ପାଇଛି। ସେଥିପାଇଁ ରିଫାଇନାରୀ ତେଲ ଦାମ୍ ବୃଦ୍ଧି ପାଇଛି। ଆଶା ରହିଛି  ଦୀପାବଳି ଯାଏଁ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇ‍ବ।”

ତେଲ କମ୍ପାନୀକୁ ଦିଆଯାଉଥିବା ମାର୍ଜିନ୍ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story