୧୬ ଦିନ ପରେ କମିଲା ତେଲ ଦର

ନୂଆଦିଲ୍ଲୀ: ଲଗାତାର ୧୬ ଦିନ ହେବ ତେଲ ଦର ବଢ଼ିବା ପରେ ଆଜି ପ୍ରଥମ ଥର ଦର କମିଛି। ଦିଲ୍ଲୀରେ ପେଟ୍ରୋଲରେ ଲିଟର ପିଛା ୬୦ ପଇସା ଓ ଡିଜେଲ ଲିଟର ପିଛା ୫୬ ପଇସା କମିଛି। ଦର କମିବା ପରେ ଏଠାରେ ପେଟ୍ରୋଲ ଲିଟର ପିଛା ୭୭ ଟଙ୍କା ୮୩ ପଇସା ହୋଇଥିବାବେଳେ ଡିଜେଲ ୬୮ଟଙ୍କା ୭୫ ପଇସାରେ ମିଳୁଛି। କର୍ଣ୍ଣାଟକ ନିର୍ବାଚନ ପରେ ତେଲ ଦର ଆକାଶ ଛୁଆଁ ହେବାକୁ ଲଗିଥିଲା।  ଏବେ ଯାଇ […]

petrol-pump

petrol-pump

Rakesh Mallick
  • Published: Wednesday, 30 May 2018
  • Updated: 30 May 2018, 12:01 PM IST

Sports

Latest News

ନୂଆଦିଲ୍ଲୀ: ଲଗାତାର ୧୬ ଦିନ ହେବ ତେଲ ଦର ବଢ଼ିବା ପରେ ଆଜି ପ୍ରଥମ ଥର ଦର କମିଛି। ଦିଲ୍ଲୀରେ ପେଟ୍ରୋଲରେ ଲିଟର ପିଛା ୬୦ ପଇସା ଓ ଡିଜେଲ ଲିଟର ପିଛା ୫୬ ପଇସା କମିଛି। ଦର କମିବା ପରେ ଏଠାରେ ପେଟ୍ରୋଲ ଲିଟର ପିଛା ୭୭ ଟଙ୍କା ୮୩ ପଇସା ହୋଇଥିବାବେଳେ ଡିଜେଲ ୬୮ଟଙ୍କା ୭୫ ପଇସାରେ ମିଳୁଛି।

କର୍ଣ୍ଣାଟକ ନିର୍ବାଚନ ପରେ ତେଲ ଦର ଆକାଶ ଛୁଆଁ ହେବାକୁ ଲଗିଥିଲା।  ଏବେ ଯାଇ ଏଥିରେ ବ୍ରେକ୍‌ ଲାଗିଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ଦର ସାମାନ୍ୟ କମିବାରୁ ସରକାରଙ୍କ ଉପରେ ତେଲ ଦର କମାଇବାର ଚାପ ପଡ଼ିଲା।

ରାଜଧାନୀ ବଳି କୋଲକାତାରେ ପେଟେରୋଲ ଦର ଲିଟର ପିଛା ୫୯ ପଇସା କମ୍‌ କରି ୮୦ ଟଙ୍କା ୪୦ ପଇସା, ମୁମ୍ବାଇରେ ୫୯ ପଇସା କମାଇ ୮୫ଟଙ୍କା ୬୫ ପଇସା ଓ ଚେନ୍ନାଇରେ ୬୩ ପଇସା କମ୍‌ କରି ୮୦ଟଙ୍କା ୮୦ ପଇସା କରାଯାଇଛି।

ସେହିଭଳି କୋଲକାତାରେ ଡିଜେଲର ଦର ଲିଟର ପିଛା ୫୬ ପଇସା କମ୍‌ କରି ୭୧ ଟଙ୍କା ୩୦ ପଇସା, ମୁମ୍ବାଇରେ ୫୯ ପଇସା କମ୍‌ କରି ୭୩ଟଙ୍କା ୨୦ ପଇସା ଓ ଚେନ୍ନାଇରେ ଦର ୬୦ ପଇସା କମ୍‌ କରି ୭୨ ଟଙ୍କା ୫୮ ପଇସା କରାଯାଇଛି।

ଗତ ମାର୍ଚ୍ଚ ୨୩ ତାରିଖରେ କେନ୍ଦ୍ର ସରକାର କହିଥିଲେ ଯେ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧିରୁ ମୁକ୍ତି ପାଇଁ ସେ ଏକ ସ୍ଥାୟୀ ସମାଧାନ ଆଣିବାକୁ କାମ କରୁଛନ୍ତି। କିଛି ଦିନ ପୂର୍ବରୁ  ତୈଳ ଦର ବୃଦ୍ଧି ନେଇ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ,“ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା ଯୋଗୁଁ ଦର ବଢ଼ୁଛି। କେନ୍ଦ୍ର  ବିଚାରବିମର୍ଷ କରୁଛି। ସମାଧାନର ରାସ୍ତା ବାହାର କରିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story