୪୩ ଟଙ୍କାରେ ମିଳିବ ପେଟ୍ରୋଲ! ନୂଆବର୍ଷରେ ସରକାର ନେଇପାରନ୍ତି ଏହି ନିଷ୍ପତ୍ତି

ନୂଆଦିଲ୍ଲୀ: ପୋଟ୍ରୋଲ ଓ ଡିଜେଲ୍‌ ବଢୁଥିବା ଦରରୁ ଖୁବଶୀଘ୍ର ମୁକ୍ତି ମିଳିବ। କାରଣ ନୂଆ ବର୍ଷ ପାଇଁ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲକୁ ଜିଏସଟି ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇପାରନ୍ତି। ଏପରି ହେଲେ ବର୍ତ୍ତମାନ ତେଲ ଦରରୁ ଅଧା ମୂଲ୍ୟ ହ୍ରାସ ପାଇବ। ଅର୍ଥାତ ପେଟ୍ରୋଲ ଲିଟର ପ୍ରତି ୪୩ ଟଙ୍କାରେ ସୀମିତ ରହିବ। ନିକଟରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏ ବିଷୟରେ ସଙ୍କେତ ଦେଇସାରିଛନ୍ତି।  ସେ କହିଥିଲେ ବଢ଼ୁଥିବା ତେଲ ଦରକୁ ନିୟନ୍ତ୍ରଣରେ […]

Petrol 123 copy-1

Petrol 123 copy-1

Rakesh Mallick
  • Published: Saturday, 16 December 2017
  • Updated: 16 December 2017, 02:43 PM IST

Sports

Latest News

ନୂଆଦିଲ୍ଲୀ: ପୋଟ୍ରୋଲ ଓ ଡିଜେଲ୍‌ ବଢୁଥିବା ଦରରୁ ଖୁବଶୀଘ୍ର ମୁକ୍ତି ମିଳିବ। କାରଣ ନୂଆ ବର୍ଷ ପାଇଁ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲକୁ ଜିଏସଟି ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇପାରନ୍ତି। ଏପରି ହେଲେ ବର୍ତ୍ତମାନ ତେଲ ଦରରୁ ଅଧା ମୂଲ୍ୟ ହ୍ରାସ ପାଇବ। ଅର୍ଥାତ ପେଟ୍ରୋଲ ଲିଟର ପ୍ରତି ୪୩ ଟଙ୍କାରେ ସୀମିତ ରହିବ। ନିକଟରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏ ବିଷୟରେ ସଙ୍କେତ ଦେଇସାରିଛନ୍ତି।  ସେ କହିଥିଲେ ବଢ଼ୁଥିବା ତେଲ ଦରକୁ ନିୟନ୍ତ୍ରଣରେ ରିଖିବାକୁ ଜିଏସ୍‌ଟି ଅନ୍ତର୍ଭୁକ୍ତ କରିବାକୁ ପଡ଼ିବ। ଜିଏସଟି କାଉନସିଲ୍‌ ଅଧ୍ୟକ୍ଷ ମଧ୍ୟ ଏ ନେଇ ରାଜି ହୋଇଥିବା ଜଣାପଡ଼ିଛି। ଆସନ୍ତା ବର୍ଷ ପୋଟ୍ରୋଲ ଜିଏସଟ୍‌ ତାଲିକାରେ ଅନ୍ତର୍ଭୁକ୍ତ ହୋଇପାରେ ବୋଲି ସେ କହିଛନ୍ତି। ଖାଲି ସେତିକି ନୁହଁ ବିଜୁଳି ସେବାକୁ ମଧ୍ୟ ଜିଏସ୍‌ଟି ତାଲିକା ଅନ୍ତର୍ଭୁକ୍ତ ହୋଇପାରେ ବୋଲି କହିଛନ୍ତି।

ପେଟ୍ରୋଲ ଓ ଡିଜେଲ୍ ଜିଏସଟି ଅନର୍ଭୁକ୍ତ କରିବା ପାଇଁ ପ୍ରାୟ ସବୁ ରାଜ୍ୟ ସମର୍ଥନ ଦେଇସାରିଲେଣି।  ଗତମାସରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ମୁମ୍ବାଇରେ ଏହି  ସୂଚନା ଦେଇଥିଲେ। ଏହାକୁ ନେଇ ଖୁବ୍‌ ଶୀଘ୍ର ହୋଇପାରେ ବୋଲି ଖବର ଶୁଣିବାକୁ ମିଳୁଛି। ପୋଟ୍ରୋଲ୍‌ ଓ ଡିଜେଲ୍‌ ଜିଏସ୍‌ଟି ତାଲିକା ଅନ୍ତର୍ଭୁକ୍ତ ହେଲେ ଏଥିରେ ୨୮ ପ୍ରତିଶତ ଟ୍ୟାକ୍ସ ଲାଗିବ। ଫଳରେ ରାଜ୍ୟ ଗୁଡ଼ିକରେ ଲାଗୁଥିବା ଏକ୍ସାଇଜ୍‌  ଡ୍ୟୁଟି ଭାଟ୍‌ ଲାଗିବ ନାହିଁ।

ଏପରି ହେଲେ ବର୍ତ୍ତମାନ ତେଲ ମୂଲ୍ୟଠାରୁ ଅଧା ଦର ତଳକୁ ଖସି ଆସିବ।  ତେବେ ହିସାବ କହୁଛି ଯଦି ପେଟ୍ରୋଲ (ଲିଟର ପ୍ରତି ୭୦ ଟଙ୍କା)ଉପରେ ୧୨ ପ୍ରତିଶତ ଜିଏସଟି ଲାଗୁ ହୁଏ ଲିଟର ପ୍ରତି ୩୮.୧୦ ଟଙ୍କାକୁ ଖସିଆସିବ। ଯଦି ସରକାର ପେଟ୍ରୋଲ ଉପରେ ଜିଏସଟି ଲାଗୁ କରନ୍ତି ତେବେ ସର୍ବନିମ୍ନ ୧୨ ପ୍ରତିଶତ ତଳକୁ  ସରକାର ଖସିବେ ନାହିଁ। କାରଣ ସରକାର କ୍ଷତି ସହିବେ ନାହିଁ। ତେଣୁ ୧୮ ପ୍ରତିଶତ ଲାଗୁ ହେଲେ  ପେଟ୍ରୋଲ ଲିଟର ୪୦.୦୫ ଟଙ୍କାକୁ ଖସିଆସିବ।  ସର୍ବାଧିକ ୨୮ ପ୍ରତିଶତ ଜିଏସଟି ଲାଗୁ  ହୁଏ ପେଟ୍ରୋଲ ଲିଟର ପ୍ରତି ୫୦ ଟଙ୍କାରେ ସିମୀତ ରହିବ।  ଅର୍ଥାତ ବର୍ତ୍ତମାନର ଦର ଅନୁଶାରେ  ପେଟ୍ରୋଲ ଲିଟର ପ୍ରତି ୪୩ ଟଙ୍କାରେ ସୀମିତ ରହିବ। କୁହାଯାଉଛି ସରକାର ତେଲ ଉପରେ ୨୮ ପ୍ରତିଶତ ଲାଗୁ କରିପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story