୮୦ ଟଙ୍କା ହେବ ପେଟ୍ରୋଲ ଲିଟର !

ନୂଆଦିଲ୍ଲୀ: ଗାଡି ଚାଳକଙ୍କୁ ପେଟ୍ରୋଲ ଓ ଡିଜେଲ ରୂପରେ ଆଉ ଏକ ଝଟକା ଲାଗିବାକୁ ଯାଉଛି। ରିପୋର୍ଟ ଅନୁସାରେ ଶୀଘ୍ର ପେଟ୍ରୋଲ ଦର ୮୦ ଟଙ୍କା ପ୍ରତି ଲିଟରକୁ ବୃଦ୍ଧି ପାବାକୁ ଯାଉଛି। ସେହିପରି ଡିଜେଲ ଦର ମଧ୍ୟ ବୃଦ୍ଧି ପାଇ ୭୦ ଟଙ୍କା ପ୍ରତି ଲିଟର ହେବାର ସମ୍ଭାବନା ରହିଛି। ଆନ୍ତରାଷ୍ଟ୍ରୀୟ ବଜାରରେ ଅଶୌଧିତ ତୈଳ ଦର ବୃଦ୍ଧି ପାଇ ବ୍ୟାରେଲ ପିଛା ୬୧.୫୦ ଡଲାରରେ ପହଁଚି ଯାଇଛି। ଯାହା ଗତ ଦୁଇ ବର୍ଷରେ ସର୍ବାଧିକ। […]

petrol

petrol

Rakesh Mallick
  • Published: Friday, 03 November 2017
  • Updated: 03 November 2017, 05:35 PM IST

Sports

Latest News

ନୂଆଦିଲ୍ଲୀ: ଗାଡି ଚାଳକଙ୍କୁ ପେଟ୍ରୋଲ ଓ ଡିଜେଲ ରୂପରେ ଆଉ ଏକ ଝଟକା ଲାଗିବାକୁ ଯାଉଛି। ରିପୋର୍ଟ ଅନୁସାରେ ଶୀଘ୍ର ପେଟ୍ରୋଲ ଦର ୮୦ ଟଙ୍କା ପ୍ରତି ଲିଟରକୁ ବୃଦ୍ଧି ପାବାକୁ ଯାଉଛି। ସେହିପରି ଡିଜେଲ ଦର ମଧ୍ୟ ବୃଦ୍ଧି ପାଇ ୭୦ ଟଙ୍କା ପ୍ରତି ଲିଟର ହେବାର ସମ୍ଭାବନା ରହିଛି।

ଆନ୍ତରାଷ୍ଟ୍ରୀୟ ବଜାରରେ ଅଶୌଧିତ ତୈଳ ଦର ବୃଦ୍ଧି ପାଇ ବ୍ୟାରେଲ ପିଛା ୬୧.୫୦ ଡଲାରରେ ପହଁଚି ଯାଇଛି। ଯାହା ଗତ ଦୁଇ ବର୍ଷରେ ସର୍ବାଧିକ। ପୂର୍ବରୁ ୨୦୧୫ରେ ଏହା ସର୍ବାଧିକ ମୂଲ୍ୟ ଛୁଇଁଥିଲା।

ଗତ ୩୦ ଦିନରେ ଅଶୌଧିକ ତୈଳ ମୂଲ୍ୟରେ ୧୦ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୭ ଜୁନ୍‌ ପରେ ଏହା ୩୬ ପ୍ରତିଶତ ବୃଦ୍ଧି ପାଇଛି। ସେହିପରି ଡବ୍ଲ୍ୟୁଟିଆଇ କ୍ରୁଡ (ୟୁଏସ୍‌ ଟେକ୍ସାସ ଇଣ୍ଟରମିଡିଏଟ୍‌)ର ମୂଲ୍ୟ ଗତ ୩୦ ଦିନରେ ପ୍ରତି ବ୍ୟାରେଲରେ ୫୧.୬୩ ଡଲାରରୁ ବୃଦ୍ଧି ପାଇ ୫୪.୯୪ ଡଲାରରେ ପହଞ୍ଚିଛି। ଜୁନ ପରେ ଡବ୍ଲ୍ୟୁଠିଆଇ କ୍ରୁଡ  ୩୦ ପ୍ରତିଶତ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ ଏକ ବ୍ୟାରେଲରେ ୫ ଲିଟର ଅଶୋଧିତ ତୈଳ ଆସିଥାଏ। ଡିସେମ୍ବର ଶେଷ ସୁଦ୍ଧା ଏହା ବୃଦ୍ଧି ପାଇ ୬୪ ଡଲାର ହୋଇଯିବାର ସମ୍ଭାବନା ରହିଛି। ଏପରି ସ୍ଥିତିରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଆଗାମୀ ଦିନରେ କମିବାର କୌଣସି ଆଶା ଦେଖିବାକୁ ମିଳୁନାହିଁ।

ଆହୁରି ମଧ୍ୟ ପଢନ୍ତୁ: ଭାରତରେ ହେବ ବିଶ୍ୱର ସର୍ବୋଚ୍ଚ ରେଳ ପୋଲ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story