କରୋନା ପରେ କେତେ କମିଲା ପେଟ୍ରୋଲ ଓ ଡିଜେଲ ?

ନୂଆଦିଲ୍ଲୀ: କରୋନା ଭାଇରସର ପ୍ରଭାବରେ ଏବେ ପେଟ୍ରୋଲ ଓ ଡିଜେଲର ଦାମ କମିଛି। ଇଣ୍ଡିଆନ୍ ଓଏଲର ତଥ୍ୟ ଅନୁୟାୟୀ ଆଜି ଦିଲ୍ଲୀରେ ପେଟ୍ରୋଲ ୧୩ ପଇସା ହ୍ରାସ ହୋଇ ପେଟ୍ରୋଲ ଲିଟର ଦର ଲିଟର ପିଛା  ୭ ୦.୧୧ ପଇସା ହୋଇଛି। ସେହିପରି ଡିଜେଲର ଦାମ ୦.୧୬ ପଇସା କମିବା ପରେ ଡିଜେଲ ଲିଟର ପିଛା ୬୫.୦୭  ପଇସା ହୋଇଛି। ତେବେ ୭  ଜାନୁଆରୀରେ କରୋନା ଭାଇରସ ବାବଦରେ ଜଣାପଡ଼ିବା ପରେ ପେଟ୍ରୋଲ ଦର ଏଯାବତ ୩ […]

petrol

petrol

Subhransu Sekhar
  • Published: Monday, 10 February 2020
  • Updated: 10 February 2020, 05:45 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଭାଇରସର ପ୍ରଭାବରେ ଏବେ ପେଟ୍ରୋଲ ଓ ଡିଜେଲର ଦାମ କମିଛି। ଇଣ୍ଡିଆନ୍ ଓଏଲର ତଥ୍ୟ ଅନୁୟାୟୀ ଆଜି ଦିଲ୍ଲୀରେ ପେଟ୍ରୋଲ ୧୩ ପଇସା ହ୍ରାସ ହୋଇ ପେଟ୍ରୋଲ ଲିଟର ଦର ଲିଟର ପିଛା  ୭ ୦.୧୧ ପଇସା ହୋଇଛି। ସେହିପରି ଡିଜେଲର ଦାମ ୦.୧୬ ପଇସା କମିବା ପରେ ଡିଜେଲ ଲିଟର ପିଛା ୬୫.୦୭  ପଇସା ହୋଇଛି।

ତେବେ ୭  ଜାନୁଆରୀରେ କରୋନା ଭାଇରସ ବାବଦରେ ଜଣାପଡ଼ିବା ପରେ ପେଟ୍ରୋଲ ଦର ଏଯାବତ ୩ ଟଙ୍କା ହ୍ରାସ ପାଇଥିବାବେଳେ ଡିଜେଲ ଦର ୩.୫୫ ପଇସା ହ୍ରାସ ପାଇଛି। ଆଗକୁ ମଧ୍ୟ ତେଲ ଦର କମିବ ବୋଲି ଆକଳନ କରାଯାଉଛି।

ଚୀନରେ କରୋନା ଭାଇରସ ଆତଙ୍କ ପରେ ସେଠାରେ ଅଶୋଧିତ ତେଲର ଆବଶ୍ୟକତା କମିଯାଇଛି। ତେଣୁ ଏବେ ପେଟ୍ରୋଲ ଓ ଡିଜେଲର ଦାମ କମିଯାଇଛି। ସୂଚନାଯୋଗ୍ୟ, ଚୀନ ଅଶୋଧିତ ତେଲ ଆମଦାନୀ କରିବାରେ ବୃହତ ରାଷ୍ଟ୍ର ମଧ୍ୟରୁ ଅନ୍ୟତମ।

ସହରପେଟ୍ରୋଲ ଦାମ (ଟଙ୍କା/ଲିଟର)ଡିଜେଲ ଦାମ ଟଙ୍କା/ଲିଟର)
ଦିଲ୍ଲୀ୭ ୨.୧୦ (-୦.୧୩ ପଇସା)୬୫.୦୭ (-୦.୧୬ପଇସା)
ମୁମ୍ୱାଇ୭ ୭ .୭ ୬(-୦.୧୩ ପଇସା)୬୮.୧୯(-୦.୧୭  ପଇସା)
କୋଲକାତା୭ ୪.୭ ୪(-୦.୧୮ ପଇସା)୬୭ .୩୯(-୦.୨୦ ପଇସା)
ଚେନ୍ନାଇ୭ ୪.୯୦( -୦.୧୪ ପଇସା)୬୮.୭ ୨(-୦.୧୭  ପଇସା)
ଅହମଦାବାଦ୬୯.୫୬(-୦.୧୨ ପଇସା)୬୮.୦୯(-୦.୧୬ ପଇସା)
ଭୁବନେଶ୍ୱର ୭୧.୧୪ (-୦.୨୧  ପଇସା) ୬୯.୮୩ (-୦. ୨୧ ପଇସା)
ନୋଏଡା୭ ୩.୯୯(-୦.୧୧ପଇସା )୬୫.୩୩(-୦.୧୫ ପଇସା)
ଫରିଦାବାଦ୭ ୨.୩୬(-୦.୧୩ ପଇସା)୬୪.୬୩(-୦.୧୭  ପଇସା)
ଗୁରୁଗାଁଓ୭ ୨.୧୬(-୦.୧୪ପଇସା)୬୪.୪୪(-୦.୧୭  ପଇସା)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story