ଘରଠୁ ଘର କରୋନା ଟେଷ୍ଟ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ: ମହାମାରୀ କରୋନା ଭାରତରେ ତା’ର କାୟା ବିସ୍ତାର କରିବାରେ ଲାଗିଛି। ପ୍ରତିଦିନ ଶହଶହ ଲୋକ ଏହି ଭାଇରସରେ ଆକ୍ରାନ୍ତ ହେଉଛନ୍ତି। ତେବେ ଫ୍ଲୁ ଲକ୍ଷଣ ଦେଖାଯାଉଥିବା ଲୋକଙ୍କର କେବଳ କରୋନା ପରୀକ୍ଷା କରାଯାଉଛି। ହେଲେ ଏହାକୁ ବ୍ୟାପକ କରିବା ଓ ଘରଠୁ ଘର କରୋନା ଟେଷ୍ଟ କରିବା ପାଇଁ ଦାବି ହୋଇଛି। ଏଥିପାଇଁ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି। ଏଥିରେ ଘରଠୁ ଘର କରୋନା ଟେଷ୍ଟ ପାଇଁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ […]

v

v

Hemant Lenka
  • Published: Friday, 10 April 2020
  • Updated: 10 April 2020, 03:11 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ଭାରତରେ ତା’ର କାୟା ବିସ୍ତାର କରିବାରେ ଲାଗିଛି। ପ୍ରତିଦିନ ଶହଶହ ଲୋକ ଏହି ଭାଇରସରେ ଆକ୍ରାନ୍ତ ହେଉଛନ୍ତି। ତେବେ ଫ୍ଲୁ ଲକ୍ଷଣ ଦେଖାଯାଉଥିବା ଲୋକଙ୍କର କେବଳ କରୋନା ପରୀକ୍ଷା କରାଯାଉଛି। ହେଲେ ଏହାକୁ ବ୍ୟାପକ କରିବା ଓ ଘରଠୁ ଘର କରୋନା ଟେଷ୍ଟ କରିବା ପାଇଁ ଦାବି ହୋଇଛି। ଏଥିପାଇଁ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି।

ଏଥିରେ ଘରଠୁ ଘର କରୋନା ଟେଷ୍ଟ ପାଇଁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ନିବେଦନ କରାଯାଇଛି। ଆଇନଜୀବୀ ସାଶ୍ୱତ ଆନନ୍ଦ, ଅଙ୍କୁର ଆଜାଦ, ଫୈଜ ଅହମ୍ମଦ ଓ ଆଇନ ଛାତ୍ର ସାଗରଙ୍କ ତରଫରୁ ଏପରି ଆବେଦନ କରିଛନ୍ତି। ଆବେଦନରେ କୁହାଯାଇଛି ଯେ “ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ନିଶ୍ଚିତ ଚିନ୍ତାର ବିଷୟ।

ସମସ୍ତେ ଜାଣିଛନ୍ତି ଯେ ବିଶ୍ୱ ତୁଳନାରେ ଭାରତରେ କରୋନା ଟେଷ୍ଟ ବେଶ ଧିମା। ଏଠାରେ ଅଧିକ ସଂଖ୍ୟକ ଟେଷ୍ଟିଂ ସେଣ୍ଟର ମଧ୍ୟ ନାହିଁ। ପୂର୍ବ ତୁଳନାରେ ଟେଷ୍ଟିଂ ଜୋରଦାର କରାଯିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ତେଣୁ ଏବେ ଘରଠୁ ଘର ଟେଷ୍ଟିଂ ହେବା ଦରକାର। ଘରଠୁ ଘର ଟେଷ୍ଟିଂ ନ କଲେ ଲକଡାଉନର ପ୍ରକୃତ ଉଦ୍ଦେଶ୍ୟ ସଂପୂର୍ଣ୍ଣ ରୂପେ ସାକାର ହୋଇପାରିବ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story