ମଝି ଆକାଶରେ ପାଇଲଟ୍ ଦମ୍ପତିଙ୍କ ମାଡ଼ଗୋଳ, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବିମାନ

ନୂଆଦିଲ୍ଲୀ: ଯଦି ଆପଣ ବିମାନରେ ଯାତ୍ରା କରୁଛନ୍ତି ଓ ପାଇଲଟ୍‌ମାନେ ନିଜ ନିଜ ମଧ୍ୟରେ ମାଡ଼ଗୋଳ ଲାଗିଯିବେ, ତା’ହେଲେ ଆପଣଙ୍କ ଅବସ୍ଥା କ’ଣ ହେବ କହିଲେ? ନୂଆବର୍ଷ ଦିନ ଲଣ୍ଡନରୁ ମୁମ୍ବାଇ ଆସୁଥିବା ଏକ ବିମାନରେ ଏମିତି ଘଟଣାଟିଏ ଘଟିଥିଲା। ଜେଟ୍ ଏୟାରୱେଜ୍‌ର ଏହି ବିମାନର ପାଇଲଟ ଓ ସହ-ପାଇଲଟ ମାଡ଼ଗୋଳ ହୋଇଗଲେ। ପୁଣି ପାଇଲଟ୍ ଓ ସହ-ପାଇଲଟ୍ ହେଉଛନ୍ତି ପତିପତ୍ନୀ। ସେମାନେ କେଉଁ କାରଣରୁ ମାଡ଼ଗୋଳ ହେଲେ ତାହା ଜଣାପଡ଼ି ନାହିଁ। କିନ୍ତୁ ସୌଭାଗ୍ୟ ବଶତଃ […]

Jet1

Jet1

Rakesh Mallick
  • Published: Wednesday, 03 January 2018
  • Updated: 03 January 2018, 09:30 PM IST

Sports

Latest News

ନୂଆଦିଲ୍ଲୀ: ଯଦି ଆପଣ ବିମାନରେ ଯାତ୍ରା କରୁଛନ୍ତି ଓ ପାଇଲଟ୍‌ମାନେ ନିଜ ନିଜ ମଧ୍ୟରେ ମାଡ଼ଗୋଳ ଲାଗିଯିବେ, ତା’ହେଲେ ଆପଣଙ୍କ ଅବସ୍ଥା କ’ଣ ହେବ କହିଲେ? ନୂଆବର୍ଷ ଦିନ ଲଣ୍ଡନରୁ ମୁମ୍ବାଇ ଆସୁଥିବା ଏକ ବିମାନରେ ଏମିତି ଘଟଣାଟିଏ ଘଟିଥିଲା। ଜେଟ୍ ଏୟାରୱେଜ୍‌ର ଏହି ବିମାନର ପାଇଲଟ ଓ ସହ-ପାଇଲଟ ମାଡ଼ଗୋଳ ହୋଇଗଲେ। ପୁଣି ପାଇଲଟ୍ ଓ ସହ-ପାଇଲଟ୍ ହେଉଛନ୍ତି ପତିପତ୍ନୀ। ସେମାନେ କେଉଁ କାରଣରୁ ମାଡ଼ଗୋଳ ହେଲେ ତାହା ଜଣାପଡ଼ି ନାହିଁ। କିନ୍ତୁ ସୌଭାଗ୍ୟ ବଶତଃ ବିମାନଟି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲା।

ଜେଟ୍ ଏୟାରୱେଜ୍‌ର ଏହି 9W 119  ବିମାନଟି ହଜାର ହଜାର ଫୁଟ୍ ଉଚ୍ଚରେ ଉଡୁଥିଲା। ବିମାନରେ ୧୪ ଜଣ କର୍ମଚାରୀଙ୍କୁ ଛାଡ଼ି ମୋଟ ୩୨୪ ଜଣ ଯାତ୍ରୀ ଥିଲେ। କିଛି ଯାତ୍ରୀ ଶୋଇଥିଲେ। ସବୁ ଠିକ୍‌ଠାକ୍ ଚାଲିଥିଲା। ହଠାତ୍ କକ୍‌ପିଟ୍‌ରୁ ବାହାରି ଆସିଲେ ମହିଳା ସହ ପାଇଲଟ୍‌। ତାଙ୍କ ଆଖିରେ ଥିଲା ଲୁହ । ଏହା ଦେଖି କ୍ୟାବିନ୍ କ୍ରୁ ଡରି ଗଲେ ଓ ତାଙ୍କୁ ଘଟଣା ସଂପର୍କରେ ପଚାରିଲେ। ତାଙ୍କଠାରୁ ଜଣାପଡ଼ିଲା ଯେ ପାଇଲଟ୍ ତାଙ୍କୁ ମାଡ଼ ମାରିଥିଲେ। ବିମାନ ଉଡ଼ୁଥିବା ବେଳେ ସେମାନଙ୍କ ମଧ୍ୟରେ ଝଗଡ଼ା ହେଲା। ତା’ପରେ ପାଇଲଟ୍‌ ତାଙ୍କୁ ଚାପୁଡ଼ା ମାରିଥିଲେ। ସେ କାନ୍ଦି କାନ୍ଦି କକ୍‌ପିଟ୍ ଛାଡ଼ି ଦେବା ପରେ ପାଇଲଟ୍ ଏକାକୀ ବିମାନ ଚଲାଉଥିଲେ। ବିମାନର ଅନ୍ୟ କ୍ରୁ ମେମ୍ବରମାନେ ସହ ପାଇଲଟଙ୍କୁ ବୁଝାଇବା ପରେ ସେ ପୁଣି କକ୍‌ପିଟ୍‌କୁ ଯାଇଥିଲେ। ବିମାନଟି ସଠିକ୍‌ ଭାବେ ବିମାନବନ୍ଦରରେ ଅବତରଣ କରିଥିଲା।

ଏ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ପାଇଲଟ୍ ଓ ତାଙ୍କ ପତ୍ନୀଙ୍କୁ ବର୍ତ୍ତମାନ ବିମାନ ଉଡ଼ାଇବାକୁ ବାରଣ କରାଯାଇଛି। ଶେଷ ଖବର ମିଳିବା ସୁଦ୍ଧା ସେମାନଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି। ଏୟାରୱେଜ୍ ତରଫରୁ କୁହାଯାଇଛି ଯେ କଂପାନୀ ଯାତ୍ରୀମାନଙ୍କ ସୁରକ୍ଷାକୁ ପ୍ରାଧ୍ୟାନ୍ୟ ଦିଏ। ଏଥିରେ କୌଣସି ବୁଝାମଣା କରାଯିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story