ବିଜେପିରେ ମିଶିବାକୁ ସଚିନ ୩୫ କୋଟି ଟଙ୍କାର ଅଫର ଦେଇଥିଲେ: କଂଗ୍ରେସ ବିଧାୟକ

ଜୟପୁର: ସଚିନ ପାଇଲଟ କେଉଁଭଳି ଭାବେ କଂଗ୍ରେସ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଥିଲେ, ସେକଥା ଜଣେ ବିଧାୟକ ଖୁଲାସା କରିଛନ୍ତି। କଂଗ୍ରେସ ବିଧାୟକ ଗିରିରାଜ ସିଂହ ମାଲିଙ୍ଗା ଆଜି ସଚିନ ପାଇଲଟଙ୍କୁ ବିଜେପିର ଏଜେଣ୍ଟ ବୋଲି କହିବାକୁ ପଛାଇ ନାହାନ୍ତି। ସେ କହିଛନ୍ତି, ବିଜେପିରେ ମିଶିବା ପାଇଁ ମୋତେ ସଚିନ ପାଇଲଟ ୩୫ କୋଟି ଟଙ୍କାର ଲୋଭ ଦେଖାଇଥିଲେ। ହେଲେ ମୁଁ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିବା ବାରିର ବିଧାୟକ ଶ୍ରୀ ମାଲିଙ୍ଗା ଅଭିଯୋଗ […]

dui

dui

Hemant Lenka
  • Published: Monday, 20 July 2020
  • Updated: 20 July 2020, 04:14 PM IST

Sports

Latest News

ଜୟପୁର: ସଚିନ ପାଇଲଟ କେଉଁଭଳି ଭାବେ କଂଗ୍ରେସ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଥିଲେ, ସେକଥା ଜଣେ ବିଧାୟକ ଖୁଲାସା କରିଛନ୍ତି। କଂଗ୍ରେସ ବିଧାୟକ ଗିରିରାଜ ସିଂହ ମାଲିଙ୍ଗା ଆଜି ସଚିନ ପାଇଲଟଙ୍କୁ ବିଜେପିର ଏଜେଣ୍ଟ ବୋଲି କହିବାକୁ ପଛାଇ ନାହାନ୍ତି।

ସେ କହିଛନ୍ତି, ବିଜେପିରେ ମିଶିବା ପାଇଁ ମୋତେ ସଚିନ ପାଇଲଟ ୩୫ କୋଟି ଟଙ୍କାର ଲୋଭ ଦେଖାଇଥିଲେ। ହେଲେ ମୁଁ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିବା ବାରିର ବିଧାୟକ ଶ୍ରୀ ମାଲିଙ୍ଗା ଅଭିଯୋଗ କରିଛନ୍ତି।

ଗଣାମଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, “ସଚିନ ପାଇଲଟଙ୍କ ଅଫର ବିଷୟରେ ମୁଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଅବଗତ କରାଇଥିଲି। ସଚିନ ମୋତେ ବାରମ୍ବାର ଦଳ ବଦଳ କରିବାକୁ ଅଫର ଦେଇଥିଲେ। ହେଲେ ମୁଁ ଏହାକୁ ମନା କରିଦେଇଥିଲି। ସଚିନ ପାଇଲଟଜୀଙ୍କ ସହ କଥା ହେବା ବେଳେ ସେ ମୋତେ ବିଜେପିରେ ମିଶିବାକୁ ପରାମର୍ଶ ଦେଇଥିଲେ।

ଏପରି କି ୩୫ କୋଟି ଟଙ୍କାର ଲୋଭ ମଧ୍ୟ ଦେଖାଇଥିଲେ। ହେଲେ ମୁଁ ଏହାକୁ ମନା କରିବା ସହ ତାଙ୍କୁ ମଧ୍ୟ ଏହା ଠିକ ନୁହେଁ ବୋଲି କହିଥିଲି। ସଚିନ ମୋତେ କହିଥିଲେ ଆପଣ ଟଙ୍କା ପାଇଁ ଆଦୌ ଚିନ୍ତା କରନ୍ତୁ ନାହିଁ। ଆପଣ ୩୫ କୋଟି କିମ୍ବା ତା’ ଠାରୁ ଅଧିକ ମଧ୍ୟ ପାଇବେ। ତଥାପି ମୁଁ ତାଙ୍କ ପ୍ରସ୍ତାବରେ ରାଜି ହୋଇ ନଥିଲି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story