ବିମାନ ଉଡାଣ ଲାଗି ମନାକଲେ ପାଇଲଟ୍‌, ଫଶିଗଲେ ୪୦ ଯାତ୍ରୀ

ଜୟପୁର: ଗୁରୁବାର ସକାଳେ ଜୟପୁରର ସଙ୍ଗନାର ବିମାନ ବନ୍ଦରରେ ଯାତ୍ରୀଙ୍କୁ ହଟହଟା ହେବାକୁ ପଡିଛି। ଏୟାର ଇଣ୍ଡିଆ ଅଧୀନ Alliance Airର ବିମାନ ଚାଳକ ଉଡାଣ ଭରିବାକୁ ହଠାତ୍‌ ମନା କରିବାକୁ ଦିଲ୍ଲୀ ଯିବାକୁ ଥିବା ପ୍ରାୟ ୪୦ ଯାତ୍ରୀ ନାହିଁ ନ ଥିବା ଅସୁବିଧା ଭୋଗିଛନ୍ତି। ନିଜ କାର୍ଯ୍ୟ ସମୟ ସରିଯାଇଥିବାରୁ ପାଇଲଟ୍ ଜଣକ ବିମାନ ଉଡାଣ ଭରିବା ଲାଗି ମନା କରିଥିବା ଅଭିଯୋଗ ହୋଇଛି। ଏୟାର ଇଣ୍ଡିଆ କର୍ମଚାରୀଙ୍କ କହିବା ମୁତାବକ ଘଟଣା ଦିନ […]

7e46b8d9-0dea-443a-a0eb-db379eaeb2e7_1510297203_725x725

Rakesh Mallick
  • Published: Friday, 10 November 2017
  • Updated: 10 November 2017, 06:53 PM IST

Sports

Latest News

ଜୟପୁର: ଗୁରୁବାର ସକାଳେ ଜୟପୁରର ସଙ୍ଗନାର ବିମାନ ବନ୍ଦରରେ ଯାତ୍ରୀଙ୍କୁ ହଟହଟା ହେବାକୁ ପଡିଛି। ଏୟାର ଇଣ୍ଡିଆ ଅଧୀନ Alliance Airର ବିମାନ ଚାଳକ ଉଡାଣ ଭରିବାକୁ ହଠାତ୍‌ ମନା କରିବାକୁ ଦିଲ୍ଲୀ ଯିବାକୁ ଥିବା ପ୍ରାୟ ୪୦ ଯାତ୍ରୀ ନାହିଁ ନ ଥିବା ଅସୁବିଧା ଭୋଗିଛନ୍ତି। ନିଜ କାର୍ଯ୍ୟ ସମୟ ସରିଯାଇଥିବାରୁ ପାଇଲଟ୍ ଜଣକ ବିମାନ ଉଡାଣ ଭରିବା ଲାଗି ମନା କରିଥିବା ଅଭିଯୋଗ ହୋଇଛି।

ଏୟାର ଇଣ୍ଡିଆ କର୍ମଚାରୀଙ୍କ କହିବା ମୁତାବକ ଘଟଣା ଦିନ ପୂର୍ବ ରାତିରେ ଦିଲ୍ଲୀରୁ ଜୟପୁର ଆସୁଥିବା ଏକ ବିମାନର ଚାଳକ ଓ ଅନ୍ୟ ସଦସ୍ୟ ପୁଣି ସେହି ଫ୍ଲାଇଟ୍‌ରେ ଦିଲ୍ଲୀକୁ ଉଡାଣ ଭରିବେ ବୋଲି ଧାର୍ଯ୍ୟ ହୋଇଥିଲା। ମାତ୍ର ଗୁରୁବାର ଦିଲ୍ଲୀରୁ ଉଡାଣ ଭରିବା ବେଳେ ବିଳମ୍ବ ହେବାରୁ ଜୟପୁର ପହଞ୍ଚିବା ବେଳକୁ ଦିନ ପ୍ରାୟ ସାଢ ୧ଟା ହୋଇଯାଇଥିଲା। ଫଳରେ ସହିଦିନଟି ଲାଗି ସମ୍ପୃକ୍ତ ପାଇଲଟ୍‌ଙ୍କ କାର୍ଯ୍ୟ ଅବଧି ସରି ଯାଇଥିଲା। ଏଣୁ ଉକ୍ତ ପାଇଲଟ୍‌ ଆଉ ବିମାନ ଉଡାଣ କରିବେ ନାହିଁ ବୋଲି ସ୍ପଷ୍ଟ ମନା କରି ଦେଇଥିଲେ।

ଏହି ଅସୁବିଧା ଯୋଗୁ କେତେକ ଯାତ୍ରୀଙ୍କୁ ସ୍ଥାନୀୟ ହୋଟେଲରେ ରଖାଯାଇଥିବା ବେଳେ ଆଉ କେତେକ ଯାତ୍ରୀଙ୍କୁ ସଡ଼କ ମାର୍ଗରେ ଦିଲ୍ଲୀ ପଠାଯାଇଥିଲା। ପୁଣି ବଳି ପଡିଥିବା ଅନ୍ୟକେତେକ ଯାତ୍ରୀଙ୍କୁ ଆଉ ଗୋଟିଏ ବିମାନ ଯୋଗେ ଗନ୍ତବ୍ୟସ୍ଥଳକୁ ପଠାଇ ଦିଆଯାଇଛି ବୋଲି ଜଣାପଡିଛି।

ତେବେ ଏହି ଅସୁବିଧା ଲାଗି ସମ୍ପୃକ୍ତ ପାଇଲଟ୍‌ କୌଣସି ଦଣ୍ଡର ହକ୍‌ଦାର ନୁହନ୍ତି ବୋଲି ସ୍ପଷ୍ଟ କୁହାଯାଇପାରେ । କାରଣ ବିମାନ ପ୍ରାଧିକାରଣ ନିୟମ ମୁତାବକ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଜଣେ ପାଇଲଟ୍‌ଙ୍କୁ ନିଜ ସମୟରୁ ଅଧିକ ସମୟ ଦେଇ ବିମାନ ଚଳାଚଳ କାର୍ଯ୍ୟରେ ନିୟୋଜିତ କରିବାକୁ ନିଷିଦ୍ଧ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story