ନୋବେଲ ବିଜେତା ଅଭିଜିତଙ୍କୁ ‘ବାମ ଚିନ୍ତାଧାରା’ର ବ୍ୟକ୍ତି କହିଲେ ଗୋୟଲ

ପୁଣେ: ସଦ୍ୟ ଅର୍ଥନୀତି ପାଇଁ ନୋବେଲ ପାଇଥିବା ଭାରତୀୟ ବଂଶୋଦ୍ଭବ ଅଭିଜିତ ବାନାର୍ଜୀଙ୍କୁ ବାମ ବିଚାରର କହି ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ। ସେ କହିଛନ୍ତି, ବେସିକ୍‌ ଇନ୍‌କମ୍‌ ପାଇଁ ତାଙ୍କ ପରାମର୍ଶକୁ ଭାରତୀୟ ଭୋଟର ଗ୍ରହଣ କରିନଥିଲେ। ସେ କ’ଣ ଭାବୁଛନ୍ତି ଗ୍ରହଣ କରିବାର ଆବଶ୍ୟକତା ହିଁ ନଥିଲା। ଭାରତରେ ଜନ୍ମ ନେଇ ପରେ ଆମେରିକାରେ ଅବସ୍ଥାପିତ ବାନାର୍ଜୀଙ୍କ ଲିଖିତ ବହି ଦେଶ ବିଦେଶରେ ବହୁ ପ୍ରଶଂସା ସାଉଁଟିଛି। ସେ ପୂର୍ବରୁ ଅନେକ ଥର […]

abhijt

abhijt

Subrat Kumar Nayak
  • Published: Friday, 18 October 2019
  • Updated: 18 October 2019, 09:59 PM IST

Sports

Latest News

ପୁଣେ: ସଦ୍ୟ ଅର୍ଥନୀତି ପାଇଁ ନୋବେଲ ପାଇଥିବା ଭାରତୀୟ ବଂଶୋଦ୍ଭବ ଅଭିଜିତ ବାନାର୍ଜୀଙ୍କୁ ବାମ ବିଚାରର କହି ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ। ସେ କହିଛନ୍ତି, ବେସିକ୍‌ ଇନ୍‌କମ୍‌ ପାଇଁ ତାଙ୍କ ପରାମର୍ଶକୁ ଭାରତୀୟ ଭୋଟର ଗ୍ରହଣ କରିନଥିଲେ। ସେ କ’ଣ ଭାବୁଛନ୍ତି ଗ୍ରହଣ କରିବାର ଆବଶ୍ୟକତା ହିଁ ନଥିଲା।

ଭାରତରେ ଜନ୍ମ ନେଇ ପରେ ଆମେରିକାରେ ଅବସ୍ଥାପିତ ବାନାର୍ଜୀଙ୍କ ଲିଖିତ ବହି ଦେଶ ବିଦେଶରେ ବହୁ ପ୍ରଶଂସା ସାଉଁଟିଛି। ସେ ପୂର୍ବରୁ ଅନେକ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରର ନୀତିକୁ ନେଇ କଡ଼ା ବିରୋଧ କରିଆସିଛନ୍ତି।

ଆଜି ଗୋୟଲ କହିଛନ୍ତି, ମୁଁ ଅଭିଜିତ ବାନାର୍ଜୀଙ୍କୁ ତାଙ୍କ ନୋବେଲ ବିଜୟ ପାଇଁ ଅଭିନନ୍ଦନ ଜଣାଉଛି। ଆପଣ ସମସ୍ତେ ଜାଣନ୍ତି ସେ ବାମ ବିଚାରଧାରାର। ବାନାର୍ଜୀ ‘ନ୍ୟାୟ’ ସମର୍ଥନ ଦେଉଥିଲେ ଏବଂ ଭାରତୀୟମାନେ ଏହାକୁ ଗ୍ରହଣ କଲେନାହିଁ। ଜଣେ ଭାରତ ଜନ୍ମିତ ଅର୍ଥନୀତିଜ୍ଞ ନୋବେଲ ପାଇବା ନିଶ୍ଚୟ ଗୌରବର କଥା ବୋଲି ସେ କହିଥିଲେ। ଭାରତୀୟ ଅର୍ଥନୀତିର ସ୍ଥିତିକୁ ନେଇ ବାନାର୍ଜୀଙ୍କ ମତ ପକ୍ଷପାତୀ ଥିଲା କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ସେ କହିଥିଲେ, ଏହି ପ୍ରଶ୍ନ ବାନାର୍ଜୀଙ୍କୁ ପଚରାଯାଉ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story