ନ୍ୟୁ ଇଣ୍ଡିଆ ପାଇଁ ମୋଦି ସରକାରଙ୍କ ୧୦ ସୂତ୍ରୀ ମନ୍ତ୍ର

ନୂଆଦିଲ୍ଲୀ: ବଜେଟ୍‌ ଉପସ୍ଥାପନ ବେଳେ ମୋଦି ସରକାରଙ୍କ ନ୍ୟୁ-ଇଣ୍ଡିଆ ଗଠନ ସଂକଳ୍ପ କଥା ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ ଉଠାଇଥିଲେ। ଏଥିସହ ଭାରତକୁ ନୂତନ ଶିଖରରେ ପହଞ୍ଚାଇବା ପାଇଁ ୨୦୧୯-୨୦ ବଜେଟ୍‌ରେ ସେ ଦଶସୂତ୍ରୀ ମନ୍ତ୍ର ଘୋଷଣା କରିଛନ୍ତି। ସେଗୁଡ଼ିକ ହେଲା – # ଭୌତିକ ଓ ସାମାଜିକ ଭିତ୍ତିଭୂମି ନିର୍ମାଣ # ଡିଜିଟାଲ ଭାରତ ଓ ସୁଦୃଢ଼ ଅର୍ଥ ବ୍ୟବସ୍ଥାର ଭିତ୍ତିଭୂମି ନିର୍ମାଣ # ଏକ ପ୍ରଦୂଷଣ ମୁକ୍ତ ରାଷ୍ଟ୍ର ଗଠନ # ଗ୍ରାମ୍ୟ ଉଦ୍ୟୋଗୀକରଣର ସଂପ୍ରସାରଣ […]

u

Hemant Lenka
  • Published: Friday, 01 February 2019
  • , Updated: 01 February 2019, 04:58 PM IST

ନୂଆଦିଲ୍ଲୀ: ବଜେଟ୍‌ ଉପସ୍ଥାପନ ବେଳେ ମୋଦି ସରକାରଙ୍କ ନ୍ୟୁ-ଇଣ୍ଡିଆ ଗଠନ ସଂକଳ୍ପ କଥା ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ ଉଠାଇଥିଲେ। ଏଥିସହ ଭାରତକୁ ନୂତନ ଶିଖରରେ ପହଞ୍ଚାଇବା ପାଇଁ ୨୦୧୯-୨୦ ବଜେଟ୍‌ରେ ସେ ଦଶସୂତ୍ରୀ ମନ୍ତ୍ର ଘୋଷଣା କରିଛନ୍ତି। ସେଗୁଡ଼ିକ ହେଲା –

# ଭୌତିକ ଓ ସାମାଜିକ ଭିତ୍ତିଭୂମି ନିର୍ମାଣ

# ଡିଜିଟାଲ ଭାରତ ଓ ସୁଦୃଢ଼ ଅର୍ଥ ବ୍ୟବସ୍ଥାର ଭିତ୍ତିଭୂମି ନିର୍ମାଣ

# ଏକ ପ୍ରଦୂଷଣ ମୁକ୍ତ ରାଷ୍ଟ୍ର ଗଠନ

# ଗ୍ରାମ୍ୟ ଉଦ୍ୟୋଗୀକରଣର ସଂପ୍ରସାରଣ

# ସ୍ୱଚ୍ଛ ନଦୀ ଓ ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ

# ବେଳାଭୂମି ଓ ସମୁଦ୍ର ଜଳରୁ ଶକ୍ତିର ବିକାଶ

# ୨୦୨୨ ସୁଦ୍ଧା ମହାକାଶରେ ଭାରତୀୟଙ୍କୁ ପହଞ୍ଚାଇବା

# ଖାଦ୍ୟ ଉତ୍ପାଦନରେ ଭାରତକୁ ସ୍ୱାବଲମ୍ବୀ କରାଇବା

# ସୁସ୍ଥ ଓ ସ୍ୱାସ୍ଥ୍ୟପ୍ରଦ ଭାରତ

# ଅଳ୍ପ ସରକାରୀ ହସ୍ତକ୍ଷେପ, ସର୍ବୋତ୍ତମ ପ୍ରଶାସନ

Related story