ଏଲଏସିରେ ଚାଇନାର ବଡ଼ ଷଡ଼ଯନ୍ତ୍ର: ସୀମାରେ ମୁତୟନ କଲାଣି ୨୦ ହଜାର ଯବାନ

ନୂଆଦିଲ୍ଲୀ: ଭାରତ ବିରୋଧରେ ଚାଇନାର ରଚିଥିବା ଷଡ଼ଯନ୍ତ୍ର ସମ୍ପର୍କରେ ନୂଆ ତଥ୍ୟ ଆସିଛି। ଭାରତକୁ ଚକମା ଦେବା ପାଇଁ ବେଜିଂ ପକ୍ଷରୁ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି) ନିକଟରେ ପ୍ରାୟ ୨୦ ହଜାର ଯବାନଙ୍କୁ ମୁତୟନ କରାଯାଇଛି। କେବଳ ଯବାନ ନାହାନ୍ତି, ବରଂ ସେମାନଙ୍କ ପାଖରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ଗାଡ଼ି ମଧ୍ୟ ରହିଛି। ଇଷ୍ଟର୍ଣ୍ଣ ଲଦାଖ ସେକ୍ଟରରେ ଚାଇନା ଦିନକୁ ଦିନ ଅଧିକ ସୈନ୍ୟ ଠୁଳ କରୁଥିବାରୁ ଭାରତ ମଧ୍ୟ ଏହା ମୁକାବିଲା ପାଇଁ ସୀମାକୁ ଅଧିକ […]

t

t

Hemant Lenka
  • Published: Wednesday, 01 July 2020
  • Updated: 01 July 2020, 03:32 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ବିରୋଧରେ ଚାଇନାର ରଚିଥିବା ଷଡ଼ଯନ୍ତ୍ର ସମ୍ପର୍କରେ ନୂଆ ତଥ୍ୟ ଆସିଛି। ଭାରତକୁ ଚକମା ଦେବା ପାଇଁ ବେଜିଂ ପକ୍ଷରୁ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି) ନିକଟରେ ପ୍ରାୟ ୨୦ ହଜାର ଯବାନଙ୍କୁ ମୁତୟନ କରାଯାଇଛି। କେବଳ ଯବାନ ନାହାନ୍ତି, ବରଂ ସେମାନଙ୍କ ପାଖରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ଗାଡ଼ି ମଧ୍ୟ ରହିଛି।

ଇଷ୍ଟର୍ଣ୍ଣ ଲଦାଖ ସେକ୍ଟରରେ ଚାଇନା ଦିନକୁ ଦିନ ଅଧିକ ସୈନ୍ୟ ଠୁଳ କରୁଥିବାରୁ ଭାରତ ମଧ୍ୟ ଏହା ମୁକାବିଲା ପାଇଁ ସୀମାକୁ ଅଧିକ ସଂଖ୍ୟକ ଯବାନ ପଠାଇବାରେ ଲାଗିଛି।

ଭାରତ ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପୂର୍ବ ଲଦାଖ ସେକ୍ଟରର ଏଲଏସି ନିକଟରେ ଚାଇନା ପିପୁଲ୍ସ ଲିବେରେସନ ଆର୍ମିର ପ୍ରାୟ ୨୦ ହଜାର ଯବାନ ମୁତୟନ ହୋଇଛନ୍ତି। ସେହିପରି ନର୍ଦନ ଜିନଜିଆଙ୍ଗ ଅଞ୍ଚଳରେ ଆଉ ୧୦ ହଜାର ଯବାନ ଷ୍ଟାଣ୍ଡବାଏରେ ରହିଛନ୍ତି।

ଏଲଏସି ନିକଟରୁ ଏହା ୧ ହଜାର କିମି ଦୂର। ହେଲେ ସେଠାରୁ ଏଲଏସି ଯାଏ ସମତଳ ରାସ୍ତା ଥିବାରୁ ମାତ୍ର ୪୮ ଘଣ୍ଟା ମଧ୍ୟରେ ସେମାନେ ଘଟଣା ସ୍ଥଳରେ ପହଞ୍ଚି ପାରିବେ।

ଏହି ଯବାନଙ୍କ ପାଖରେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଓ ତୋପ ମଧ୍ୟ ମହଜୁଦ ରହିଛି। ତେବେ ଭାରତୀୟ ଯବାନ ଚାଇନାର ସବୁ ପ୍ରକାରର ହରକତ ଉପରେ ନଜର ରଖିଛନ୍ତି ଓ ଏହାର ଜବାବ ଦେବାକୁ ପ୍ରସ୍ତୁତ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story