କେତେ ଟଙ୍କା ଦାନ ଆକାରରେ ପାଇଲାଣି ପିଏମ କେୟାର୍ସ ଫଣ୍ଡ

ନୂଆଦିଲ୍ଲୀ: ଭାରତରେ ମହାମାରୀ କରୋନାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କେୟାର୍ସ ଫଣ୍ଡ ଗଠନ କରିଛନ୍ତି। ଏହି ଫଣ୍ଡ ଗଠନ ହେବା ଦିନଠାରୁ ବହୁ ବଦାନ୍ୟ ବ୍ୟକ୍ତିଙ୍କ ଠାରୁ ଘରୋଇ ସଂସ୍ଥା ଗୁଡ଼ିକ ଅର୍ଥ ଦାନ କରିବାରେ ଲାଗିଛନ୍ତି। ଏହି ଅର୍ଥକୁ ଦେଶରେ ଚାଲିଥିବା କରୋନା ଯୁଦ୍ଧ ପାଇଁ ଖର୍ଚ୍ଚ କରାଯିବ। ବର୍ତ୍ତମାନ ସୁଦ୍ଧା ଏହି ପାଣ୍ଠିକୁ ମୋଟ ୧୦,୬୦୬ କୋଟି ଟଙ୍କା ଦାନ ଆକାରେ ମିଳିଛି। ସରକାର ୩ ହଜାର କୋଟି ଟଙ୍କା […]

yt

yt

Hemant Lenka
  • Published: Tuesday, 19 May 2020
  • Updated: 19 May 2020, 09:24 PM IST

Sports

Latest News

ନୂଆଦିଲ୍ଲୀ: ଭାରତରେ ମହାମାରୀ କରୋନାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କେୟାର୍ସ ଫଣ୍ଡ ଗଠନ କରିଛନ୍ତି। ଏହି ଫଣ୍ଡ ଗଠନ ହେବା ଦିନଠାରୁ ବହୁ ବଦାନ୍ୟ ବ୍ୟକ୍ତିଙ୍କ ଠାରୁ ଘରୋଇ ସଂସ୍ଥା ଗୁଡ଼ିକ ଅର୍ଥ ଦାନ କରିବାରେ ଲାଗିଛନ୍ତି। ଏହି ଅର୍ଥକୁ ଦେଶରେ ଚାଲିଥିବା କରୋନା ଯୁଦ୍ଧ ପାଇଁ ଖର୍ଚ୍ଚ କରାଯିବ।

ବର୍ତ୍ତମାନ ସୁଦ୍ଧା ଏହି ପାଣ୍ଠିକୁ ମୋଟ ୧୦,୬୦୬ କୋଟି ଟଙ୍କା ଦାନ ଆକାରେ ମିଳିଛି। ସରକାର ୩ ହଜାର କୋଟି ଟଙ୍କା ପ୍ରବାସୀ ଶ୍ରମିକ, ଭ୍ୟାକସିନ ଖୋଜା ଓ ଭେଣ୍ଟିଲେଣ୍ଟ କିଣିବା ପାଇଁ ଖର୍ଚ୍ଚ କରିଛନ୍ତି। ପାଣ୍ଠି ଗଠନ ହେବାର ଦୁଇ ମାସ ମଧ୍ୟରେ ୧୦,୬୦୬ କୋଟି ଟଙ୍କା ମିଳିଛି।

ଏହି ଅର୍ଥରୁ ୫୩% ଘରୋଇ କମ୍ପାନୀଗୁଡ଼ିକ ଦେଇଥିବା ବେଳେ ରାଷ୍ଟ୍ରାୟତ୍ତ କମ୍ପାନୀ ଓ ସେମାନଙ୍କ କର୍ମଚାରୀମାନେ ୪୨% ଏବଂ ରାଜନେତା, ସେଲେବ୍ରିଟି ଓ ଅନ୍ୟାନ୍ୟ ବ୍ୟକ୍ତିବିଶେଷମାନେ ୫% ଅର୍ଥ ଦେଇଛନ୍ତି।

ସୂତ୍ର ଅନୁସାରେ ଟାଟା ଟ୍ରଷ୍ଟ ୧୫ଶହ କୋଟି ଟଙ୍କା ଦେଇଥିବା ବେଳେ ଅଜିମ ପ୍ରେମଜୀ ଫାଉଣ୍ଡେସନ ୧ ହଜାର କୋଟି ଟଙ୍କାର ଅର୍ଥ ଦାନ କରିଛନ୍ତି।

ମୋଟ ଉପରେ ୧୦,୬୦୬ କୋଟିରୁ ବିଭିନ୍ନ ଘରୋଇ କମ୍ପାନୀ ୫,୫୬୫ କୋଟି, ଘରୋଇ କମ୍ପାନୀର କର୍ମଚାରୀମାନେ ୨୫ କୋଟି, ବିଦେଶୀ ସଂସ୍ଥା ୧୬.୨ କୋଟି, ସରକାରର କମ୍ପାନୀ ୩,୨୪୯ କୋଟି, ସରକାରୀ ସଂସ୍ଥାର କର୍ମଚାରୀମାନେ ୧,୧୯୧.୪୦ କୋଟି, ରାଜନୀତି ଦଳ ଓ ସାଂସଦ ପାଣ୍ଠିରୁ ୪୧୨ କୋଟି, ଅନ୍ୟାନ୍ୟ ସଂସ୍ଥାରୁ ୩୯.୫ କୋଟି ଓ ବିଭିନ୍ନ ବ୍ୟକ୍ତିବିଶେଷମାନେ ୧୦୭ କୋଟି ଟଙ୍କା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story