ରମଜାନ୍ ମାସ ଆରମ୍ଭ; ମୁସଲମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପବିତ୍ର ରମଜାନ୍ ମାସ ପ୍ରାରମ୍ଭରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁସ୍‌ଲିମ୍‌ ସଂପ୍ରଦାୟକୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ପବିତ୍ର ମାସ ସମାଜରେ ଶାନ୍ତି ଓ ଭାଇଚାରାକୁ ଆହୁରୁ ସୁଦୃଢ଼ କରିବ ବୋଲି ସେ କହିଛନ୍ତି। ପଞ୍ଚରାଷ୍ଟ୍ରୀୟ ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଆମେରିକାରେ ଅଛନ୍ତି।

modi

Rakesh Mallick
  • Published: Tuesday, 07 June 2016
  • , Updated: 07 June 2016, 11:33 AM IST

ନୂଆଦିଲ୍ଲୀ: ପବିତ୍ର ରମଜାନ୍ ମାସ ପ୍ରାରମ୍ଭରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁସ୍‌ଲିମ୍‌ ସଂପ୍ରଦାୟକୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ପବିତ୍ର ମାସ ସମାଜରେ ଶାନ୍ତି ଓ ଭାଇଚାରାକୁ ଆହୁରୁ ସୁଦୃଢ଼ କରିବ ବୋଲି ସେ କହିଛନ୍ତି।

ପଞ୍ଚରାଷ୍ଟ୍ରୀୟ ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଆମେରିକାରେ ଅଛନ୍ତି।

Related story