ଫୋବସ୍ ତାଲିକା: ୯ମ କ୍ଷମତାଶାଳୀ ବ୍ୟକ୍ତିତ୍ୱ ସ୍ଥାନରେ ମୋଦି

ନ୍ୟୁୟର୍କ: ପ୍ରକାଶ ପାଇଛି ଫୋବସ ମାଗାଜିନର ୨୦୧୫ ତାଲିକା। ଏଥିରେ ନବମ କ୍ଷମତାଶାଳୀ ବ୍ୟକ୍ତିତ୍ୱ ମଧ୍ୟରେ ସ୍ଥାନ ପାଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ରୁସିଆର ରାଷ୍ଟ୍ରପତି ଭାଦମୀର ପୁତୀନ୍। ଦ୍ୱିତୀୟ ସ୍ଥାନରେ ଜାର୍ମାନୀର ଚାନସେଲର ଆଞ୍ଜେଲା ମାର୍କେଲ, ତୃତୀୟ ସ୍ଥାନରେ ଆମେରିକାର ରାଷ୍ଟ୍ରପତି ବାରାକ୍ ଓବାମା, ଚତୁର୍ଥସ୍ଥାନରେ ରହିଛନ୍ତି ପୋପ୍ ଫ୍ରାନ୍ସିସିସ୍, ପଞ୍ଚମ ସ୍ଥାନରେ ଚୀନର ରାଜନେତା ଜି ଜୀନପିଙ୍ଗ, ଷଷ୍ଠ ସ୍ଥାନରେ ବିଲ ଆଣ୍ଡ ମିଲିଣ୍ଡା ଗେଟ୍ସର ମୁଖ୍ୟ […]

modi in bihar

modi in bihar

Rakesh Mallick
  • Published: Wednesday, 04 November 2015
  • Updated: 04 November 2015, 05:16 PM IST

Sports

Latest News

PM Modi 9th most powerful person in the world in Forbes list ନ୍ୟୁୟର୍କ: ପ୍ରକାଶ ପାଇଛି ଫୋବସ ମାଗାଜିନର ୨୦୧୫ ତାଲିକା। ଏଥିରେ ନବମ କ୍ଷମତାଶାଳୀ ବ୍ୟକ୍ତିତ୍ୱ ମଧ୍ୟରେ ସ୍ଥାନ ପାଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ରୁସିଆର ରାଷ୍ଟ୍ରପତି ଭାଦମୀର ପୁତୀନ୍। ଦ୍ୱିତୀୟ ସ୍ଥାନରେ ଜାର୍ମାନୀର ଚାନସେଲର ଆଞ୍ଜେଲା ମାର୍କେଲ, ତୃତୀୟ ସ୍ଥାନରେ ଆମେରିକାର ରାଷ୍ଟ୍ରପତି ବାରାକ୍ ଓବାମା, ଚତୁର୍ଥସ୍ଥାନରେ ରହିଛନ୍ତି ପୋପ୍ ଫ୍ରାନ୍ସିସିସ୍, ପଞ୍ଚମ ସ୍ଥାନରେ ଚୀନର ରାଜନେତା ଜି ଜୀନପିଙ୍ଗ, ଷଷ୍ଠ ସ୍ଥାନରେ ବିଲ ଆଣ୍ଡ ମିଲିଣ୍ଡା ଗେଟ୍ସର ମୁଖ୍ୟ ବିଲ୍ ଗେଟ୍ସ, ସପ୍ତମ ସ୍ଥାନରେ ଆମେରିକାର ଜନେତ୍ ୟେଲନ୍, ଅଷ୍ଟମ ସ୍ଥାନରେ ୟୁକେର ପ୍ରଧାନମନ୍ତ୍ରୀ ଡେଭିଡ୍ କ୍ୟାମରୁନ୍ ଓ ୧୦ମ ସ୍ଥାନରେ ରହିଛନ୍ତି ଗୁଗୁଲର ସିଇଓ ଲେରୀ ପେଜ୍।

ସୂଚନାଯୋଗ୍ୟ, ୨୦୧୪ ଫୋବସ୍ ତାଲିକାରେ ମୋଦି ୧୪ ତମ ସ୍ଥାନରେ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story