ସୀତାଙ୍କ ଜନ୍ମଭୂମି ଓ ଅଯୋଧ୍ୟା ମଧ୍ୟରେ ଆରମ୍ଭ ହେଲା ବସ୍ ସେବା: ଦୁଇ ଦେଶ ମଧ୍ୟରେ ଯୋଡ଼ିଲା ନୂଆ ସମ୍ପର୍କ

ଆରମ୍ଭ ହୋଇଛି ଜନକପୁରରୁ ଅଯୋଧ୍ୟା ମଧ୍ୟରେ ବସ୍ ସେବା। ରାମାୟଣରେ ବର୍ଣ୍ଣିତ ଏହି ଦୁଇ ସହର ମଧ୍ୟରେ ଏଣିକି ଚାଲିବ ବସ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ନେପାଳ ଗସ୍ତ ଅବସରରେ ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହା ସହ ଜଳ ବିଦ୍ୟୁତ ପ୍ରକଳ୍ପ, ଆନ୍ତଃ ଜଳପଥ, ରେଳପଥର ବିକାଶ ଲାଗି ଦୁଇ ଦେଶ ମଧ୍ୟରେ ଅନେକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଆରମ୍ଭ ହୋଇଛି ରାମାୟଣ ସର୍କିଟ ବସ୍ ସେବା। ସୀତାଙ୍କ ଜନ୍ମଭୂମି ଜନକପୁରରୁ ବସ୍ ସଂଯୋଗ […]

modi

modi

Rakesh Mallick
  • Published: Friday, 11 May 2018
  • Updated: 11 May 2018, 05:48 PM IST

Sports

Latest News

ଆରମ୍ଭ ହୋଇଛି ଜନକପୁରରୁ ଅଯୋଧ୍ୟା ମଧ୍ୟରେ ବସ୍ ସେବା। ରାମାୟଣରେ ବର୍ଣ୍ଣିତ ଏହି ଦୁଇ ସହର ମଧ୍ୟରେ ଏଣିକି ଚାଲିବ ବସ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ନେପାଳ ଗସ୍ତ ଅବସରରେ ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହା ସହ ଜଳ ବିଦ୍ୟୁତ ପ୍ରକଳ୍ପ, ଆନ୍ତଃ ଜଳପଥ, ରେଳପଥର ବିକାଶ ଲାଗି ଦୁଇ ଦେଶ ମଧ୍ୟରେ ଅନେକ ଚୁକ୍ତି ସ୍ୱାକ୍ଷରିତ ହୋଇଛି।

ଆରମ୍ଭ ହୋଇଛି ରାମାୟଣ ସର୍କିଟ ବସ୍ ସେବା। ସୀତାଙ୍କ ଜନ୍ମଭୂମି ଜନକପୁରରୁ ବସ୍ ସଂଯୋଗ କରିବ ଅଯୋଧ୍ୟାକୁ। ସତ୍ୟ ଯୁଗରେ ବର୍ଣ୍ଣିତ ଥିବା ଏହି ଦୁଇ ସହରକୁ ଏବେ ଚାଲିବ ବସ୍। ଯାହା ଭାରତ ଏବଂ ନେପାଳ ମଧ୍ୟରେ ସମ୍ପର୍କରେ ଯୋଡ଼ିଛି ଆଉ ଏକ ଅଧ୍ୟାୟ। ଏହାକୁ ଶୁଭାରମ୍ଭ କରିଛନ୍ତି ଖୋଦ୍ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି।  ନିଜ ଦୁଇ ଦିନିଆ ନେପାଳ ଗସ୍ତରେ ମୋଦି ଏହି ଐତିହାସିକ ସଡ଼କ ପଥର ଶୁଭ ଉଦ୍‌ଘାଟନ କରିଛନ୍ତି। ଉଭୟ ଦେଶର ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ପ୍ରୟାସ କରିଛନ୍ତି ମୋଦି। ତେଣୁ ନିଜ ପଡ଼ୋଶୀ ରାଷ୍ଟ୍ର ଭାବେ ନେପାଳର ବିକାଶ ଏବଂ ସୁରକ୍ଷା ପାଇଁ ଭାରତ ଯତ୍ନବାନ ବୋଲି ଏହି ଅବସରରେ କହିଛନ୍ତି ମୋଦି। କେବଳ ଏତିକି ନୁହଁ ଭାରତ ଏବଂ ନେପାଳର ସଂସ୍କୃତି, ସଭ୍ୟତା ସହ ରହିଛି ଅନେକ ସମାନତା। ଏପରିକି  ନେପାଳର ବିନା ସାହାଯ୍ୟରେ ଭାରତର ବିକାଶ ସମ୍ଭବପର ନୁହଁ ବୋଲି କହିଛନ୍ତି ମୋଦି।

ସାମରିକ ଏବଂ ବାଣିଜ୍ୟିକ କାରବାର ଦୃଷ୍ଟିରୁ ନେପାଳ ବହୁ ଗୁରୁତ୍ୱବହନ କରେ। ତେଣୁ ଭାରତ ନେପାଳର ଜନକପୁର ଅଞ୍ଚଳର ବିକାଶ ପାଇଁ ଖର୍ଚ୍ଚ କରିବ ପ୍ରାୟ ୧୦୦ କୋଟି ଟଙ୍କା। ଏହାଛଡ଼ା ଜଳ ବିଦ୍ୟୁତ୍ ପ୍ରକଳ୍ପର ଶୁଭ ଦେଇଛନ୍ତି ମୋଦି। ବିହାର ସହ ରେଳ ସଂଯୋଗ ବ୍ୟବସ୍ଥା, ଜଳ ପଥରେ ଚଳାଚଳ ବ୍ୟବସ୍ଥାକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏହି ଦୁଇ ଦିନିଆ ଗସ୍ତ ଅବସରରେ ମୋଦି ନେପାଳ ପ୍ରଧାନମନ୍ତ୍ରୀ କେପିଏସ୍ ଓଲିଙ୍କ ସହ ଆଲୋଚନା କରିଛନ୍ତି।

ସାମରିକ ଦୃଷ୍ଟିକୋଣରୁ ନେପାଳ ସହ ଭାରତର ସମ୍ପର୍କ ବହୁ ଗୁରୁତ୍ୱବହନ କରେ। କିଛି ଦିନ ତଳେ ଚୀନ ନେପାଳ ସୀମାରେ ନିଜ ପତିଆରା ଜାହିର କରିବାକୁ ଚେଷ୍ଟା କରିଥିଲା। ତେଣୁ ମୋଦିଙ୍କ ନେପାଳ ଗସ୍ତ ଆଗାମୀ ଦିନରେ ଆହୁରି ମଜବୁତ କରିପାରେ। ୨୦୧୪ ପରେ ଏହା ମୋଦିଙ୍କ ତୃତୀୟ ନେପାଳ ଗସ୍ତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story