୩୦ ହଜାର ଲୋକଙ୍କ ସହିତ ଯୋଗ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜୁନ ୨୧ରେ ପାଳନ ହେବ ଆନ୍ତର୍ଜାତିକ ଯୋଗ ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହି ଯୋଗ ଦିବସ ଦେଶବ୍ୟାପୀ ପାଳନ କରାଯିବ। ଝାରଖଣ୍ଡ ରାଜଧାନୀ ରାଞ୍ଚିସ୍ଥିତ ପ୍ରଭାତ ତରାରେ ଆୟୋଜିତ ଯୋଗ ଦିବସରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ ବୋଲି ଜଣାପଡ଼ିଛି। ଏହି ଅବସରରେ ୩୦ହଜାରରୁ ଅଧିକ ଲୋକ ଅଂଶ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ଏହି ଯୋଗ ଦିବସକୁ ସଫଳତାର ସହିତ ପାଳନ କରିବା ପାଇଁ ଆୟୁଷ ମନ୍ତ୍ରଣାଳୟ ପ୍ରସ୍ତୁତି ଆରମ୍ଭ କରିଛି। ପଲ୍ଲୀ […]

MODI YOGA (1)

MODI YOGA (1)

Subhransu Sekhar
  • Published: Saturday, 08 June 2019
  • Updated: 08 June 2019, 07:49 PM IST

ନୂଆଦିଲ୍ଲୀ: ଜୁନ ୨୧ରେ ପାଳନ ହେବ ଆନ୍ତର୍ଜାତିକ ଯୋଗ ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହି ଯୋଗ ଦିବସ ଦେଶବ୍ୟାପୀ ପାଳନ କରାଯିବ। ଝାରଖଣ୍ଡ ରାଜଧାନୀ ରାଞ୍ଚିସ୍ଥିତ ପ୍ରଭାତ ତରାରେ ଆୟୋଜିତ ଯୋଗ ଦିବସରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ ବୋଲି ଜଣାପଡ଼ିଛି। ଏହି ଅବସରରେ ୩୦ହଜାରରୁ ଅଧିକ ଲୋକ ଅଂଶ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।

ଏହି ଯୋଗ ଦିବସକୁ ସଫଳତାର ସହିତ ପାଳନ କରିବା ପାଇଁ ଆୟୁଷ ମନ୍ତ୍ରଣାଳୟ ପ୍ରସ୍ତୁତି ଆରମ୍ଭ କରିଛି। ପଲ୍ଲୀ ରୁ ଦିଲ୍ଲୀ ସବୁଠି ଏହି ଦିବସ ପାଳନ କରିବା ପାଇଁ ଆୟୁଷ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଏବଂ ଅନ୍ୟାନ୍ୟ ସାମାଜିକ ସଂଗଠନ ଗୁଡ଼ିକୁ ଅନୁରୋଧ କରିଛି।

ସିଆଇଆଇ, ଏଫଆଇସିସିଆଇ, ଇନଷ୍ଟିଚ୍ୟୁଟ ଅଫ କମ୍ପାନୀ ସେକ୍ରେଟାରୀ  ଆଦି ଶିଳ୍ପାନୁଷ୍ଠାନ ଏବଂ ସିବିଏସଇ, ଏନସିଇଆରଟି, ୟୁଜିସି, ଡିଏଭି ଆଦି ଶିକ୍ଷାନୁଷ୍ଠାନ ଯୋଗ ଦିବସକୁ ଆଗେଇ ନେବା ପାଇଁ ସହଯୋଗର ହାତ ବଢ଼ାଇବେ ବୋଲି ଜଣାପଡ଼ିଛି।

୨୦୧୪ରେ ମୋଦି ସରକାର ଆସିବା ପରେ ଏହି ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଉଛି। ଏହି କ୍ରମରେ ଚଳିତ ଥର ଦେଶ ପଞ୍ଚମ ଯୋଗ ଦିବସ ପାଳନ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story