୮୬ ମିନିଟ୍‌ର ଭାଷଣରେ କେଉଁ ଶବ୍ଦକୁ କେତେ ଥର ଉଚ୍ଚାରଣ କଲେ ମୋଦି

ନୂଆଦିଲ୍ଲୀ: ୭୪ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଦିଲ୍ଲୀର ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏଲଓସି ଠାରୁ ଏଲଏସି, କରୋନା, ଆତ୍ମନିର୍ଭର, ଜମ୍ମୁ-କଶ୍ମୀର ଓ ଲଦାଖ ଭଳି ଶବ୍ଦ ମୋଦି ବାରମ୍ବାର ବ୍ୟବହାର କରିଛନ୍ତି। ତେବେ ୮୬ ମିନିଟ୍‌ର ଭାଷଣ ମଧ୍ୟରେ ମୋଦି ସର୍ବାଧିକ ୩୨ ଥର ଆତ୍ମନିର୍ଭର ଶବ୍ଦର ବ୍ୟବହାର କରିଛନ୍ତି। ଲୋକଙ୍କୁ ବିଦେଶୀ ସାମଗ୍ରୀ ବଦଳରେ ସ୍ୱଦେଶ ଜିନିଷ ଉପରେ ଅଧିକ ନିର୍ଭର କରିବାକୁ ପରାମର୍ଶ ଦେଇଛନ୍ତି। ମହାମାରୀ କରୋନା ଭାରତରେ […]

ha

Hemant Lenka
  • Published: Saturday, 15 August 2020
  • , Updated: 15 August 2020, 04:33 PM IST

ନୂଆଦିଲ୍ଲୀ: ୭୪ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଦିଲ୍ଲୀର ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏଲଓସି ଠାରୁ ଏଲଏସି, କରୋନା, ଆତ୍ମନିର୍ଭର, ଜମ୍ମୁ-କଶ୍ମୀର ଓ ଲଦାଖ ଭଳି ଶବ୍ଦ ମୋଦି ବାରମ୍ବାର ବ୍ୟବହାର କରିଛନ୍ତି।

ତେବେ ୮୬ ମିନିଟ୍‌ର ଭାଷଣ ମଧ୍ୟରେ ମୋଦି ସର୍ବାଧିକ ୩୨ ଥର ଆତ୍ମନିର୍ଭର ଶବ୍ଦର ବ୍ୟବହାର କରିଛନ୍ତି। ଲୋକଙ୍କୁ ବିଦେଶୀ ସାମଗ୍ରୀ ବଦଳରେ ସ୍ୱଦେଶ ଜିନିଷ ଉପରେ ଅଧିକ ନିର୍ଭର କରିବାକୁ ପରାମର୍ଶ ଦେଇଛନ୍ତି। ମହାମାରୀ କରୋନା ଭାରତରେ ପ୍ରବେଶ କରିବା ଦିନ ଠାରୁ ମୋଦି ଆତ୍ମନିର୍ଭର କଥା କହି ଆସୁଛନ୍ତି। ଆଜି ଲାଲକିଲ୍ଲାରେ ଭାଷଣ ଦେବା ବେଳେ ମୋଦି ସମାନ କଥା ଦୋହରାଇଛନ୍ତି।

ତେବେ ଆସନ୍ତୁ ଜାଣିବା ଆଜି ମୋଦି କେଉଁ ଶବ୍ଦକୁ କେତେ ଥର ବ୍ୟବହାର କରିଛନ୍ତି-

୧-ଆତ୍ମନିର୍ଭର-୩୨

୨-କରୋନା-୨୫

୩-ସ୍ୱାଧୀନତା-୨୪

୪-ମହିଳା-୨୧

୫-ବିକାଶ-୧୮

୬-ମଧ୍ୟବିତ୍ତ ବା ମିଡିଲ କ୍ଲାସ-୧୬

୭-ଗାଁ ଓ ଗରିବୀ-୧୫

୮-ଭିତ୍ତିଭୂମି-୧୪

୯-ସୀମା/ଏଲଓସି-ଏଲଲସି-୧୧

୧୦-ନିଯୁକ୍ତି-୫

୧୧-କରୋନା ଟିକା-୪

୧୨-ଅର୍ଥନୀତି-୪

୧୩-ଡିଜିଟାଲ ନେଣଦେଣ-୩

୧୪-ରାମ ମନ୍ଦିର-୩

୧୫-ଏଫଡିଆଇ-୩

୧୬-ଚାଇନା/ପାକିସ୍ତାନ-୦୦

୧୭-ନାଗରିକ-୩୨

୧୮-ବନ୍ୟା-୩

୧୯-ଗୋଟିଏ ଦେଶ-୭

୨୦-ଶ୍ରମିକ-୯

୨୧-ପରିବେଶ-୮

୨୨-ଅନଲାଇନ କ୍ଲାସ-୬

୨୩-ଭୋକାଲ ଫର ଲୋକାଲ-୪

୨୪-ଯୁଦ୍ଧ-୬

୨୫-ଆର୍ମି-୧୦

୨୬-ଜମ୍ମୁ-କଶ୍ମୀର-୭

୨୭-ବୈଜ୍ଞାନିକ-୩

୨୮-ଟେଷ୍ଟିଂ ଲ୍ୟାବ-୫

୨୯-ଜନଧନ-୪

୩୦-ସ୍ୱାସ୍ଥ୍ୟ-୪

୩୧-ଚାଷୀ-୨୨

୩୨-ଶିକ୍ଷା-୯

୩୩-ଯୁବକ-୭

୩୪-ପ୍ରତିରକ୍ଷା-୬

୩୫-ଲଦାଖ-୬

୩୬-ଦଳିତ-୬

୩୭-ଜିଏସଟି-୨

୩୮-ସ୍ୟାନିଟାରି ପ୍ୟାଡ-୨

୩୯-ବାପୁ-୩

୪୦- ମୁସଲିମ-୧

Related story