ଟ୍ୱିଟ୍‌ କଲେ ମୋଦି: ଚ୍ୟାଲେଞ୍ଜ ଆକ୍‌ସେପ୍ଟେଡ୍‌ ବିରାଟ...

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚ୍ୟାଲେଞ୍ଜ କରିଥିଲେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲୀ। ଯାହାକୁ ମୋଦି ଆଜି ଆକ୍‌ସେପ୍ଟ କରିଛନ୍ତି। ଆଜି ଟ୍ୱିଟ୍‌ କରି ମୋଦି କହିଛନ୍ତି ‘ଚ୍ୟାଲେଞ୍ଚ ଆକ୍ସେପ୍‌ଟେଡ୍‌ ବିରାଟ’। ହେଲେ ସେ ଚ୍ୟାଲେଞ୍ଚଟି କ’ଣ? ସେଇଟା ଜାଣିବା ପାଇଁ ଆପଣ ଏବେ ବ୍ୟସ୍ତ ହେଉଥିବେ। ଯେହେତୁ ବିରାଟ ଜଣେ କ୍ରିକେଟର୍‌ ସେ ମୋଦିଙ୍କୁ କ୍ରିକେଟ୍‌ ସହ ଜଡିତ କିଛି ଚ୍ୟାଲେଞ୍ଚ ଦେଇଥିବେ ବୋଲି ଆପଣ ଭାବୁଥିବେ। ସେମିତି କିଛି ନୁହେଁ। ବିରାଟ […]

virat

virat

Rakesh Mallick
  • Published: Thursday, 24 May 2018
  • Updated: 24 May 2018, 03:34 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚ୍ୟାଲେଞ୍ଜ କରିଥିଲେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲୀ। ଯାହାକୁ ମୋଦି ଆଜି ଆକ୍‌ସେପ୍ଟ କରିଛନ୍ତି। ଆଜି ଟ୍ୱିଟ୍‌ କରି ମୋଦି କହିଛନ୍ତି 'ଚ୍ୟାଲେଞ୍ଚ ଆକ୍ସେପ୍‌ଟେଡ୍‌ ବିରାଟ'। ହେଲେ ସେ ଚ୍ୟାଲେଞ୍ଚଟି କ'ଣ? ସେଇଟା ଜାଣିବା ପାଇଁ ଆପଣ ଏବେ ବ୍ୟସ୍ତ ହେଉଥିବେ। ଯେହେତୁ ବିରାଟ ଜଣେ କ୍ରିକେଟର୍‌ ସେ ମୋଦିଙ୍କୁ କ୍ରିକେଟ୍‌ ସହ ଜଡିତ କିଛି ଚ୍ୟାଲେଞ୍ଚ ଦେଇଥିବେ ବୋଲି ଆପଣ ଭାବୁଥିବେ। ସେମିତି କିଛି ନୁହେଁ। ବିରାଟ ମୋଦିଙ୍କୁ ଏକ ଫିଟ୍‌ନେସ୍‌ ଚ୍ୟାଲେଞ୍ଚ କରିଥିଲେ। ଯାହାକୁ ମୋଦି ଗ୍ରହଣ କରିଛନ୍ତି ଏବଂ ଖୁବ୍‌ ଶୀଘ୍ର ସେ ନିଜ ଫିଟ୍‌ନେସ୍‌ର ଏକ ଭିଡିଓ ସେୟାର କରିବେ ବୋଲି କହିଛନ୍ତି।

ଏହି ଚ୍ୟାଲେଞ୍ଜର ନାଁ ରହିଛି 'ହମ୍‌ ଫିଟ୍‌ ତୋ ଇଣ୍ଡିଆ ଫିଟ୍‌'। ଏହା ଏକ ଅଭିଯାନ। ଯାହାର ମୁଖ୍ୟ ହେଉଛନ୍ତି କ୍ରିଡା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର।  ଦେଶବାସୀ ସୁସ୍ଥ ରହିଲେ ଦେଶ ଫିଟ୍‌ ରହିବ ବୋଲି ସେ ଏହି ଅଭିଯାନଟିକୁ ଚଲାଉଛନ୍ତି। ଗତ ମଙ୍ଗଳବାରରୁ ଏହି ଅଭିଯାନର ଆରମ୍ଭ ହୋଇଛି।

https://twitter.com/Ra_THORe/status/998800601243881472

ପ୍ରଥମେ ରାଜ୍ୟବର୍ଦ୍ଧନ ବ୍ୟାୟାମ କରୁଥିବାର ଏକ ଭିଡିଓ କରି ତାକୁ ଟ୍ୱିଟରରେ ସେୟାର କରିଥିଲେ। ଏବଂ ବିରାଟ କୋହଲି, ହ୍ରିତିକ୍‌ ରୋଶନ ଏବଂ ସାଇନା ନେହ୍ୱାଲଙ୍କୁ ଏହି ଫିଟ୍‌ନେସ୍‌ ଚ୍ୟାଲେଞ୍ଜ କରିଥିଲେ। ରାଠୋରଙ୍କ ଚ୍ୟାଲ୍ଞ୍ଜକୁ ଗ୍ରହଣ କରି ବିରାଟ କୋହଲି ମଧ୍ୟ ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ସେ ୨୦ଟି ସ୍ପାଇଡର୍‌ ପ୍ଲାଙ୍କସ କରି ଦେଖାଇଥିଲେ। ଏହି ଭିଡିଓରେ ସେ ତାଙ୍କ ପତ୍ନୀ ତଥା ଓଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମହେନ୍ଦ୍ର ସିଂ ଧୋନୀଙ୍କୁ ଚ୍ୟାଲେଞ୍ଚ କରିଥିଲେ। ଏବଂ ଏହି ଚ୍ୟାଲେଞ୍ଜକୁ ମୋଦି ଆକ୍‌ସେପ୍ଟ କରୁଛନ୍ତି ବୋଲି ଟ୍ୱିଟ୍‌ କରି ଜଣାଇଛନ୍ତି। ଖୁବ୍‌ ଶୀଘ୍ର ସେ ତାଙ୍କର ଫିଟ୍‌ନେସ୍‌ ଭିଡିଓ ସେୟାର କରିବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ମୋଦି ବ୍ୟାୟାମ କରିବାକୁ ଖୁବ୍‌ ଭଲ ପାଆନ୍ତି। ସ୍ୱାସ୍ଥ୍ୟ ପ୍ରତି ସେ ସବୁବେଳେ ସଚେତନ ରୁହନ୍ତି ଏବଂ ନିଜ ଅଭିଭାଷଣରେ ଲୋକମାନଙ୍କୁ ସୁସ୍ଥ ରହିବାକୁ ପରାମର୍ଶ ଦିଅନ୍ତି। ଲୋକଙ୍କୁ ଫିଟ୍‌ ରଖିବା ପାଇଁ ସେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ବିଭିନ୍ନ ଯୋଗ ଓ ଆଶନ ସମ୍ପର୍କରେ ଭିଡିଓ ମଧ୍ୟ ସେୟାର କରିଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story