ଜଳାବତରଣ କଲା କଲୱରୀ: ଭାରତ ମହାସାଗରରେ ଆଉ ଚାଲିବନି ଚୀନ୍‌ର ଦାଦାଗିରି

ମୁମ୍ବାଇ: ଆଇଏନ୍‌ଏସ୍‌ କଲୱରୀ ଜଳାବତରଣ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଦେଶ ପାଇଁ ସମର୍ପଣ କରିଛନ୍ତି। ଏହି ଅବସରରେ ଉଦ୍‌ବୋଧନ ଦେଇ ମୋଦି କହିଛନ୍ତି, “ଏହା ମୋ ପାଇଁ ସୌଭାଗ୍ୟର ବିଷୟ, ମୋତେ କଲୱାରୀକୁ ଦେଶ ପାଇଁ ସମର୍ପଣ କରିବାକୁ ସୁଯୋଗ ମିଳିଛି। ଦେଶର ଜନତାଙ୍କ ତରଫରୁ ନୌସେନାକୁ ଧନ୍ୟବାଦ ଜଣାଉଛି। କଲୱରୀ ନିର୍ମାଣରେ ଭାରତୀୟଙ୍କ ଶ୍ରମ ଲାଗିଛି। ଏହା ମେକ୍‌ ଇନ୍‌ ଇଣ୍ଡିଆର ଉଦ୍ୟମ। କଲୱରୀର ସହ ଜଡ଼ିତ ସମସ୍ତ କର୍ମଚାରୀଙ୍କୁ ସାଧୁବାଦ ଜଣାଉଛି।” […]

kavari

kavari

Rakesh Mallick
  • Published: Thursday, 14 December 2017
  • Updated: 14 December 2017, 11:29 AM IST

Sports

Latest News

ମୁମ୍ବାଇ: ଆଇଏନ୍‌ଏସ୍‌ କଲୱରୀ ଜଳାବତରଣ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଦେଶ ପାଇଁ ସମର୍ପଣ କରିଛନ୍ତି। ଏହି ଅବସରରେ ଉଦ୍‌ବୋଧନ ଦେଇ ମୋଦି କହିଛନ୍ତି, “ଏହା ମୋ ପାଇଁ ସୌଭାଗ୍ୟର ବିଷୟ, ମୋତେ କଲୱାରୀକୁ ଦେଶ ପାଇଁ ସମର୍ପଣ କରିବାକୁ ସୁଯୋଗ ମିଳିଛି। ଦେଶର ଜନତାଙ୍କ ତରଫରୁ ନୌସେନାକୁ ଧନ୍ୟବାଦ ଜଣାଉଛି। କଲୱରୀ ନିର୍ମାଣରେ ଭାରତୀୟଙ୍କ ଶ୍ରମ ଲାଗିଛି। ଏହା ମେକ୍‌ ଇନ୍‌ ଇଣ୍ଡିଆର ଉଦ୍ୟମ। କଲୱରୀର ସହ ଜଡ଼ିତ ସମସ୍ତ କର୍ମଚାରୀଙ୍କୁ ସାଧୁବାଦ ଜଣାଉଛି।”

INS_Kalvari_Sea_Trialସେ କହିଛନ୍ତି, କଲୱରୀ ଭାରତୀୟ ସେନାର ଶକ୍ତି ବୃଦ୍ଧି କରିଛି। ଭାରତ ମହାସାଗରରେ ଏହା ଦେଶର ସୀମାକୁ ସୁରକ୍ଷା ଦେବ। ଭାରତ ମହାସାଗର ବିଶ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏକବିଂଶ ଶତାବ୍ଦୀ ହେଉଛି ଏସିଆର। ଭାରତ ମହାସାଗର ଦେଇ ବିଶ୍ୱ ଏସିୟ ରାଷ୍ଟ୍ରଙ୍କ ସହ ଯୋଡ଼ି ହେଉଛି। ଏପରି ସ୍ଥିତିରେ ଭାରତ ମହାସାଗରର ଗୁରୁତ୍ୱ ବଢ଼ି ଯାଇଛି। କଲୱରୀ ଏହି ଗୁରୁତ୍ୱକୁ ସଠିକ ଭାବେ ପାଳନ କରିବା ସହ ଦେଶ ଓ ଜଳସୀମାକୁ ସୁରକ୍ଷିତ ରଖିବ।

562204-khanderiତେବେ ଫ୍ରାନ୍ସ ସହଯୋଗରେ ନିର୍ମାଣ ହୋଇଥିବା କଲୱରୀ ଚୀନର ଚିନ୍ତା ବଢାଇ ଦେଇଥିବ ନିଶ୍ଚିତ। କଳେ ବଳେ କୌଶଳେ ଭାରତକୁ ନିଚା ଦେଖାଇବାକୁ ସବୁବେଳେ ଚୀନ ଉଦ୍ୟମ କରି ଆସିଛି। ସବୁ କ୍ଷେତ୍ରରେ ଭାରତ ଆଗରେ ପ୍ରତିବନ୍ଧକ ହୋଇ ଛିଡା ହୋଇଛି। କିଛିଦିନ ହେବ ଭାରତ ମହାସାଗରକୁ ନିଜ ଅକ୍ତିଆରକୁ ନେବାକୁ ବିଫଳ ଉଦ୍ୟମ ଚଳାଇଛି। ବାରମ୍ବାର ଚୀନ ନୌସେନାର ଜାହାଜ ଓ ପଣ୍ଡୁବୀ ବିନା ଅନୁମତିରେ ଭାରତୀୟ କ୍ଷେତ୍ରକୁ ପଶୁଥିବାର ପ୍ରମାଣ ମିଳିଛି। ଏପରି ସ୍ଥିତିରେ କଲୱରୀର ଜଳାବତରଣ ଭାରତ ପାଇଁ ବହୁତ ଗୁରୁତ୍ୱ ବହନ କରୁଛି। ଯାହା ଚୀନ୍‌ର ଚକ୍ରାନ୍ତକୁ ପ୍ରତିହତ କରିବାକୁ ସକ୍ଷମ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story